ଦାଉଦ ଏକ ଶକ୍ସ୍ଟକ୍କ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ତାଙ୍କର ସମସ୍ତ ସାମର୍ଥ୍ଯ ସହ ନାଚକ୍ସ୍ଟଥିଲେ।
Cross references
ଏହାପରେ ହାରୋଣର ଭଉଣୀ, ଭବିଷ୍ଯଦ୍ବକ୍ତୀ ମରିଯମ ଦ୍ବାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିଯମ ସମାନଙ୍କେୁ ଗାଇବା ରେ ଅନୁସରଣ କଲେ।
ମାେ ପାଇଁ ତୁମ୍ଭମାନେେ ଯାଜକମାନଙ୍କର ଏକ ରାଜ୍ଯ ଏବଂ ପବିତ୍ର ରାଷ୍ଟ୍ର ହବେ।' ମାଶାେ, ଏହି ସମସ୍ତ କଥା ତୁମ୍ଭେ ଇଶ୍ରାୟେଲୀୟମାନଙ୍କୁ କୁହ।
ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ପ୍ ରମେ କରିବ।
ୟିଲ୍ଗହ ମିସ୍ପୀକକ୍ସ୍ଟ ଗଲେ, ସେ ତାଙ୍କ ଘ ରେ ପହଞ୍ଚିବା ମାତ୍ ରେ ତାଙ୍କର ଝିଅ ତାଙ୍କୁ ଦେଖିବାକକ୍ସ୍ଟ ପ୍ରଥମେ ବାହାରି ଆସିଲା। ତାଙ୍କର ଝିଅ ଦାରାଦଇେ ନାଚି ନାଚି କରି ଆସିଥିଲା। ସେ ଥିଲା ୟିଲ୍ଗହଙ୍କର ଏକମାତ୍ର ଅଲିଅଳି କନ୍ଯା। ଯାହାଙ୍କକ୍ସ୍ଟ ସେ ଅତ୍ଯନ୍ତ ଭଲ ପାଉଥିଲେ। ୟିଲ୍ଗହଙ୍କର ଏହି ଝିଅ ବ୍ଯତୀତ ଆଉ କୌଣସି ପକ୍ସ୍ଟଅଝିଅ ନ ଥିଲେ।
ଆଉ ଯବେେ ବେଳେ ଶୀଲୋର କନ୍ଯାମାନେ ଭୋଜି ମଧିଅରେ ନିଚିବା ପାଇଁ ବାହାର ହାଇେ ଆସିବେ ତୁମ୍ଭମାନେେ ଦ୍ରାକ୍ଷାକ୍ଷେତ୍ରରକ୍ସ୍ଟ ବାହାରି ପ୍ରେତ୍ୟକକ ନିଜ ନିଜ ପାଇଁ ଶୀଲୋ କନ୍ଯାଗଣ ମଧ୍ଯରକ୍ସ୍ଟ ପ୍ରେତ୍ୟକକ ଜଣଙ୍କକ୍ସ୍ଟ ଧରି ବିନ୍ଯାମୀନ ଦେଶକକ୍ସ୍ଟ ଗ୍ଭଲିୟାଅ।
ସେ ସମୟରେ ବାଳକ ଶାମକ୍ସ୍ଟଯଲେ ଶକ୍ସ୍ଟକ୍ଲ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପରିଚର୍ୟ୍ଯା କଲେ।
ଇଶ୍ରାୟେଲର ଗୋଷ୍ଠୀମାନଙ୍କ ମଧ୍ଯରକ୍ସ୍ଟ ତୁମ୍ଭର ପରିବାରବର୍ଗକକ୍ସ୍ଟ ମାରେ ଯାଜକ ହାଇେ ସବୋ କରିବାକୁ, ଏଫୋଦ ପରିଧାନ କରିବାକୁ ଓ ୟଜ୍ଞବଦେୀ ରେ ଧୂପ ଜଳାଇବାକକ୍ସ୍ଟ ମୁ ମନୋନୀତ କରିଅଛି। ଆହକ୍ସ୍ଟରି ମଧ୍ଯ ମୁ ତୁମ୍ଭକୁ ଏକ ନିଯମ ଦଲେି ଯେ, ମାେ ପାଇଁ ଇଶ୍ରାୟେଲର ଲୋକମାନେ ଉତ୍ସର୍ଗ କରୁଥିବା ମାଂସ ଓ ଅନ୍ୟ ସାମଗ୍ରି ତକ୍ସ୍ଟମ୍ଭ ପରିବାରବର୍ଗକକ୍ସ୍ଟ ଦିଆୟିବ।
ତେଣୁ ରାଜା ଦୋଯଗକେକ୍ସ୍ଟ ଆଦେଶ ଦେଲେ, ତୁମ୍ଭେ ୟାଅ ଏବଂ ଯାଜକଗଣଙ୍କକ୍ସ୍ଟ ବଧକର। ତେଣୁ ଇଦୋମୀଯ ଦୋଯଗେ ଗଲା ଏବଂ ଯାଜକମାନଙ୍କୁ ଆକ୍ରମଣ କଲା ଓ ସହେିଦିନ ସେ ଶକ୍ସ୍ଟକ୍ଲ ଏଫୋଦ ପରିଧାନ କରିଥିବା ପଞ୍ଚାଅଶୀ ଜଣଙ୍କକ୍ସ୍ଟ ହତ୍ଯା କଲା।
ଦାଉଦ ଓ ନିଯମସିନ୍ଦୁକ ବହୁଥିବା ସମସ୍ତ ଲବେୀୟମାନେ ଓ ଗାଯକ କିଣାନିଯମାନେ ସୂକ୍ଷ୍ମ ନାଇଲନ୍ ବସ୍ତ୍ର ପିନ୍ଧିଥିଲେ। ଦାଉଦ ମଧ୍ଯ ଏକ ନାଇଲନ୍ ଏଫୋଦ ପିନ୍ଧିଥିଲେ।
ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ତୁମ୍ଭେ ମାେତେ ସାହାୟ୍ଯ କଲ। ତୁମ୍ଭେ ମାରେ କ୍ରନ୍ଦନକୁ ନୃତ୍ଯରେ ପରିଣତ କଲ। ତୁମ୍ଭେ ମାରେ ଦୁଃଖର ପୋଷାକ ସବୁକୁ କାଢ଼ି ନଲେ ଓ ମାେତେ ସୁଖରେ ଆଚ୍ଛାଦିତ କରିଲ।
ସହେି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ, ଦାରା ଓ ବୀଣା ବାଦନ କରି।
ଦାରା ବାଦ୍ଯ ଓ ନୃତ୍ଯଦ୍ବାରା ପରମେଶ୍ବର ପ୍ରଶଂସା କର। ତାରୟୁକ୍ତ ୟନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।