Home Bibles ମାଥିଉଲିଖିତ ସୁସମାଚାର 24:23 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 24:23 · ଓଡ଼ିଆ ବାଇବେଲ

ସହେି ସମୟରେ କେତକେ ଲୋକ ତୁମ୍ଭକୁ କହିପାରନ୍ତି ' ଦେଖ, ଖ୍ରୀଷ୍ଟ ଏଠା ରେ ଅଛନ୍ତି' କି 'ଖ୍ରୀଷ୍ଟ ସଠାେରେ ଅଛନ୍ତି।' କିନ୍ତୁ ସମାନଙ୍କେୁ ବିଶ୍ବାସ କରିବ ନାହିଁ।

Cross references

ଦିତୀୟ ବିବରଣ 13:1

ଯଦି କୌଣସି ଭବିଷ୍ଯଦ୍ବକ୍ତା ଅବା କୌଣସି ସ୍ବପ୍ନଦର୍ଶକ ତୁମ୍ଭମାନଙ୍କୁ କୌଣସି ଆଶ୍ଚର୍ୟ୍ଯ କର୍ମମାନ ଦଖାେଏ ବା କୌଣସି ଚିହ୍ନ ଦଖାେଏ,

ମାର୍କଲିଖିତ ସୁସମାଚାର 13:21

ସହେି ଦିନମାନଙ୍କ ରେ କେତକେ ଲୋକ ତୁମ୍ଭମାନଙ୍କୁ କହି ପାରନ୍ତି ଯେ, ' ଦେଖ ଏଠା ରେ ଯୀଶୁ ଅଛନ୍ତି'କିମ୍ବା ' ଦେଖ ସଠାେରେ ସେ ଅଛନ୍ତି'ା ତୁମ୍ଭେ କିନ୍ତୁ ସମାନଙ୍କେୁ ବିଶ୍ବାସ କରିବ ନାହିଁ।

ଲୂକଲିଖିତ ସୁସମାଚାର 17:23

ଲୋକମାନେ ତୁମ୍ଭମାନଙ୍କୁ କହିବେ, ' ଦେଖ ତାହା ସଠାେରେ!' ' ଦେଖ, ତାହା ଏଠା ରେ! କିନ୍ତୁ ତୁମ୍ଭମାନେେ ଯେଉଁଠି ଅଛ ସହେିଠା ରେ ରୁହ। ବାହାରକୁ ଯାଇ ଖାଜେ ନାହିଁ।

ଲୂକଲିଖିତ ସୁସମାଚାର 21:8

ଯୀଶୁ କହିଲେ, ସାବଧାନ! ଭ୍ରାନ୍ତହୁଅ ନାହିଁ। ମାେ ନାମ ବ୍ଯବହାର କରି ଅନକେ ଲୋକ ଆସିବେ। ସମାନେେ କହିବେ, 'ମୁଁ ଖ୍ରୀଷ୍ଟ' ଏବଂ 'ଉପୟୁକ୍ତ ସମୟ ଆସିଯାଇଛି।' କିନ୍ତୁ ତୁମ୍ଭମାନେେ ସମାନଙ୍କେୁ ଅନୁସରଣ କରିବନାହିଁ।

ଯୋହନଲିଖିତ ସୁସମାଚାର 5:43

ମୁଁ ମାରେପରମପିତାଙ୍କଠାରୁ ଆସିଛି। ମୁଁ ତାହାଙ୍କ ପାଇଁ କଥା କ ହେ। କିନ୍ତୁ ତୁମ୍ଭମାନେେ ମାେତେ ଗ୍ରହଣ କରୁ ନାହଁ। କିନ୍ତୁ ଯେତବେେଳେ ଅନ୍ୟ କିଏ ଆସି କବଳେ ତା ନିଜ ବିଷୟ ରେ କହିବ ସେତବେେଳେ ତୁମ୍ଭେ ତାକୁ ଗ୍ରହଣ କରିବ।

Interlinear

Choose Theme