ନା, ତୁମ୍ଭେ ତୁମ୍ଭର ଚାକରକୁ କହିବ, 'ମାେ ପାଇଁ କିଛି ଖାଇବାକୁ ପ୍ରସ୍ତୁତ କର। ମାେ ଖିଆପିଆ ସରିଲେ ତୁମ୍ଭମାନେେ ଖାଇବ ଓ ପିଇବ।'
Cross references
ଯୋଷଫେ ସମାନଙ୍କେ ସହିତ ବିନ୍ଯାମୀନକୁ ଦେଖିଲେ। ଯୋଷଫେ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, ସହେି ଲୋକମାନଙ୍କୁ ମାରେ ଗୃହକୁ ପାଛୋଟି ଆଣ। ଏବଂ ଏକ ପଶୁମାରି ତାହାକୁ ରାନ୍ଧ। ସହେି ଲୋକମାନେ ଆଜି ମାେ ସହିତ ମଧ୍ଯାନ୍ନ ଭୋଜନ କରିବେ।
ତା'ପରେ ଦାଉଦ ଉଠିଲେ, ଗା ଧୋଇଲେ, ତାଙ୍କର ପୋଷାକ ପରିବର୍ତ୍ତନ କରି ପୋଷାକ ପିନ୍ଧିଲେ ଏବଂ ସଦାପ୍ରଭୁଙ୍କର ମନ୍ଦିରକକ୍ସ୍ଟ ଉପାସନା ପାଇଁ ଗଲେ। ତା'ପରେ ଘରକକ୍ସ୍ଟ ୟାଇ ଖାଇବାକକ୍ସ୍ଟ ଖାଦ୍ୟ ମାଗିଲେ। ତାଙ୍କର ଦାସମାନେ ତାଙ୍କୁ ଯାହା ଖାଦ୍ୟ ଦେଲେ ଓ ସେ ତାହା ଖାଇଲେ।
ସହେି ଚାକରମାନେ ଧନ୍ଯ, ଯେଉଁମାନଙ୍କୁ ମାଲିକ ଫରେିଆସି ଦେଖିବେ ଯେ ସମାନେେ ଜାଗ୍ରତ ଅଛନ୍ତି ଓ ତାହାଙ୍କୁ ଅପେକ୍ଷା କରି ରହିଛନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ମାଲିକ ମଧ୍ଯ ସମାନଙ୍କେ ସବୋ ପାଇଁ ନିଜକୁ ପ୍ରସ୍ତୁତ କରିବେ। ସେ ସମାନଙ୍କେୁ ବସିବା ପାଇଁ କହିବେ ଓ ନିଜେ ଖାଦ୍ୟ ପରଶି ଦବେେ।