Home Bibles ☰ Books ଲୂକଲିଖିତ ସୁସମାଚାର 17:23 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 17:23 · ଓଡ଼ିଆ ବାଇବେଲ

ଲୋକମାନେ ତୁମ୍ଭମାନଙ୍କୁ କହିବେ, ' ଦେଖ ତାହା ସଠାେରେ!' ' ଦେଖ, ତାହା ଏଠା ରେ! କିନ୍ତୁ ତୁମ୍ଭମାନେେ ଯେଉଁଠି ଅଛ ସହେିଠା ରେ ରୁହ। ବାହାରକୁ ଯାଇ ଖାଜେ ନାହିଁ।

Cross references

ମାଥିଉଲିଖିତ ସୁସମାଚାର 24:23

ସହେି ସମୟରେ କେତକେ ଲୋକ ତୁମ୍ଭକୁ କହିପାରନ୍ତି ' ଦେଖ, ଖ୍ରୀଷ୍ଟ ଏଠା ରେ ଅଛନ୍ତି' କି 'ଖ୍ରୀଷ୍ଟ ସଠାେରେ ଅଛନ୍ତି।' କିନ୍ତୁ ସମାନଙ୍କେୁ ବିଶ୍ବାସ କରିବ ନାହିଁ।

ମାର୍କଲିଖିତ ସୁସମାଚାର 13:21

ସହେି ଦିନମାନଙ୍କ ରେ କେତକେ ଲୋକ ତୁମ୍ଭମାନଙ୍କୁ କହି ପାରନ୍ତି ଯେ, ' ଦେଖ ଏଠା ରେ ଯୀଶୁ ଅଛନ୍ତି'କିମ୍ବା ' ଦେଖ ସଠାେରେ ସେ ଅଛନ୍ତି'ା ତୁମ୍ଭେ କିନ୍ତୁ ସମାନଙ୍କେୁ ବିଶ୍ବାସ କରିବ ନାହିଁ।

ଲୂକଲିଖିତ ସୁସମାଚାର 17:21

ଲୋକମାନେ କହିବେ ନାହିଁ ଯେ, ' ହଇେ ଦେଖ, ପରମେଶ୍ବରଙ୍କ ରାଜ୍ଯ ଏଠା ରେ ଅଛି କିମ୍ବା ସଠାେରେ ଅଛି। ନା, ପରମେଶ୍ବରଙ୍କ ରାଜ୍ଯ ତୁମ୍ଭମାନଙ୍କ ନିଜ ଭିତ ରେ ଅଛି।'

ଲୂକଲିଖିତ ସୁସମାଚାର 21:8

ଯୀଶୁ କହିଲେ, ସାବଧାନ! ଭ୍ରାନ୍ତହୁଅ ନାହିଁ। ମାେ ନାମ ବ୍ଯବହାର କରି ଅନକେ ଲୋକ ଆସିବେ। ସମାନେେ କହିବେ, 'ମୁଁ ଖ୍ରୀଷ୍ଟ' ଏବଂ 'ଉପୟୁକ୍ତ ସମୟ ଆସିଯାଇଛି।' କିନ୍ତୁ ତୁମ୍ଭମାନେେ ସମାନଙ୍କେୁ ଅନୁସରଣ କରିବନାହିଁ।

Interlinear

Choose Theme