ଲୂକଲିଖିତ ସୁସମାଚାର 13:20 · ଓଡ଼ିଆ ବାଇବେଲ
ଯୀଶୁ ପୁଣି କହିଲେ, ମୁଁ ପରମେଶ୍ବରଙ୍କ ରାଜ୍ଯ କାହା ସହିତ ତୁଳନା କରିପାରିବି?
Cross references
ମାଥିଉଲିଖିତ ସୁସମାଚାର 13:24
ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। ସ୍ବର୍ଗରାଜ୍ଯ ଜଣେ ବ୍ଯକ୍ତି ଭଳି ଯେ କି ନିଜ ଜମି ରେ ଭଲ ବୀଜ ବୁଣିଥିଲେ।
ଲୂକଲିଖିତ ସୁସମାଚାର 13:18
ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯ କିଭଳି? ମୁଁ ଏହାକୁ କାହା ସହିତ ତୁଳନା କରି ପାରିବି?