ତା'ପରେ ଦାଉଦ ଉଠିଲେ, ଗା ଧୋଇଲେ, ତାଙ୍କର ପୋଷାକ ପରିବର୍ତ୍ତନ କରି ପୋଷାକ ପିନ୍ଧିଲେ ଏବଂ ସଦାପ୍ରଭୁଙ୍କର ମନ୍ଦିରକକ୍ସ୍ଟ ଉପାସନା ପାଇଁ ଗଲେ। ତା'ପରେ ଘରକକ୍ସ୍ଟ ୟାଇ ଖାଇବାକକ୍ସ୍ଟ ଖାଦ୍ୟ ମାଗିଲେ। ତାଙ୍କର ଦାସମାନେ ତାଙ୍କୁ ଯାହା ଖାଦ୍ୟ ଦେଲେ ଓ ସେ ତାହା ଖାଇଲେ।
Cross references
ତୁମ୍ଭେ ସ୍ନାନ କରି ସକ୍ସ୍ଟନ୍ଦର ପୋଷାକ ପିନ୍ଧି ସହେି ଖଳାକକ୍ସ୍ଟ ୟାଅ। ମାତ୍ର ସହେି ମନକ୍ସ୍ଟଷ୍ଯ ଭୋଜନ ପାନ ନସାରିବା ପର୍ୟ୍ଯନ୍ତ ତାକକ୍ସ୍ଟ ଆପଣାର ପରିଚଯ ଦିଅନାହିଁ।
ବର୍ତ୍ତମାନ ମୁ ମାେ ପାପ କ୍ଷମା କରିବାକୁ ଅନକ୍ସ୍ଟ ରୋଧ କରୁଛି, ଓ ମୁ ଯମେନ୍ତ ସଦାପ୍ରଭୁଙ୍କୁ ଉପାସନା କରିପା ରେ ଏଥିପାଇଁ ମାେ ସାଙ୍ଗ ରେ ଫରେିଆସ।
ଶାମକ୍ସ୍ଟଯଲେ ଶାଉଲଙ୍କ ସହିତ ପରେିଯାନ୍ତେ ଶାଉଲ ସଦାପ୍ରଭୁଙ୍କୁ ଉପାସନା କଲେ।
ଦାଉଦ ପବିତ୍ର ସିନ୍ଦକ୍ସ୍ଟକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ସହେି ତମ୍ବୁ ମଧିଅରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
ଦାଉଦ କହିଲା, ସଦାପ୍ରଭୁ ମାରେ ପ୍ରଭକ୍ସ୍ଟ, କାହିଁକି ମୁ ତକ୍ସ୍ଟମ୍ଭ ପକ୍ଷ ରେ ଏତେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ? କାହିଁକି ମାରେପରିବାର ଏତେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ? କାହିଁକି ମାେତେ ଏତେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ କରିଛ?
ଆୟୁବ ଯେତବେେଳେ ଏସବୁ ଶୁଣିଲା ସେ ନିଜର ପୋଷାକପତ୍ର ଚିରି ଦଲୋ ଏବଂ ଦୁଃଖ ଓ ଗ୍ଲାନି ରେ ଲଣ୍ଡା ହାଇପେଡ଼ିଲା। ତା'ପରେ ଆୟୁବ ଭୂମିରେ ବସି ପଡ଼ି ପରମେଶ୍ବରଙ୍କୁ ଉପାସନା କରିବାକୁ ଲାଗିଲା।
ଆୟୁବ ତା'ର ପତ୍ନୀକୁ ଉତ୍ତର ଦଲୋ, ତୁମ୍ଭେ ଜଣେ ମୂର୍ଖ ସ୍ତ୍ରୀ ଭଳି କଥା କହୁଛ। ପରମେଶ୍ବର ଆମ୍ଭକୁ ସବୁକିଛି ଭଲ ଜିନିଷ ଦଇେଛନ୍ତି, ଆମ୍ଭେ ତାକୁ ଗ୍ରହଣ କରିଅଛୁ। ସହେିଭଳି ଆମ୍ଭେ ମଧ୍ଯ ସେ ଦେଉଥିବା କଷ୍ଟକୁ ଗ୍ରହଣ କରିବା ଉଚିତ୍। ଯଦିଓ ଏହାସବୁ ଘଟିଲା ଆୟୁବ ତା' ଓଷ୍ଠ ରେ ପାପ କଲା ନାହିଁ।
ମୁଁ ମାରେ ପାଟି ଖାଲିେ ନାହିଁ। ମୁଁ କିଛି କହି ନାହିଁ। ହେ ସଦାପ୍ରଭୁ ତୁମ୍ଭେ ୟାହା କରିବା କଥା ତାହା କରିଛ।
ତୁମ୍ଭର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମ୍ଭ ମସ୍ତକରେ ତୈଳର ଅଭାବ ନ ହେଉ।
ଯେ ପର୍ୟ୍ଯନ୍ତ ସେ ବଞ୍ଚିଛି ତା'ର ପାପର ଦଣ୍ଡ ବିଧାନ ପାଇଁ କାହିଁକି ଆପତ୍ତି କରିବ?
ତେଣୁ ତୁମ୍ଭେ ଉପବାସ କଲା ବେଳେ ମୁଣ୍ଡ ରେ ତଲେ ଲଗାଇ ବାଳ ସଜାଡ ଓ ମୁହଁ ଧୁଅ।