ଯୀଶୁ ଦେଖିଲେ ଯେ କେତକେ ଧନୀଲୋକ ମନ୍ଦିରର ଦାନବାକ୍ସ ରେ ପରମେଶ୍ବରଙ୍କ ପାଇଁ ଦାନ ଦେଉଛନ୍ତି।
Cross references
ସମସ୍ତ ରୂପା, ସକ୍ସ୍ଟନା, ସମସ୍ତ ପିତ୍ତଳ ଓ ଲକ୍ସ୍ଟହାର ପାତ୍ର ଓ କରଇେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରାୟିବ ଓ ଏହା ସଦାପ୍ରଭୁଙ୍କ ଭଣ୍ତାରକକ୍ସ୍ଟ ଗ୍ଭଲିୟିବ।
ଏହାପରେ ଇଶ୍ରାୟେଲ ଲୋକମାନେ ସେ ସହର ରେ ଅଗ୍ନି ସଂୟୋଗ କଲେ। ସମାନେେ ସହରର ସକ୍ସ୍ଟନା, ରୂପା, ଲୌହବସ୍ତକ୍ସ୍ଟ ଓ ପିତ୍ତଳ ଇତ୍ଯାଦିକକ୍ସ୍ଟ ଛାଡି ସମସ୍ତ ବସ୍ତକ୍ସ୍ଟକକ୍ସ୍ଟ ପୋଡି଼ ନଷ୍ଟ କରି ଦେଲେ ଏବଂ ଏହି ବସ୍ତକ୍ସ୍ଟମାନଙ୍କୁ ସଦାପ୍ରଭୁଙ୍କର ଭଣ୍ତାର ଗୃହ ରେ ଜମା କଲେ।
ଶୀଶକ୍ ସଦାପ୍ରଭୁଙ୍କ ଗୃହରୁ ଓ ରାଜଗୃହରୁ ସମସ୍ତ ଧନ ଲୁଣ୍ଠନ କଲେ। ଧନ ବ୍ଯତୀତ ସୁବର୍ଣ୍ଣର ଢାଳସବୁ ନଇଗେଲେ। ଯାହାକୁ ଦାଉଦ ଅରାମର ହଦଦେଶର ରାଜାଙ୍କଠାରୁ ନଇେଥିଲେ।
ନବୂଖଦ୍ନିତ୍ସର ରାଜପ୍ରାସାଦରୁ ଏବଂ ୟିରୁଶାଲମ୍ର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନଇଗେଲେ। ସେ ରାଜା ଶଲୋମନଙ୍କ ଦ୍ବାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ବର୍ଣ୍ଣମଯ ପାତ୍ରଗୁଡିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।
ନବୂଖଦ୍ନିତ୍ସର ପରମେଶ୍ବରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନଇଗେଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ଯ ବସ୍ତୁ ସବୁ ନଇଗେଲେ।
ତହିଁରେ ମୁଁ ଶଲେିମିଯ ଯାଜକକୁ ଓ ଲେଖକ ସାଦୋକ ଓ ଲବେୀୟମାନଙ୍କ ମଧ୍ଯରୁ ପଦାଯକୁ ଭଣ୍ତାର ସମୂହର ଅଧ୍ଯକ୍ଷ କଲି। ଏବଂ ସକ୍କୂରର ପୁତ୍ର ହନାନ୍, ମତ୍ତନିଯର ପୁତ୍ର ସକ୍କୂର ସମାନଙ୍କେର ଅଧିନ ରେ କାର୍ୟ୍ଯ କଲେ। କାରଣ ସମାନେେ ବିଶ୍ବସ୍ତ ଥିଲେ। ଏଣୁ ଆପଣା ଭାତୃଗଣକୁ ବିତରଣ କରିବାର କାର୍ୟ୍ଯ ସମାନଙ୍କେର ହେଲା।
ପ୍ରଧାନ ଯାଜକମାନେ ମନ୍ଦିର ଭିତ ରେ ସହେି ରୂପା ଟଙ୍କାତକ ଗୋଟାଇ ନେଲେ। ସମାନେେ କହିଲେ, ମନ୍ଦିର ଟଙ୍କା ସହିତ ଏ ଟଙ୍କାତକ ରଖିବା ନିୟମ ବିରୁଦ୍ଧ ହବେ। କାରଣ ଏ ଟଙ୍କା ଜଣକର ମୃତ୍ଯୁ ପାଇଁ ଦିଆଯାଇଛି।
କିନ୍ତୁ ତୁମ୍ଭମାନେେ ଉପଦେଶ ଦେଉଛ ଯେ ଜଣେ ଲୋକ ତାର ବାପା ମାଆଙ୍କୁ କହି ପାରିବ, ' ମାରେ ଯେଉଁ ପଦାର୍ଥଟି ରେ ତୁମ୍ଭର ଲାଭ ହାଇେ ପାରି ଥାଆନ୍ତା, ସହେି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ଯବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ବରଙ୍କୁ ସମର୍ପଣ କରିବି।'
ଯୀଶୁ ମନ୍ଦିରର ଦାନ ବାକ୍ସ ପାଖ ରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସ ରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ଯ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସ ରେ ପ୍ରଚୁର ଟଙ୍କା ପକାଉଥିଲେ।
ଯୀଶୁ ଏସବୁ କଥା ମନ୍ଦିର ପରିସର ରେ ଉପଦେଶ ଦଲୋ ବେଳେ କହିଲେ। ଦାନ ପାତ୍ର ରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହାଇେଥିଲେ। କିନ୍ତୁ କହେି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ ସମୟ ସପେର୍ୟ୍ଯନ୍ତ ଆସି ନଥିଲା।