Home Bibles ଲୂକଲିଖିତ ସୁସମାଚାର 13:15 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 13:15 · ଓଡ଼ିଆ ବାଇବେଲ

ପ୍ରଭୁ ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ କପଟୀ। ତୁମ୍ଭମାନେେ ପ୍ରତିଦିନ ଏପରିକି ବିଶ୍ରାମବାର ରେ ମଧ୍ଯ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖାଲିେ ପାଣି ପିଆଇଥାଅ।

Cross references

ଆୟୁବ ପୁସ୍ତକ 34:30

ଯଦି ଜଣେ ଶାସକ ଲୋକଙ୍କ ପାପର କାରଣ ହୁଅନ୍ତି, ତା' ହେଲେ ପରମେଶ୍ବର ସହେି ବ୍ଯକ୍ତିକୁ ଶାସନ ଗାଦିରୁ ହଟାଇ ଦିଅନ୍ତି।

ହିତୋପଦେଶ 11:9

ଜଣେ ଦୁଷ୍ଟ ମନୁଷ୍ଯ ତା'ର କୁବାକ୍ଯଗୁଡ଼ିକରେ ତା'ର କୁମୁଖ ରେ ପ୍ରତିବେଶୀକୁ ନାଶ କରେ। କିନ୍ତୁ ଧାର୍ମିକ ଲୋକମାନେ ସମାନଙ୍କେର ଜ୍ଞାନର ସହିତ ସମାନଙ୍କେୁ ରକ୍ଷା କରନ୍ତି।

ଯିଶାଇୟ 29:20

ନିଷ୍ଠୁର ଲୋକ ଦଣ୍ଡ ଭୋଗିବେ। ନିନ୍ଦୁକମାନେ ଶାନ୍ତ ହାଇେଛନ୍ତି ଓ ଅଧର୍ମକାର୍ୟ୍ଯ କରୁଥିବା ବ୍ଯକ୍ତି ଧ୍ବଂସ ହାଇେଛନ୍ତି।

ମାଥିଉଲିଖିତ ସୁସମାଚାର 7:5

ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର। ତା' ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତାପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢି ଆଣି ପାରିବ।

ମାଥିଉଲିଖିତ ସୁସମାଚାର 15:7

ତୁମ୍ଭେ ସବୁ କପଟୀ। ୟିଶାଇୟ ତୁମ୍ଭମାନଙ୍କ ବିଷୟ ରେ ଠିକ୍ ଭାବରେ ଏହି ଭବିଷ୍ଯଦ୍ବାଣୀ କହିଥିଲେ।

ମାଥିଉଲିଖିତ ସୁସମାଚାର 15:14

ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।

ମାଥିଉଲିଖିତ ସୁସମାଚାର 23:13

ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।

ମାଥିଉଲିଖିତ ସୁସମାଚାର 23:28

ଠିକ୍ ସହେିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦଖାେ ଯାଉଛ, କିନ୍ତୁ ଭିତ ରେ ତୁମ୍ଭେ ଛନ୍ଦ କପଟ ଓ ଖରାପ ଗୁଣ ରେ ପରିପୂର୍ଣ୍ଣ।

ଲୂକଲିଖିତ ସୁସମାଚାର 6:42

ତୁମ୍ଭେ ଯେତବେେଳେ ନିଜ ଆଖି ରେ ପଡିଥିବା ବଡ କାଠ ଖଣ୍ଡିକ ଦେଖି ପାରୁନାହିଁ, ସେତବେେଳେ ନିଜ ଭାଇକୁ କିପରି କହି ପାରିବ: 'ଭାଇ, ଆସ ତୁମ୍ଭ ଆଖି ରେ ପଡିଥିବା େଛାଟ ଗୁଣ୍ଡଟି ବାହାର କରି ଦବେି'। ଆ ରେ କପଟୀ! ଆଗ ନିଜ ଆଖି ରେ ପଡିଥିବା କାଠ ଗୁଣ୍ଡଟି ବାହାର କରିଦିଅ, ତାହାହେଲେ ତୁମ୍ଭେ ସ୍ପଷ୍ଟ ଦେଖିପାରିବ ଓ ଭାଇର ଆଖି ରେ ପଡିଥିବା େଛାଟ ଗୁଣ୍ଡଟି ବାହାର କରି ପାରିବ।

ଲୂକଲିଖିତ ସୁସମାଚାର 12:1

ହଜାର ହଜାର ଲୋକ ଆସି ଜମା ହାଇଗେଲେ। ଲୋକେ ଜଣେ ଜଣକୁ ମାଡି ପକାଉ ଥିଲେ। ଲୋକମାନଙ୍କୁ କହିବା ପୂର୍ବରୁ ଯୀଶୁ ପ୍ରଥମେ ନିଜ ଶିଷ୍ଯମାନଙ୍କୁ କହିଲେ, ଫାରୂଶୀମାନଙ୍କ ଖମୀରଠାରୁ ଦୂର ରେ ରୁହ। ମାେ କହିବାର ଅଭିପ୍ରାୟ ହେଉଛି ଯେ, ସମାନେେ କପଟୀ।

ଲୂକଲିଖିତ ସୁସମାଚାର 14:5

ଯୀଶୁ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ କହିଲେ, ଯଦି ବାଶ୍ରାମବାର ରେ ତୁମ୍ଭମାନଙ୍କ ପୁଅ କିମ୍ବା ତୁମ୍ଭମାନଙ୍କ ବଳଦଟି କୂଅ ଭିତ ରେ ଖସିପଡେ, ତବେେ ତୁମ୍ଭମାନେେ କ'ଣ ତାକୁ ସଙ୍ଗେସଙ୍ଗେ ବାହାରକୁ ଟାଣି ଆଣିବ ନାହିଁ?

ଯୋହନଲିଖିତ ସୁସମାଚାର 7:21

ଯୀଶୁ ସମାନଙ୍କେୁ କହିଲେ, ମୁଁ ଗୋଟିଏ ଆଶ୍ଚର୍ୟ୍ଯକାର୍ୟ୍ଯ କଲି, ଏବଂ ତୁମ୍ଭେ ସମସ୍ତେ ଆଶ୍ଚର୍ୟ୍ଯ ହାଇେଥିଲ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:20

ପିତର ତାହାକୁ କହିଲେ, ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହାଇଯୋଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ବରଙ୍କ ଦାନ ଟଙ୍କା ରେ କିଣି ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:9

ତେଣୁ ପାଉଲ ନାମ ରେ ପରିଚ଼ିତ ଶାଉଲ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇେ ଅଲ୍ଲୀମା ଯାଦୁକରକୁ କଠାେର ଦୃଷ୍ଟି ରେ ଚ଼ାହିଁ ତାହାକୁ କହିଲେ, ଆ ରେ ଶୟତାନର ପୁତ୍ର! ତୁମ୍ଭେ ସମସ୍ତ ପ୍ରକାର ସଠିକ୍ କାର୍ୟ୍ଯର ଶତୃ!

Interlinear

Choose Theme