Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 16:34 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 16:34 · ଓଡ଼ିଆ ବାଇବେଲ

ତା'ପରେ ସହେି କାରାଧ୍ଯକ୍ଷ ପାଉଲ ଓ ଶୀଲାଙ୍କୁ ଘରକୁ ଡ଼ାକି ନଇେ ଖାଇବାକୁ ଦେଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ଆନନ୍ଦିତ ହେଲେ।

Cross references

ଯିଶାଇୟ 12:1

ସହେି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପ ରେ କ୍ରୋଧାନ୍ବିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କୋରଧ ନିବୃତ୍ତ ହାଇେଅଛି, ତୁମ୍ଭେ ତୁମ୍ଭର ପ୍ ରମେ ଆମ୍ଭକୁ ଦଖାଇେଅଛ।'

ଯିଶାଇୟ 55:12

ଏଣୁ ତୁମ୍ଭମାନେେ ଆନନ୍ଦର ସହିତ ବାହାରି ଶାନ୍ତି ରେ ଆଗେ ଆଗେ ୟିବ। ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ଉଚ୍ଚସ୍ବର ରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦବେେ।

ଯିଶାଇୟ 57:17

ଆମ୍ଭେ ତାହାର ଲୋଭରୂପ ଅପରାଧ ହତେୁ କୃଦ୍ଧ ହାଇେ ତାହାକୁ ଆଘାତ କଲୁଁ, ଆମ୍ଭେ ନିଜର ମୁଖ ଲୁଚାଇ କ୍ରୁଦ୍ଧ ହେଲୁ ; ତହିଁରେ ସେ ଅବାଧ୍ଯ ହାଇେ ଆପଣା ମନର ମାର୍ଗ ରେ ଚାଲିଲା।

ଯିଶାଇୟ 58:7

ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦବୋର ଓ ତୁମ୍ଭର ନିଜ ବଂଶୀଯ ଲୋକଠାରୁ ନିଜକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?'

ଯିଶାଇୟ 61:10

ମୁଁ ସଦାପ୍ରଭୁଙ୍କଠା ରେ ଅତିଶଯ ଆନନ୍ଦ କରିବି, ମାରେ ପ୍ରାଣ ମାରେ ପରମେଶ୍ବରଙ୍କଠା ରେ ଉଲ୍ଲସିତ ହବେ ; କାରଣ ବର ଯେପରି ଭୂଷଣ ରେ ନିଜକୁ ଭୂଷିତ କରେ ଓ କନ୍ଯା ଯେପରି ନିଜକୁ ରତ୍ନ ରେ ଭୂଷିତା କରେ ସହେିପରି ସେ ପରିତ୍ରାଣରୂପ ବସ୍ତ୍ର ରେ ମାେତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ର ରେ ମାେତେ ଆବୃତ କରିଅଛନ୍ତି।

ଲୂକଲିଖିତ ସୁସମାଚାର 5:29

ଲବେୀ ଯୀଶୁଙ୍କ ସମ୍ମାନାର୍ଥେ ନିଜ ଘ ରେ ଗୋଟିଏ ବଡ ଭୋଜି ଦେଲେ। ଅନକେ କର ଆଦାୟକାରୀ ଓ ଅନ୍ୟ କେତକେ ଲୋକ ମଧ୍ଯ ଯୀଶୁଙ୍କ ସହ ଏକତ୍ର ଭୋଜନ କରୁଥିଲେ।

ଲୂକଲିଖିତ ସୁସମାଚାର 15:22

କିନ୍ତୁ ବାପା ତାହାଙ୍କ ଚାକରମାନଙ୍କୁ ଡାକି କହିଲେ, ଶୀଘ୍ର ଯାଅ, ତା' ପାଇଁ ସବୁଠାରୁ ଭଲ ପୋଷାକପତ୍ର ଆଣ। ତା' ଆଙ୍ଗୁଠି ରେ ମୁଦିଟିଏ ପିନ୍ଧାଇ ଦିଅ। ପାଦ ରେ ଭଲ ଜୋତା ପିନ୍ଧାଇ ଦିଅ।

ଲୂକଲିଖିତ ସୁସମାଚାର 15:32

କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସି ହବୋ ଓ ଭୋଜି କରିବା ଉଚିତ।'

ଲୂକଲିଖିତ ସୁସମାଚାର 19:6

ତା'ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ଯନ୍ତ ଖୁସି ରେ ସେ ଯୀଶୁଙ୍କୁ ନିଜ ଘ ରେ ସ୍ବାଗତ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:46

ପ୍ରତିଦିନ ସମାନେେ ଏକାଠି ହାଇେ ଉପାସନା ମନ୍ଦିର ରେ ପରସ୍ପରକୁ ଭଟେୁଥିଲେ। ସେ ସମସ୍ତଙ୍କର ଲକ୍ଷ୍ଯ ଏକ ଥିଲା। ସମାନେେ ସମାନଙ୍କେ ଘ ରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟ ରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:39

ସମାନେେ ଦୁ ହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ନଇଗେଲେ। ନଫୁସକ ତାହାଙ୍କୁ ଆଉ ଦେଖିପାରିଲେ ନାହିଁ। ସେ ଖୁସି ରେ ତାହାଙ୍କ ବାଟରେ ଚ଼ାଲିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:14

ସେ ତୁମ୍ଭକୁ ଓ ତୁମ୍ଭ ଘ ରେ ରହୁଥିବା ଲୋକମାନଙ୍କୁ ବାକ୍ଯ କହିବେ, ଯାହା ଦ୍ବାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 16:27

କାରାଧ୍ଯକ୍ଷ ନିଦରୁ ଉଠି ବସିଲେ। କାରାଗାରର ଦୁଆର ଗୁଡ଼ିକ ଖାଲିେଥିବାର ଦେଖି, ସେ ନିଜକୁ ହତ୍ଯା କରିବା ଉଦ୍ଦେଶ୍ଯ ରେ ନିଜର ଖଣ୍ଡା ବାହାର କଲେ। ସେ ଭାବିଲେ ଯେ, ବନ୍ଦୀମାନେ ଖସି ପଳାଇ ଯାଇଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 5:2

ଏବେ ଆମ୍ଭେ ଏହି ଅନୁଗ୍ରହ ରେ ରହିଛୁ ଓ ଆମ୍ଭେ ପରମେଶ୍ବରଙ୍କ ଏହି ମହିମା ରେ ଭାଗୀଦର ହାଇେଥିବା ଆଶା ରେ ଆନନ୍ଦିତ।

ରୋମୀୟଙ୍କ ପ୍ରତି ପତ୍ର 5:11

ଆମ୍ଭେ ଯେ କବଳେ ରକ୍ଷା ପାଇବୁ ତା ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ଠା ରେ ମଧ୍ଯ ଅତ୍ଯଧିକ ଆନନ୍ଦିତ ହତେୁ କବଳେ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ବରଙ୍କ ମିତ୍ର ଅଟୁ।

ରୋମୀୟଙ୍କ ପ୍ରତି ପତ୍ର 15:13

ମୁଁ ସମସ୍ତ ଭରସା ସୋର୍ତ ପରମେଶ୍ବରଙ୍କ ଠା ରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ବାସ କାରଣରୁ ତୁମ୍ଭ ଜୀବନ ରେ ସମ୍ପୂର୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ର ଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନ ରେ ଝରିବ।

ଗାଲାତୀୟଙ୍କ ପ୍ରତି ପତ୍ର 5:22

ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:4

ପ୍ରଭୁଙ୍କଠା ରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କ ହେ, ଆନନ୍ଦ କର।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:17

ମୁଁ ତୁମ୍ଭ ଉପହାର ପାଇଁ ଲାଳାଯିତ ନୁହେଁ କିନ୍ତୁ ମୁଁ ଚା ହେଁ ଯେ, ଦବୋ ଦ୍ବାରା ଯେଉଁ ଲାଭ ମିଳେ, ତାହା ତୁମ୍ଭେ ପାଅ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:9

ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ ରମେଭାବ ବିଷୟ ରେ ତୁମ୍ଭମାନଙ୍କୁ ଲେଖିବାର ଆବଶ୍ଯକତା ନାହିଁ। ପରସ୍ପରକୁ ପ୍ ରମେ କରିବା ପାଇଁ ପରମେଶ୍ବର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି।

ଫିଲୀମୋନଙ୍କ ପ୍ରତି ପତ୍ର 1:7

ହେ ଭାଇ ପରମେଶ୍ବରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭେ ପ୍ ରମେଭାବ ଦଖାଇେଛ, ସମାନଙ୍କେୁ ତୁମ୍ଭେ ଖୁସି କରିଛ। ଏହା ମାେତେ ବହୁତ ଆନନ୍ଦ ଓ ଆଶ୍ବାସନା ଦଲୋ।

ଯାକୁବଙ୍କ ପତ୍ 2:14

ମାେ ଭାଇ ଓ ଭଉଣୀମାନେ !ଯଦି ଜଣେ କୁ ହେ, ଯେ, ସେ ଜଣେ ବିଶ୍ବାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା ହେଲେ ତାହାର ବିଶ୍ବାସ ମୂଲ୍ଯହୀନ। କ'ଣ ଏହି ଭଳି ବିଶ୍ବାସ ତାହାକୁ ରକ୍ଷା କରିପାରିବ ? ନା !

ପିତରଙ୍କ ପ୍ରଥମ ପତ୍ 1:6

ତେଣୁ ତୁମ୍ଭେ ଆନନ୍ଦିତ ହୁଅ। କିନ୍ତୁ ଏବେ ଅଳ୍ପ ସମୟ ପାଇଁ ଅନକେ ପ୍ରକାରର ସମସ୍ଯା ତୁମ୍ଭକୁ ଦୁଃଖୀ କରୁଥାଇପା ରେ।

ଯୋହନଙ୍କ ପ୍ରଥମ ପତ୍ର 3:18

ପ୍ରିୟ ପିଲାମାନେ, ଆମ୍ଭର ପ୍ ରମେ କବଳେ ଶବ୍ଦ ଓ କଥା ମଧିଅରେ ସୀମିତ ରହିବା ଉଚିତ ନୁହେଁ।

Interlinear

Choose Theme