ମୁଁ ମାେ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି। ଏବଂ ମୁଁ ତୁମ୍ଭର ନିଯମକୁ ପୁଣି ଫରେିଲି।
Cross references
ଯେତବେେଳେ ତୁମ୍ଭମାନେେ ବିପଦ ରେ ପଡିବ ଓ ଏହି ସମସ୍ତ ତୁମ୍ଭମାନଙ୍କର ଉପରେ ଘଟିବ ସେତବେେଳେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନିକଟକକ୍ସ୍ଟ ଫରେିବ ଓ ତାଙ୍କର ସମସ୍ତ ଅନକ୍ସ୍ଟଶାସନ ମାନିବ।
ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁଙ୍କର ଏହି ବାକ୍ଯ କୁହ, ମନୁଷ୍ଯ ପଡ଼ିଲେ କ'ଣ ଆଉ ଉେଠ ନାହିଁ ? ବିପଥରେ ଗଲେ କ'ଣ ଆଉ ଫେ ରେ ନାହିଁ ?
ମୁଁ ପ୍ରକୃତ ରେ ଇଫ୍ରଯିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ' ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶାସ୍ତି ଦଇେଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ଯପଶୁ ସଦୃଶ ଥିଲି। ମାେତେ ତୁମ୍ଭ ନିକଟକୁ ଫରେିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମାରେ ପରମେଶ୍ବର।
ଆମ୍ଭମାନେେ ନିଜ ନିଜ ପଥ ଅନୁସନ୍ଧାନ ଓ ପରୀକ୍ଷା କରିବା ଓ ସଦାପ୍ରଭୁଙ୍କ ନିକଟକୁ ଫରେିବା।
ସେ ତା'ର ମନ୍ଦ ଆଚରଣକୁ ବିବଚେନା କରେ ଏବଂ ଦୋଷ କରିବା ବନ୍ଦ କରେ, ଯାହା କରିବା ରେ ସେ ଅଭ୍ଯସ୍ତ ଥାଏ। ତବେେ ସେ ବଞ୍ଚିବ, ସେ ମୃତ୍ଯୁବରଣ କରିବ ନାହିଁ।
ତେଣୁ ହେ ଇଶ୍ରାୟେଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକର ଆଚାର ବ୍ଯବହାରାନୁସା ରେ ବିଚାର କରିବି। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି। ଆଉ ତୁମ୍ଭମାନେେ ଆମ୍ଭ ନିକଟକୁ ଫରେିଆସ ଓ ନଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହା ହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହବେ ନାହିଁ।
ଏବଂ ଯେତବେେଳେ ମୁଁ ଜଣେ ଦୁଷ୍ଟ ଲୋକକୁ କୁ ହେ, ତୁମ୍ଭେ ନିଶ୍ଚିତ ଭାବରେ ମରିବ, ଏବଂ ସେ ପାପରୁ ବିରତ ହୁଏ ଯାହା ଠିକ୍ ଓ ଯଥାର୍ଥ ତାହା କରେ,
ଯଦି ଜଣେ ଦୁଷ୍ଟ ଆପଣା ଦୁଷ୍ଟତାରୁ ଫରେି ନ୍ଯାଯ ଓ ଧର୍ମାଚରଣ କରେ ସେ ବଞ୍ଚିବ।
ନିଜର ବସ୍ତ୍ରକୁ ନଫୋପାଡି ହୃଦଯକୁ ଚିର। ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ। ସେ ଅତି ଦୟାଳୁ ଓ କରୁଣାମଯ। ସେ ହଠାତ୍ ରାଗନ୍ତି ନାହିଁ। ତାଙ୍କର ଅନନ୍ତ ପ୍ ରମେ ଅଛି। ସେ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି। ଯେଉଁ କଠାେର ଦଣ୍ତ ଦବୋକୁ ଯୋଜନା କରିଥିଲେ ହୁଏତ ତାହା ଦଇେ ନପାରନ୍ତି।
ବର୍ତ୍ତମାନ ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, 'କ'ଣ ଘଟୁଛି ଚିନ୍ତା କର।
ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ଯାହା କରୁଛ, ସେ ବିଷଯ ରେ ଚିନ୍ତା କର।
ଏବେ ସେ ପୁଝି ପାରିଲା ଯେ, ସେ ବହୁତ ମୂର୍ଖାମୀ କରିଛି। ସେ ଭାବିଲା, 'ମାେ ବାପାଙ୍କର ମୂଲିଆମାନଙ୍କର କେତେ ଖାଦ୍ୟ ବଳୁଛି। ଆଉ ମୁଁ ଏଠା ରେ ଭୋକରେ ମରୁଛି।
ମରିୟମ ଏ କଥା ଶୁଣି ଯୀଶୁଙ୍କ ପାଖକୁ ସଙ୍ଗେ ସଙ୍ଗେ ଆସିଲେ।
ମୁଁ ଭୟ କରୁଛି ଯେ ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ସେତବେେଳେ ତୁମ୍ଭମାନଙ୍କ ଆଗ ରେ ମାରେ ପରମେଶ୍ବର ମାେତେ ଲଜ୍ଜା ନ ଦିଅନ୍ତୁ। ଯେ ହତେୁ ତୁମ୍ଭମାନଙ୍କ ଭିତରୁ ଅନକେେ ପାପ କରିଥିବାରୁ, ମୁଁ ଦୁଃଖିତ ହବେି। କାରଣ ସହେି ଲୋକମାନେ ସମାନଙ୍କେର ପାପର ଜୀବନ ନିମନ୍ତେ ଦୁଃଖିତ ହାଇେ ନ ଥିବାରୁ, ଓ ଅନୁତାପ କରି ନ ଥିବାରୁ, ସମାନଙ୍କେର ୟୌନଗତ ପାପ କାରଣରୁ ଏବଂ ଲଜ୍ଜାଜନକ କାର୍ୟ୍ଯ କରୁ ଥିବାରୁ, ମାେତେ ଶାେକ କରିବାକୁ ପଡ଼ିବ।
ତୁମ୍ଭମାନେେ ବିଶ୍ବାସ ରେ ଜୀବନ କାଟୁଛ କି ନାହିଁ ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭମାନେେ ଜାର ଯେ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭମାନେେ ପରୀକ୍ଷା ରେ ବିଫଳ ହୁଅ, ତାହା ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ରହୁ ନାହାଁନ୍ତି ତାହା ଜାଣ।