Home Bibles ଲୂକଲିଖିତ ସୁସମାଚାର 17:7 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 17:7 · ଓଡ଼ିଆ ବାଇବେଲ

ମନକରେ ତୁମ୍ଭମାନଙ୍କ ଭିତରୁ ଜଣକର ଚାକରଟିଏ ଅଛି। ସହେି ଚାକର ତୁମ୍ଭ ବିଲ ରେ କାମ କରିଆ ସେ। ସେ ତୁମ୍ଭ ବିଲ ରେ ହଳ କରି ଆସୁଛି କିମ୍ବା ମେଣ୍ଢାଙ୍କ ଯତ୍ନ ନଇେ ଆ ସେ। ସେ କାମରୁ ଫରେିବା ପରେ ତୁମ୍ଭେ ତାକୁ କ'ଣ କହିବ? ତୁମ୍ଭେ କ'ଣ କହିବ ଯେ, 'ଭିତରକୁ ଆସ ଓ ଖାଇବାକୁ ବସ?'

Cross references

ମାଥିଉଲିଖିତ ସୁସମାଚାର 12:11

ଯୀଶୁ କହିଲେ, ମନକରେ ତୁମ୍ଭର କାହାରି ଗୋଟିଏ ମଷେ ଅଛି ଓ ସହେି ମଷଠାରୁେ ବିଶ୍ରାମଦିବସ ରେ ଖାଲ ଭିତ ରେ ଖସି ପଡିଲା। ତୁମ୍ଭେ କ'ଣ ତାକୁ ଖାଲରୁ ବାହାର କରି ଆଣବ ନାହିଁ?

ଲୂକଲିଖିତ ସୁସମାଚାର 13:15

ପ୍ରଭୁ ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ କପଟୀ। ତୁମ୍ଭମାନେେ ପ୍ରତିଦିନ ଏପରିକି ବିଶ୍ରାମବାର ରେ ମଧ୍ଯ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖାଲିେ ପାଣି ପିଆଇଥାଅ।

ଲୂକଲିଖିତ ସୁସମାଚାର 14:5

ଯୀଶୁ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ କହିଲେ, ଯଦି ବାଶ୍ରାମବାର ରେ ତୁମ୍ଭମାନଙ୍କ ପୁଅ କିମ୍ବା ତୁମ୍ଭମାନଙ୍କ ବଳଦଟି କୂଅ ଭିତ ରେ ଖସିପଡେ, ତବେେ ତୁମ୍ଭମାନେେ କ'ଣ ତାକୁ ସଙ୍ଗେସଙ୍ଗେ ବାହାରକୁ ଟାଣି ଆଣିବ ନାହିଁ?

Interlinear

Choose Theme