ଯୀଶୁ ସମାନଙ୍କେୁ କହିଲେ, ମୁଁ ତବେେ ତୁମ୍ଭମାନଙ୍କୁ କହିବି ନାହିଁ ଯେ ମୁଁ କେଉଁ ଅଧିକାର ରେ ଏ ସବୁ କାମ କରୁଛି।
Cross references
ପରମେଶ୍ବର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ଯର୍ଥ କରନ୍ତି ଏବଂ ସମାନଙ୍କେୁ ସଫଳତା ଦିଅନ୍ତି ନାହିଁ।
ମୂର୍ଖକୁ ତା'ର ଅଜ୍ଞାନତା ଅନୁସାରେ ଉତ୍ତର ଦିଅ ନାହିଁ। ତୁମ୍ଭେ ଯଦି ଏପରି ଉତ୍ତର ଦିଅ, ତବେେ ତୁମ୍ଭେ ମଧ୍ଯ ତାହାର ତୁଲ୍ଯ ହବେ।
ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।
ମନ୍ଦ ଓ ପାପୀ ଲୋକ ହିଁ ପ୍ରମାଣ ଚିହ୍ନ ସ୍ବରୂପ ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖିବାକୁ ଚାହାଁନ୍ତୁ। ଏଭଳି ଲୋକଙ୍କୁ ୟୂନୁସଙ୍କ ଚ଼ିହ୍ନ ବ୍ଯତୀତ ଅନ୍ୟ କୌଣସି ଚ଼ିହ୍ନ ଦିଆୟିବ ନାହିଁ। ତାପରେ ଯୀଶୁ ସମାନଙ୍କେୁ ସଠାେରେ ଛାଡ଼ି ଚ଼ାଲିଗଲେ।
ତେଣୁ ସମାନେେ ଯୀଶୁଙ୍କୁ ଉତ୍ତର ଦେଲେ, ଯୋହନଙ୍କ ବାପ୍ତିସ୍ମ କେଉଁଛାରୁ ଆସିଥିଲା, ଆମ୍ଭେ ତାହା ଜାଣିନାହୁଁ।
ଏଣୁ ସମାନେେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭମାନେେ ଜାଣିନାହୁଁ।
ଏବଂ ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ ପଚା ରେ, ତବେେ ତୁମ୍ଭମାନେେ ତା'ର ଉତ୍ତର ଦବନୋହିଁ।