ଲୂକଲିଖିତ ସୁସମାଚାର 7:31 · ଓଡ଼ିଆ ବାଇବେଲ
ତବେେ ମୁଁ ପୁଣି ଏହି ୟୁଗର ଲୋକମାନଙ୍କ ବିଷୟ ରେ କ'ଣ କହିବି? ମୁଁ କାହା ସହିତ ସମାନଙ୍କେୁ ତୁଳନା କରିବି? ସମାନେେ କାହା ଭଳି ହବେ?
Cross references
ଯିରିମିୟଙ୍କ ବିଳାପ 2:13
ଆଗୋ ସିୟୋନ କନ୍ଯ, ମୁଁ ତୁମ୍ଭ ଆଗ ରେ କି ସାକ୍ଷ୍ଯ ଦବେି? ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି? ଆଗୋ ସିୟୋନ କୁମାରୀ କନ୍ଯ, ମୁଁ ତୁମ୍ଭକୁ ସାନ୍ତ୍ବନା ଦବୋପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି ? କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ, ତୁମ୍ଭକୁ କିଏ ସୁସ୍ଥ କରିପାରିବା ପାଇଁ ସକ୍ଷମ ହବେ?
ମାଥିଉଲିଖିତ ସୁସମାଚାର 11:16
ଏହି ଲୋକମାନଙ୍କ ବିଷୟ ରେ ମୁଁ କ'ଣ କହିବି। ସମାନେେ କେଉଁ ପ୍ରକାରର? ସମାନେେ ବଜାର ରେ ବସିଥିବା ପାଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି:
ମାର୍କଲିଖିତ ସୁସମାଚାର 4:30
ସେ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ ସଂପର୍କ ରେ କ'ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ଯମ ରେ ଏହା ବୁଝାଇବି?