Home Bibles ଲୂକଲିଖିତ ସୁସମାଚାର 19:1 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 19:1 · ଓଡ଼ିଆ ବାଇବେଲ

ଯୀଶୁ ଯିରୀହାେ ନଗର ଦଇେ ଯାଉଥିଲେ।

Cross references

ଯିହୋଶୂୟ 2:1

ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ଲୋକ ଆକାସିଆ ରେ ଛାଉଣୀ ସ୍ଥାପନ କଲେ। ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ପଠାଇଲେ, କୌଣସି ଲୋକ ଏକଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନ ରେ ପଠାଇ ଥିଲେ। ଯିହାଶୂେୟ ଦକ୍ସ୍ଟଇ ଜଣଙ୍କକ୍ସ୍ଟ କହିଲେ, ୟାଅ ବିଶଷେତଃ ଯିରୀହାେ ନଗର ନିରୀକ୍ଷଣ କର।

ଯିହୋଶୂୟ 6:1

ଯିରୀହାେ ସହର ବନ୍ଦ ଥିଲା ଓ ଜଗା ହାଇେଥିଲା। ସହେି ସହରର ଲୋକମାନେ ଭୟଭୀତ ହାଇେ ୟାଇଥିଲେ। କାରଣ ଇଶ୍ରାୟେଲର ଲୋକମାନେ ସହେି ସହରର ନିକଟରେ ଥିଲେ, କୌଣସି ଲୋକ ସହେି ସହରର ଭିତରକକ୍ସ୍ଟ ପଶକ୍ସ୍ଟ ନ ଥିଲେ କି କହେି ମଧ୍ଯ ସହର ଭିତରକ୍ସ୍ଟ ବାହାରକକ୍ସ୍ଟ ମଧ୍ଯ ଆସକ୍ସ୍ଟ ନ ଥିଲେ।

ପ୍ରଥମ ରାଜାବଳୀ 16:34

ତାଙ୍କ ସମୟରେ ବୈଥଲେୀର ହୀଯଲେ ଯିରୀହାେ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୂନର ପୁତ୍ର ଯିହାଶୂେୟଙ୍କ ଦ୍ବାରା ଯାହା କହିଥିଲେ ତାହା ହିଁ ଘଟିଲା। ଯେତବେେଳେ ସେ ନଗର ରେ ଭିତ୍ତିମୂଳ ସ୍ଥାପନ କଲେ ତାଙ୍କର ପ୍ରଥମପୁତ୍ର ଅବୀରାମ ମଲା ଓ ଯେତବେେଳେ ନଗରର ଫାଟକ ସ୍ଥାପିତ ହେଲା। ତାଙ୍କର ସାନ ପୁତ୍ର ସଗୂବର ମୃତ୍ଯୁ ହେଲା।

ଦିତୀୟ ରାଜାବଳୀ 2:18

ପୁଣି ସମାନେେ ଯିରୀହାେ ରେ ଇଲୀଶାୟ ନିକଟକୁ ୟାଇ କହିଲେ, ସମାନେେ ଏଲିଯଙ୍କୁ ପାଇଲେ ନାହିଁ। ଏଥି ରେ ଇଲୀଶାୟ କହିଲେ, ତୁମ୍ଭମାନଙ୍କୁ ନ ୟିବା ପାଇଁ ମୁଁ କହିଥିଲି।

ଲୂକଲିଖିତ ସୁସମାଚାର 18:35

ଯୀଶୁ ଯିରୀହାେ ନଗର ପାଖାପାଖି ହାଇେ ଆସିଲେ। ସେତବେେଳେ ରାସ୍ତା କଡ ରେ ଗୋଟିଏ ଅନ୍ଧ ବସିଥିଲା। ସହେି ଅନ୍ଧଟି ଭିକ ମାଗୁଥିଲା।

Interlinear

Choose Theme