Home Bibles ହିତୋପଦେଶ 23:7 · ଓଡ଼ିଆ ବାଇବେଲ
ହିତୋପଦେଶ 23:7 · ଓଡ଼ିଆ ବାଇବେଲ

ସେ ହେଉଛି ଏହିପରି ଲୋକ ଯେ କି ସର୍ବଦା ମୂଲ୍ଯ କଥା ଚିନ୍ତା କରେ। ସେ ଏପରି ତୁମ୍ଭକୁ କହିପା ରେ, ଖାଅ ପିଅ କିନ୍ତୁ ତାହା ତା'ର ଅନ୍ତରର କଥା ନୁହେଁ।

Cross references

ବିଚାରକର୍ତାମାନଙ୍କ ବିବରଣ 16:15

ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହାଲା, ତୁମ୍ଭେ ପକ୍ସ୍ଟଣି ଥରେ ମାେତେ କହିଲ, ତୁମ୍ଭେ କିପରି କହିପାରକ୍ସ୍ଟଛ, 'ମୁ ତୁମ୍ଭକୁ ଭଲ ପାଏ,' ତୁମ୍ଭେ କେତବେେଳେ ହେଲେ ମାେତେ ବିଶ୍ବାସ କରୁନାହଁ? ତୁମ୍ଭର ମହାବଳ କେଉଁଥି ରେ ଅଛି ମାେତେ କହି ନାହଁ। ତୁମ୍ଭେ ମାେତେ ତିନି ଥର ୟାକ ବୋକା ବନାଇଲ।

ଦିତୀୟ ଶାମୁୟେଲ 13:26

ଏଥି ରେ ଅବଶା ଲୋମ କହିଲା, ଯଦି ଆପଣ ଆସକ୍ସ୍ଟନାହାନ୍ତି, ତବେେ ମାରେ ଭାଇ ଅମ୍ମାନେକକ୍ସ୍ଟ ଆମ ସଙ୍ଗ ରେ ୟିବାକକ୍ସ୍ଟ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ।

ଗୀତସଂହିତା 12:2

ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ଯା କହନ୍ତି। ପ୍ରେତ୍ୟକକ ମଣିଷ ଆଜି ଚାଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ଯା କଥାରେ ଭୁଲାଇ କହନ୍ତି।

ଗୀତସଂହିତା 55:21

ମାରେ ଶତ୍ରୁ ତା'ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା'ର ପ୍ରତିଜ୍ଞା ଭଂଗ କରେ। ତା'ର କଥାଗୁଡ଼ିକ ଲବଣୀ ତୁଲ୍ଯ ଚିକ୍କଣ। କିନ୍ତୁ ତା ହୃଦଯରେ ଘୃଣା ଅଛି। ତା'ର କଥାଗୁଡ଼ିକ ତଲେ ସଦୃଶ ଦିଛିଳ, କିନ୍ତୁ ସଗେୁଡ଼ିକ ଧାରୁଆ ଖଡ୍ଗ ତୁଲ୍ଯ କାଟନ୍ତି।

ହିତୋପଦେଶ 19:22

ଜଣେ ଲୋକ ତାଙ୍କର ବିଶ୍ବାସ ଜରିଆ ରେ ଗୋଟିଏ ଭଲ ପ୍ରସିଦ୍ଧ ପାଇବାକୁ ଦରକାର କରେ। ଏବଂ ମିଥ୍ଯାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ ରେଷ୍ଠ। ୟିଏ ଯାହାକୁ ବିଶ୍ବାସ କରାୟାଇପା ରେ ନାହିଁ।

ହିତୋପଦେଶ 26:23

ଅନୁରାଗୀ କଥା ଓ ମନ୍ଦ ହୃଦଯ ରୂପା ଖାଦ ରେ ମଣ୍ଡିତ ମୃତ୍ତିକା ପାତ୍ର ତୁଲ୍ଯ ଅଟେ।

ଦାନିଏଲ 11:27

ପୁଣି ଦୁଇ ରାଜା ପରସ୍ପରର ଅନିଷ୍ଟ କରିବାକୁ ଚେଷ୍ଟା କରିବେ। ସମାନେେ ଏକା ମଜେ ଉପ ରେ ବସି ପରସ୍ପର ମିଥ୍ଯା କଥା କହିବେ। ମାତ୍ର ସମାନେେ ସଫଳ ହବେେ ନାହିଁ। କାରଣ ପରମେଶ୍ବର ସମାନଙ୍କେର ସମାପ୍ତ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିରୂପଣ କରିବେ।

ମାଥିଉଲିଖିତ ସୁସମାଚାର 9:3

କେତକେ ଯିହୂଦୀ ଧର୍ମଶାସ୍ତ୍ରୀ ଏହା ଶୁଣିଲେ। ସମାନେେ ନିଜ ନିଜ ଭିତ ରେ କୁହାକୁହି ହେଲେ, ଏ ଲୋକଟି ଏମିତି କଥା କହୁଛି, ସତେ ଯେପରି ସେ ନିଜେ ପରମେଶ୍ବର। ଏହାଦ୍ବାରା ସେ ପରମେଶ୍ବରଙ୍କ ନିନ୍ଦା କରୁଛି।

ଲୂକଲିଖିତ ସୁସମାଚାର 7:39

ଯେଉଁ ଫାରୁଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, ଯୀଶୁ ଯଦି ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା ହାଇେଥା'ନ୍ତେ, ତବେେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।

ଲୂକଲିଖିତ ସୁସମାଚାର 11:37

ଯୀଶୁ ତାହାଙ୍କ କଥା ଶଷେ କଲାବଳକେୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗ ରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡିଲେ।

Interlinear

Choose Theme