Home Bibles ଲୂକଲିଖିତ ସୁସମାଚାର 22:68 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 22:68 · ଓଡ଼ିଆ ବାଇବେଲ

ଏବଂ ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ ପଚା ରେ, ତବେେ ତୁମ୍ଭମାନେେ ତା'ର ଉତ୍ତର ଦବନୋହିଁ।

Cross references

ଲୂକଲିଖିତ ସୁସମାଚାର 20:3

ଯୀଶୁ ଉତ୍ତର ଦେଲେ, ମୁଁ ମଧ୍ଯ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ମାେତେ କୁହ:

ଲୂକଲିଖିତ ସୁସମାଚାର 20:41

ତା'ପରେ ଯୀଶୁ କହିଲେ, ଲୋକେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର?

Interlinear

Choose Theme