Home Bibles ଦିତୀୟ ବିବରଣ 14:25 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 14:25 · ଓଡ଼ିଆ ବାଇବେଲ

ତବେେ ତୁମ୍ଭମାନେେ ସହେି ଶସ୍ଯସବୁକକ୍ସ୍ଟ ଟଙ୍କା ଆକାର ରେ ସହେି ଟଙ୍କା ବାନ୍ଧି ଆପଣା ହାତ ରେ ନଇେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ମନୋନୀତ ସ୍ଥାନକକ୍ସ୍ଟ ୟିବ।

Cross references

ମାର୍କଲିଖିତ ସୁସମାଚାର 11:15

ତା'ପରେ ସେ ୟିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ରେ ପ୍ରବେଶ କଲାମାତ୍ ରେ ସଠାେରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡି ଦବୋକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମଜେ ଓଲଟଇେ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସମାନଙ୍କେର ମଜେସବୁ ମଧ୍ଯ ସେ

ଲୂକଲିଖିତ ସୁସମାଚାର 19:45

ଯୀଶୁ ମନ୍ଦିର ଭିତରକୁ ଗଲେ। ସେ ମନ୍ଦିର ପରିସର ଭିତ ରେ କିଣା ବିକା କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ।

Interlinear

Choose Theme