Home Bibles ଲୂକଲିଖିତ ସୁସମାଚାର 17:22 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 17:22 · ଓଡ଼ିଆ ବାଇବେଲ

ତା'ପରେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଦିନ ଆସିବ, ଯେତବେେଳେ ତୁମ୍ଭମାନେେ ମନୁଷ୍ଯପୁତ୍ରଙ୍କ ଦିନଗୁଡିକ ମାନଙ୍କ ଭତରୁ ଦିନଟିଏ ଦେଖିବାକୁ ବହୂତ ଇଚ୍ଛା କରିବ। କିନ୍ତୁ ତୁମ୍ଭମାନେେ ତାହା ଦେଖି ପାରିବ ନାହିଁ।

Cross references

ମାଥିଉଲିଖିତ ସୁସମାଚାର 9:15

ଯୀଶୁ ସମାନଙ୍କେୁ କହିଲେ, ବର ଯେପର୍ୟ୍ଯନ୍େତ ବରଯାତ୍ରୀମାନଙ୍କ ସହିତ ଥିବ, ସେ ପର୍ୟ୍ଯନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡଇେ ନିଆୟିବ। ସେତବେେଳେ ବରଯାତ୍ରୀମାନେ ଦୁଃଖୀ ହବେେ। ତାପରେ ସମାନେେ ଉପବାସ କରିବେ।

ମାର୍କଲିଖିତ ସୁସମାଚାର 2:20

କିନ୍ତୁ ସମୟ ଆସିବ, ବରଙ୍କୁ ସମାନଙ୍କେଠାରୁ ଦୂ ରଇେ ନିଆୟିବ। ସେତବେେଳେ ସମାନେେ (ବର ଯାତ୍ରୀମାନେ) ଉପବାସ କରିବେ।

ଲୂକଲିଖିତ ସୁସମାଚାର 5:35

କିନ୍ତୁ ସମୟ ଆସିବ, ଯେତବେେଳେ ସମାନଙ୍କେ ପାଖରୁ ବରକୁ ଛଡାଇ ନିଆୟିବ। ସେତବେେଳେ ସମାନେେ ଉପବାସ କରିବେ।

ଲୂକଲିଖିତ ସୁସମାଚାର 13:35

ବର୍ତ୍ତମାନ ତୁମ୍ଭମାନଙ୍କ ଘର ପୂରାପୂରି ଖାଲି ଛାଡି ଦିଆୟିବ। ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ସମୟ ପର୍ୟ୍ଯନ୍ତ ତୁମ୍ଭମାନେେ ଏହି କଥା ନକହିବ, 'ପ୍ରଭୁଙ୍କ ନାମ ରେ ଯେଉଁ ବ୍ଯକ୍ତି ଆସନ୍ତି, ପରମେଶ୍ବର ତାହାଙ୍କୁ ଆଶୀର୍ବାଦ କରନ୍ତୁ' , ' ସହେି ସମୟ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ପୁନର୍ବାର ଦେଖି ପାରିବ ନାହିଁ।'

ଯୋହନଲିଖିତ ସୁସମାଚାର 7:33

ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭ ସହିତ ଆଉ ଅଳ୍ପ ସମୟ ରହିବି। ମାେତେ ୟିଏ ପଠାଇଛନ୍ତି ମୁଁ ତାହାଙ୍କ ନିକଟକୁ ଫରେିୟିବି।

ଯୋହନଲିଖିତ ସୁସମାଚାର 8:21

ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ, ମୁଁ ତୁମ୍ଭକୁ ଛାଡି ଚାଲିୟିବି। ତୁମ୍ଭେ ମାେତେ ଖାଜେିବ। କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି, ତୁମ୍ଭେ ସଠାେକୁ ଯାଇପାରିବ ନାହିଁ।

ଯୋହନଲିଖିତ ସୁସମାଚାର 12:35

ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।

ଯୋହନଲିଖିତ ସୁସମାଚାର 13:33

ଯୀଶୁ କହିଲେ, ମାରେ ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମାେତେ ଖାଜେିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସଠାେକୁ ଆସିପାରିବ ନାହିଁ।

ଯୋହନଲିଖିତ ସୁସମାଚାର 16:5

ବର୍ତ୍ତମାନ ମୁଁ ମାରେ ପ୍ ରରଣକେର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ଯରୁ ମାେତେ କହେି ପଚାରୁନାହଁ, ତୁମ୍ଭେ କେଉଁଆଡେ ଯାଉଛ?

ଯୋହନଲିଖିତ ସୁସମାଚାର 16:16

ତୁମ୍ଭେ ମାେତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ। ତା'ପରେ ଆଉ ଅଳ୍ପ ସମୟ ଉତ୍ତା ରେ ତୁମ୍ଭମାନେେ ମାେତେ ପୁଣି ଦେଖିବ।

ଯୋହନଲିଖିତ ସୁସମାଚାର 17:11

ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତ ରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତ ରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସମାନଙ୍କେୁ ନିରାପଦ ରେ ରଖ। ତୁମ୍ଭ ନାମର ଶକ୍ତି ଦ୍ବାରା ସମାନଙ୍କେୁ ନିରାପଦ ରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସମାନେେ ସହେିପରି ଏକ ହାଇେ ପାରିବେ।

Interlinear

Choose Theme