Cross references
ତା'ପ ରେ ସଦାପ୍ରଭୁ କହିଲେ, ୟାଅ ଏବଂ ଏହି ବାର୍ତ୍ତା ଲୋକମାନଙ୍କୁ ଜଣାଅ, ଯଦିଓ ତୁମ୍ଭମାନେେ ଶୁଣୁଛ, କିନ୍ତୁ ତୁମ୍ଭମାନେେ କିଛି ବୁଝୁ ନାହଁ। ଯଦିଓ ଦେଖୁଛ, କିଛି ଶିଖୁ ନାହଁ।'
ମାତ୍ର ହେ ସଦପ୍ରଭୁ ! ସମାନଙ୍କେୁ ଦଣ୍ଡ ଦବୋକୁ ତୁମ୍ଭର ହସ୍ତ ଉତ୍ଥିତ ହବେ, ତଥାପି ସମାନେେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷ ରେ ତୁମ୍ଭର ଅତିଶଯ ପ୍ ରମେକୁ ଦେଖି ସମାନେେ ଲଜ୍ଜିତ ହବେେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନି ରେ ଦଗ୍ଧିଭୂତ ହବେେ।
ତୁମ୍ଭମାନେେ ଅଜ୍ଞାତ ଓ ଚମତ୍କୃତ ହୁଅ। ତୁମ୍ଭକୁ ଦୃଷ୍ଟିହୀନ କର ଏବଂ ଅନ୍ଧ ହୁଅ। ଟଳଟଳ ହୁଅ, କିନ୍ତୁ ସୁରାପାନ ରେ ନୁହେଁ।
ତେଣୁ ଏହି ଲୋକମାନଙ୍କୁ ଚକିତ କରିବା ପାଇଁ ମୁଁ ଅଦ୍ଭୁତ ଓ ଆଶ୍ଚର୍ୟ୍ଯ କର୍ମମାନ କରି ଚାଲିବି। ସମାନଙ୍କେର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହବେ ଓ ସମାନଙ୍କେର ବିବକେୀ ଲୋକମାନେ ସମାନଙ୍କେର ବୁଦ୍ଧି ହରାଇବେ।'
ଆମ୍ଭେ ଅନାଇଲା ବେଳେ କହେି ନାହିଁ। ପୁଣି ପ୍ରଶ୍ନ କଲା ବେଳେ ସମାନଙ୍କେ ମଧିଅରେ କହେି ଜଣେ ମନ୍ତ୍ରଣା ଦାତା ସୁଦ୍ଧା ଉତ୍ତର ଦବୋକୁ ନାହିଁ।
ଏ ଜଗତ ରେ ମାରେ ଦାସଠାରୁ ଅନ୍ଧ କିଏ ? ପୁଣି ମାେ ପ୍ ରରେିତ ଦୂତଠାରୁ ବଧିର କିଏ ? ସଦାପ୍ରଭୁଙ୍କଠା ରେ ମିଳିତ ହାଇେଥିବା ଦାସ ସବୁଠାରୁ ଅଧିକ ଅନ୍ଧ।
ସସହିସଲାକମାଲନ କ'ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଚାର କରନ୍ତି ନାହିଁ।ସସମାଲନସଯପରିସଦଖି ନ ପାରିଲବ ଏଥିପାଇଁସସମାନଙ୍କର ଚକ୍ଷୁ ଓସସମାଲନସଯପରି ବୁଝି ନ ପାରିଲବ, ଏଥିପାଇଁସସମାନଙ୍କର ଚିତ୍ତସସ ମୁଦ୍ରିତ କରିଛନ୍ତି।
ଏପରିକି ଆକାଶର ପକ୍ଷୀଗଣ ନିଜ ନିଜ ନିରୂପିତ ସମୟ ଜାଣନ୍ତି। ଆଉ ଘୁଘୁ, ତାଳଚୋଞ୍ଚ ଓ ସାରସ ନିଜ ନିଜର ଆସିବା ସମୟ ରକ୍ଷା କରନ୍ତି। ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିଯମ ଜାଣନ୍ତି ନାହିଁ।
ତା'ପ ରେ ସଦାପ୍ରଭୁ ମାେତେ କହିଲେ, ପୁନର୍ବାର ସହେି ନିର୍ ବୋଧ ମଷେପାଳକର ସାଜ ଦିଅ।
ଯେ ଅ ଯୋଗ୍ଯ ମଷେପାଳକ, ସେ ପଲକୁ ତ୍ଯାଗ କରେ। ତାକୁ ଧ୍କ୍! ଖଡ୍ଗ ତା'ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ। ତାହାର ବାହୁ ନିଶ୍ଚଯ ଶୁଷ୍କ ହବେ ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚଯ ଅନ୍ଧ ହାଇଯେିବ।
ଜଣେ ଯାଜକ ପରମେଶ୍ବରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ୟାଇ ପରମେଶ୍ବରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ।
ଲୋକମାନଙ୍କର ବିଚାର ଏହି ବିଷୟ ଦ୍ବାରା ହୁଏ: ସହେି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସହେି ଆଲୋକ ଚାହିଁଲେ ନାହିଁ, ସମାନେେ ଅନ୍ଧକାର ଚାହିଁଲେ, କାରଣ ସମାନେେ ମନ୍ଦକାର୍ୟ୍ଯ ରେ ରତଥିଲେ।
ଯୀଶୁ କହିଲେ, ମୁଁ ଜଗତକୁ ଆସିଛି, ଯେପରି ଏ ଜଗତ ବିଚାରିତ ହବେ। ମୁଁ ଆସଛି ଯେପରି ଅନ୍ଧ ଲୋକମାନେ ଦେଖି ପାରିବେ। ଏବଂ ଯେଉଁମାନେ ଦେଖି ପାରୁଛନ୍ତି ବୋଲି ମନେ ମନେ ଭାବୁଛନ୍ତି, ସମାନେେ ଅନ୍ଧ ହବେେ।
ଯେଉଁ ଲୋକମାନେ ହଜିଯାଇଛନ୍ତି, ସମାନଙ୍କେୁ ଠକିବାକୁ ଏହି ମନ୍ଦବ୍ଯକ୍ତି ପ୍ରେତ୍ୟକକ ପ୍ରକାରର ମନ୍ଦ ଫାନ୍ଦ ସୃଷ୍ଟି କରିବ। କାରଣ ସମାନେେ ସତ୍ଯକୁ ଭଲ ପାଇବା ପାଇଁ ଅସ୍ବୀକାର କଲେ, ଯାହା ଦ୍ବାର ସମାନେେ ଉଦ୍ଧାର ପାଇଥାନ୍ତେ।
ସମାନେେ ମାଶାଙ୍କେୁ ବି ରୋଧ କରିଥିଲେ। ସହେିଭଳି ଏହି ଲୋକମାନେ ମଧ୍ଯ ସତ୍ଯର ବିରୋଧ କରନ୍ତି, ସମାନଙ୍କେର ମନ ବିପଥଗାମୀ। ଈଶ୍ବର ବିଶ୍ବାସର ଅନୁସରଣ କରିବା ରେ ଏମାନେ ବିଫଳ ହାଇେଛନ୍ତି।
ପ୍ରଥମେ, ଶଷେ ଦିନଗୁଡ଼ିକରେ କ'ଣ କ'ଣ ଘଟିବ, ସଗେୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସମାନେେ ନିଜ ଇଚ୍ଛା ରେ ମନ୍ଦ କାର୍ୟ୍ଯ କରି ଜୀବନଧାରଣ କରିବେ।