ତହିଁରେ ମୁଁ ଶଲେିମିଯ ଯାଜକକୁ ଓ ଲେଖକ ସାଦୋକ ଓ ଲବେୀୟମାନଙ୍କ ମଧ୍ଯରୁ ପଦାଯକୁ ଭଣ୍ତାର ସମୂହର ଅଧ୍ଯକ୍ଷ କଲି। ଏବଂ ସକ୍କୂରର ପୁତ୍ର ହନାନ୍, ମତ୍ତନିଯର ପୁତ୍ର ସକ୍କୂର ସମାନଙ୍କେର ଅଧିନ ରେ କାର୍ୟ୍ଯ କଲେ। କାରଣ ସମାନେେ ବିଶ୍ବସ୍ତ ଥିଲେ। ଏଣୁ ଆପଣା ଭାତୃଗଣକୁ ବିତରଣ କରିବାର କାର୍ୟ୍ଯ ସମାନଙ୍କେର ହେଲା।
Cross references
ମାତ୍ର ଶ୍ରମିକମାନଙ୍କୁ ଦବୋ ପାଇଁ ଯେଉଁମାନଙ୍କ ହସ୍ତ ରେ ସେ ଟଙ୍କା ଦିଆଗଲା, ସମାନଙ୍କେଠାରୁ କହେି ହିସାବ ନେଲେ ନାହିଁ। କାରଣ ସମାନେେ ଅତି ବିଶ୍ବସ୍ତ ଭାବରେ କାମ କଲେ।
କୌଣସି ଦୋଷ ପାଇଁ ଓ ପାପ ପାଇଁ ଉତ୍ସର୍ଗୀକୃତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ ରେ ବ୍ଯବହୃତ ହେଲା ନାହିଁ। ତାହା ଯାଜକମାନଙ୍କର ହେଲା।
ସହେି କାର୍ୟ୍ଯ କରୁଥିବା ଲୋକମାନଙ୍କୁ ଯେଉଁ ମୁଦ୍ରା ଦିଆଗଲା ତା'ର ହିସାବ ରଖାଗଲା ନାହିଁ, କାରଣ ସମାନେେ ବିଶ୍ବସ୍ତ ରୂପେ କାର୍ୟ୍ଯ କଲେ।
ଏହାପରେ ଯାଜକମାନେ ନବୈେଦ୍ଯ ଦଶମାଂଶ ଓ ଅନ୍ଯାନ୍ଯ ବସ୍ତୁସବୁ ଆଣିଲେ, ଯେଉଁଗୁଡ଼ିକ କବଳେ ସଦାପ୍ରଭୁଙ୍କୁ ଦିଆୟିବା ନିମନ୍ତେ ଉଦ୍ଦିଷ୍ଟ ଥିଲା, ସହେି ସମସ୍ତ ସଂଗୃହୀତ ବସ୍ତୁ ମନ୍ଦିର ମଧ୍ଯସ୍ଥ ଭଣ୍ଡାର ଘରମାନଙ୍କ ରେ ରଖାଗଲା। ଲବେୀୟ କନାନିଯ ସହେି ସମସ୍ତ ସଂଗୃହୀତ ବସ୍ତୁର ଦାଯିତ୍ବ ରେ ଥିଲେ, ଶିମିଯି ଦ୍ବିତୀୟ ରେ ଏହି ଦାଯିତ୍ବ ରେ ଥିଲେ। ଶିମିଯି କନାନିଯଙ୍କ ଭ୍ରାତା ଥିଲେ।
ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଲୋକମାନେ ମୁକ୍ତ ଭାବରେ ଯେଉଁ ନବୈେଦ୍ଯ ଦେଉଥିଲେ, କୋରି ତାହାର ଦାଯିତ୍ବ ରେ ଥିଲେ। ସଦପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଦତ୍ତ, ସଂଗୃହୀତ ଦାନଗୁଡ଼ିକୁ ବିତରଣ କରିବା ଦାଯିତ୍ବ ତାଙ୍କର ଥିଲା। ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ରୀକୃତ ହାଇେଥିବା ଉପହାରଗୁଡ଼ିକୁ ବିତରଣ କରିବାର ଦାଯିତ୍ବ ମଧ୍ଯ ତାଙ୍କର ଥିଲା। କୋରି ପୂର୍ବଦିଗ ରେ ଥିବା ଦ୍ବାରର ଦ୍ବାରପାଳ ଥିଲେ। ତାଙ୍କ ପିତାଙ୍କର ନାମ ଥିଲା ଲବେୀୟ ୟିମ୍ନା।
ଶଲେିମିଯର ପୁତ୍ର ହନାନିଯ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଭଗ୍ନାଂଶ ଗଠନ କଲେ।
ଏହାପରେ ମୁଁ ମାରେଭାଇ ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନିଯକୁ ୟିରୁଶାଲମ ଉପରେ ନିୟୁକ୍ତ କଲି କାରଣ ହନାନିଯ ବିଶ୍ବସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ବରଙ୍କୁ ଭୟ କରୁଥିଲା।
ଏଜ୍ରା ଯାଜକ ସହେି କାର୍ୟ୍ଯ ନିମନ୍ତେ ନିର୍ମିତ କାଠମଯ ମଞ୍ଚା ଉପରେ ଠିଆ ହେଲେ। ଆଉ ଦକ୍ଷିଣ ପାଶର୍ବ ରେ ତାଙ୍କ ନିକଟରେ ମତ୍ତଥିଯ, ଶମାେ, ଅନାଯ, ଊରିଯ, ହିଲ୍କିଯ, ମା ସଯେ ଠିଆ ହେଲେ, ଏବଂ ତାଙ୍କ ବାମ ପାଶର୍ବ ରେ ପଦାଯ ଓ ମୀଶାଯଲେ, ମଲକିଯ, ହଶୁମ ଓ ହଶ୍ବଦ୍ଦାନା, ଜିଖରିଯ ଓ ମଶୁଲ୍ଲମ ଠିଆ ହେଲେ।
ସତ୍କୁର, ଶେ ରବେୀଯ, ଶବନିଯ,
ଉଷି ୟିରୁଶାଲମ ରେ ଲବେୀୟମାନଙ୍କର ନିରୀକ୍ଷକ ଥିଲେ। ଉଷି ବାନିର ପୁତ୍ର, ବାନି ହଶବିଯର ପୁତ୍ର, ହଶବିଯ ୟିଏକି ମତ୍ତନିଯର ପୁତ୍ର, ମତ୍ତନିଯ ୟିଏକି ମୀକାର ପୁତ୍ର ଥିଲେ। ଉଷି ପରମେଶ୍ବରଙ୍କ ମନ୍ଦିର ରେ ସବୋ କରୁଥିବା ଗାଯକର ଓ ଆସଫର ବଂଶଧର ଥିଲେ।
କେତକେ ଯାଜକ ତୂରୀ ନଇେ ଗଲେ। ୟିଖରିଯ ୟିଏକି, ଯୋନାଥନଙ୍କର ପୁତ୍ର, ୟିଏକି ଶମଯିଯର ପୁତ୍ର, ୟିଏକି ମତ୍ତନୀଯଙ୍କର ପୁତ୍ର, ୟିଏକି ମିଖାଯଙ୍କର ପୁତ୍ର, ୟିଏକି ସକ୍କୁରଙ୍କର ପୁତ୍ର, ୟିଏକି ଆସଫଙ୍କର ପୁତ୍ର ଥିଲେ। ତାଙ୍କର ଭାଇମାନେ ଶମଯିଯ ଅସ ରେଲ, ମିଲଲଯ, ଗିଲଲଯ, ମାଯିଯ, ନଥନଲେ, ଯିହୁଦା ଓ ହାନାନୀ। ପରମେଶ୍ବରଙ୍କର ଏହି ଲୋକମାନେ ପରମେଶ୍ବରଙ୍କର ସବେକ ଦାଉଦ୍ ନିକଟକୁ ବିଭିନ୍ନ ପ୍ରକାର ବାଦ୍ଯ ୟନ୍ତ୍ର ସହିତ ଗଲେ। ଲେଖକ ଏଜ୍ରା ସମାନଙ୍କେ ଆଗ ରେ ଗଲେ।
ସହେି ଦିନ ରେ ନଗରର ଲୋକମାନେ ଧନ, ଉପହାର, ପ୍ରଥମଜାତ ଫଳ ଓ ଏକ ଦଶମାଂଶ ସାମଗ୍ରୀ, ନିଯମ ଅନୁୟାଯୀ ଆଣିଲେ। ଲୋକମାନଙ୍କୁ କଠାେରୀ ରେ ନିରୀକ୍ଷଣ କରିବା ପାଇଁ ନିୟୁକ୍ତି କରାଗଲା। ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କଠାେରୀ ସବୁ ରେ ଲୋକମାନେ ନିୟୁକ୍ତି ହେଲେ। କାରଣ ପରିଚର୍ୟ୍ଯାକାରୀ ଯାଜକ ଓ ଲବେୀୟମାନଙ୍କ ସକାଶୁ ୟିହୁଦୀଯମାନେ ବହୁତ ଆନନ୍ଦିତ ହାଇେଥିଲା।
ଏହା ଶୁଣି ଯୀଶୁ କହିଲେ, ବିଶ୍ବାସୀ ଓ ବୁଦ୍ଧିମାନ ସବେକ କିଏ? ମାଲିକ ଅନ୍ୟ ସବେକ ମାନଙ୍କୁ ସମାନଙ୍କେର ଖାଦ୍ୟ ଠିକ୍ ସମୟରେ ଦବୋ ପାଇଁ ଜଣେ ଚାକରକୁ ଦାଯିତ୍ବ ଦଇେଥାନ୍ତି, ଯାହାକୁ ଏ କାମ କରିବା ପାଇଁ ମାଲିକ ବିଶ୍ବାସ କରିବସେ ସେ ସବେକ କିଏ?
େଛାଟ େଛାଟ ବିଷୟ ରେ ଯଦି ଜଣକୁ ବିଶ୍ବାସ କରାଯାଇ ପାରିବ, ତବେେ ତାକୁ ବଡ ବିଷୟ ଗୁଡିକ ପାଇଁ ମଧ୍ଯ ବିଶ୍ବାସ କରାଯାଇ ପାରିବ। ଅଳ୍ପ ଜିନିଷ ପାଇଁ ଯଦି ଜଣେ ଅସାଧୁ ହାଇଯୋଏ ତବେେ ସେ ଅଧିକ ଜିନିଷ ପାଇଁ ମଧ୍ଯ ଆସାଧୁ ହାଇଯେିବା
ସମାନେେ ସହେି ଧନ ପ୍ ରରେିତମାନଙ୍କ ପାଦତଳେ ରଖି ଦେଉଥିଲେ। ପ୍ରେତ୍ୟକକଙ୍କ ନିଜ ଆବଶ୍ଯକତା ଅନୁସାରେ ଟଙ୍କା ବଣ୍ଟାଗଲା।
ଏହି ସମୟ ମଧିଅରେ ଶିଷ୍ଯମାନଙ୍କ ସଂଖ୍ଯା ବଢ଼ିଗଲା। ସେତବେେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ। ସମାନଙ୍କେ ବିଧବାମାନଙ୍କୁ ଉଚିତ ପରିମାଣ ରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା।
ଏଥିପାଇଁ ହେ ଭାଇମାନେ, ତୁମ୍ଭମାନେେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସମାନେେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ର ଆତ୍ମା ଓ ଜ୍ଞାନ ରେ ପୂର୍ଣ୍ଣ ହାଇେଥିବେ। ଆମ୍ଭମାନେେ ସମାନଙ୍କେୁ ଏହି କାମ କରିବାପାଇଁ ଦବେୁ।
ଯେଉଁ ଲୋକମାନଙ୍କୁ ଏହି ଦାଯିତ୍ବ ଦିଆଯାଇଛି ସମାନେେ ଯେ ଏଥିର ଯୋଗ୍ଯ ଏହା ଦର୍ଶାଇବା ଉଚିତ୍।
ମାେ ପ୍ରତି ଭରସା ରଖି ଏହି ସବୋ କାର୍ୟ୍ଯ ରେ ନିୟୁକ୍ତ କରିଥିବାରୁ ମୁଁ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଧନ୍ଯବାଦ ଦିଏ। ସେ ମାେତେ ଶକ୍ତି ପ୍ରଦାନ କରନ୍ତି।
ତୁମ୍ଭମାନେେ ପ୍ରଥମେ ସମାନଙ୍କେୁ ପରୀକ୍ଷା କରିବ। ଯଦି ସମାନଙ୍କେ ଭିତ ରେ କୌଣସି ଦୁଗୁର୍ଣ ନାହିଁ, ତା ହେଲେ ସମାନେେ ବିଶଷେ ସବେକ ଭାବେ ସବୋ କରି ପାରିବେ।