ଲୂକଲିଖିତ ସୁସମାଚାର 22:60 · ଓଡ଼ିଆ ବାଇବେଲ
କିନ୍ତୁ ପିତର କହିଲେ, ନା ଭାଇ! ତୁମ୍ଭେ ଯାହା କହୁଛ, ମୁଁ ତାହା ଜାଣେ ନାହିଁ।
Cross references
ମାଥିଉଲିଖିତ ସୁସମାଚାର 26:74
ପିତର ନିଜକୁ ଧିକ୍କାର କରି ରାଣ ପକାଇ କହିଲେ, ମୁଁ ସେ ଲୋକଙ୍କୁ ଜାଣେ ନାହିଁ। ସତେିକି ବେଳେ କୁକୁଡ଼ା ଡ଼ାକିଲା।
ମାର୍କଲିଖିତ ସୁସମାଚାର 14:71
ତା'ପରେ ପିତର ଅଭିଶାପ ଦବୋକୁ ଲାଗିଲେ। ସେ ଦୃଢ ଭାବରେ କହିଲେ, ମୁଁ ପରମେଶ୍ବରଙ୍କ ନାମ ରେ ଶପଥ କରି କହୁଛି ଯେ, ତୁମ୍ଭମାନେେ ଯେଉଁ ଲୋକ ବିଷୟ ରେ କହୁଛ, ମୁଁ ତାହାକୁ ଆଦୌ ଜାଣେ ନାହିଁ।
ଲୂକଲିଖିତ ସୁସମାଚାର 22:34
ଯୀଶୁ କିନ୍ତୁ କହିଲେ, ପିତର, ଆସନ୍ତା କାଲି ସକାଳେ କୁକୁଡା ଡାକିବା ପୂର୍ବରୁ ତୁମ୍ଭେ କହିବ ଯେ, ତୁମ୍ଭେ ମାେତେ ଜାଣିନାହଁ। ଏକଥା ତୁମ୍ଭେ ତିନିଥର କହିବ।
ଯୋହନଲିଖିତ ସୁସମାଚାର 18:27
କିନ୍ତୁ ପିତର ପୁଣି ଥରେ କହିଲେ, ନା, ମୁଁ ତାହାଙ୍କ ସହିତ ନଥିଲି। ଠିକ୍ ସତେିକି ବେଳେ ଗୋଟିଏ କୁକୁଡା ଡାକିଲା।