Home Bibles ଲୂକଲିଖିତ ସୁସମାଚାର 15:25 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 15:25 · ଓଡ଼ିଆ ବାଇବେଲ

ଏହି ସମୟରେ ଲୋକଟିର ବଡ ପୁଅ କ୍ଷତେ ରେ ଥିଲା। ଫରେିଲା ବେଳେ, ଘର ପାଖାପାଖି ପହଞ୍ଚିବା ବଳକେୁ ସେ ନାଚଗୀତର ଶବ୍ଦ ଶୁଣିଲା।

Cross references

ଯାତ୍ରା ପୁସ୍ତକ 15:20

ଏହାପରେ ହାରୋଣର ଭଉଣୀ, ଭବିଷ୍ଯଦ୍ବକ୍ତୀ ମରିଯମ ଦ୍ବାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିଯମ ସମାନଙ୍କେୁ ଗାଇବା ରେ ଅନୁସରଣ କଲେ।

ଦିତୀୟ ଶାମୁୟେଲ 6:14

ଦାଉଦ ଏକ ଶକ୍ସ୍ଟକ୍କ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ତାଙ୍କର ସମସ୍ତ ସାମର୍ଥ୍ଯ ସହ ନାଚକ୍ସ୍ଟଥିଲେ।

ଗୀତସଂହିତା 30:11

ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ତୁମ୍ଭେ ମାେତେ ସାହାୟ୍ଯ କଲ। ତୁମ୍ଭେ ମାରେ କ୍ରନ୍ଦନକୁ ନୃତ୍ଯରେ ପରିଣତ କଲ। ତୁମ୍ଭେ ମାରେ ଦୁଃଖର ପୋଷାକ ସବୁକୁ କାଢ଼ି ନଲେ ଓ ମାେତେ ସୁଖରେ ଆଚ୍ଛାଦିତ କରିଲ।

ଗୀତସଂହିତା 126:1

ଯେତବେେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି। ଏହା ଏକ ସ୍ବପ୍ନ ତୁଲ୍ଯ ଥିଲା।

ଗୀତସଂହିତା 149:3

ସହେି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ, ଦାରା ଓ ବୀଣା ବାଦନ କରି।

ଗୀତସଂହିତା 150:4

ଦାରା ବାଦ୍ଯ ଓ ନୃତ୍ଯଦ୍ବାରା ପରମେଶ୍ବର ପ୍ରଶଂସା କର। ତାରୟୁକ୍ତ ୟନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।

ଉପଦେଶକ 3:4

କାନ୍ଦିବା ପାଇଁ ଏକ ସମୟ ଅଛି ଓ ହସିବା ପାଇଁ ମଧ୍ଯ ଏକ ସମୟ ଅଛି। ବିଳାପ ପାଇଁ ସମୟ ଅଛି ଓ ଖୁସି ରେ ନୃତ୍ଯ କରିବାର ପାଇଁ ମଧ୍ଯ ସମୟ ଅଛି।

ଯିରିମିୟ 31:4

ହେ ଇଶ୍ରାୟେଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା। ତୁମ୍ଭେ ପୁନର୍ବାର ଏକ ଦେଶ ହବେ। ତୁମ୍ଭେ ପୁଣି ଆପଣା ତବଲା ରେ ବିଭୂଷିତା ହାଇେ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ଯ କରି ଗମନ କରିବ।

ଲୂକଲିଖିତ ସୁସମାଚାର 7:32

ସମାନେେ ବଜାର ରେ, ବସିଥିବା ସହେି ପିଲାମାନଙ୍କ ଭଳି, ଯେଉଁମାନଙ୍କ ଭିତରୁ ଦଳେ ଅନ୍ୟ ଦଳକୁ କହନ୍ତି:

ଲୂକଲିଖିତ ସୁସମାଚାର 15:11

ଯୀଶୁ କହିଲେ, ଜଣେ ଲୋକର ଦୁଇ ପୁଅ ଥିଲେ।

Interlinear

Choose Theme