Home Bibles ଲୂକଲିଖିତ ସୁସମାଚାର 19:45 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 19:45 · ଓଡ଼ିଆ ବାଇବେଲ

ଯୀଶୁ ମନ୍ଦିର ଭିତରକୁ ଗଲେ। ସେ ମନ୍ଦିର ପରିସର ଭିତ ରେ କିଣା ବିକା କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ।

Cross references

ଦିତୀୟ ବିବରଣ 14:25

ତବେେ ତୁମ୍ଭମାନେେ ସହେି ଶସ୍ଯସବୁକକ୍ସ୍ଟ ଟଙ୍କା ଆକାର ରେ ସହେି ଟଙ୍କା ବାନ୍ଧି ଆପଣା ହାତ ରେ ନଇେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ମନୋନୀତ ସ୍ଥାନକକ୍ସ୍ଟ ୟିବ।

ମାଥିଉଲିଖିତ ସୁସମାଚାର 21:12

ଯୀଶୁ ମନ୍ଦିର ପରିସର ରେ ପ୍ରବେଶ କଲେ। ସଠାେରେ କିଣା ଓ ବିକା କରୁଥିବା ଲୋକମାନଙ୍କୁ ଯୀଶୁ ବାହାରକୁ ଘଉଡ଼ଇେ ଦେଲେ। ସେ ମୁଦ୍ରା ବ୍ଯବସାଯୀଙ୍କ ମଜେ ଓ କାପ୍ତା ବ୍ଯବସାଯୀଙ୍କ ଆସନ ଓଲଟଇେ ଦେଲେ।

ମାର୍କଲିଖିତ ସୁସମାଚାର 11:15

ତା'ପରେ ସେ ୟିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ରେ ପ୍ରବେଶ କଲାମାତ୍ ରେ ସଠାେରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡି ଦବୋକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମଜେ ଓଲଟଇେ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସମାନଙ୍କେର ମଜେସବୁ ମଧ୍ଯ ସେ

ଯୋହନଲିଖିତ ସୁସମାଚାର 2:13

ସେତବେେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇେଆସୁଥିଲା। ତେଣୁ ଯୀଶୁ ୟିରୂଶାଲମକୁ ଗଲେ।

Interlinear

Choose Theme