ସବୁ ବିଷୟ ସମାପ୍ତ ହବୋର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂୟତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବା ରେ ସାହାୟ୍ଯ କରିବ।
Cross references
ତେଣୁ ସହେି ରାତି ରେ ସେ ଦୁ ହେଁ ମିଶି ତାଙ୍କର ପିତାଙ୍କୁ ମଦ୍ଯପାନ କରାଇଲେ। ତା'ପରେ ତାଙ୍କର ସାନଝିଅ ୟାଇ ତାଙ୍କ ସହିତ ସହବାସ କଲା। ଆଉଥରେ ଲୋଟ ଅତ୍ଯଧିକ ମଦ୍ଯପାନ କରିଥିବାରୁ ତାଙ୍କ ଝିଅ କେତବେେଳେ ଆସି କେତବେେଳେ ସହବାସ କରି ୟାଇଛି ସେ ଜାଣିପାରି ନଥିଲେ।
ଭୋଜିକୁ ୟିବା ଅପେକ୍ଷା ଶବଦାହକୁ ୟିବା ଭଲ। କାରଣ ତାହା ସମୁଦାଯ ମନୁଷ୍ଯର ଶଷଗେତି ଅଟେ ଓ ଜୀବିତ ଲୋକ ତହିଁରେ ମନୋୟୋଗ କରିବା ଉଚିତ୍।
ଭବିଷ୍ଯଦବକ୍ତାମାନେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ସମାନଙ୍କେ ନିର୍ଦ୍ଦଶାେନୁସା ରେ ଯାଜକମାନେ କାର୍ୟ୍ଯ କରନ୍ତି। ପୁଣି ଆମ୍ଭର ଲୋକମାନେ ଏପରି ହବୋକୁ ଭଲ ପାଆନ୍ତି। ମାତ୍ର ତୁମ୍ଭ ଲୋକମାନେ ଶଷେ ରେ ଦଣ୍ଡ ସମୟରେ କ'ଣ କରିବେ ?
ସେ କହିଲେ, ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁ ଇଶ୍ରାୟେଲ ଭୂମିକୁ କହନ୍ତି, ସମଗ୍ର ଦେଶର ସମାପ୍ତି ଆସିୟାଇଛି।
ଅନ୍ତିମ କାଳ ଆସୁଅଛି, ୟବନିକା ଆସୁଅଛି। ଏହା ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେଉଅଛି। ଏହା ତା'ର ବାଟରେ ଆସୁଅଛି।
କିନ୍ତୁ ଯେଉଁ ଲୋକ ଶଷେ ପର୍ୟ୍ଯନ୍ତ ଦୃଢ଼ ଭାବରେ ତିଷ୍ଠି ରହିବ ସେ ଉଦ୍ଧାର ପାଇବ।
ତେଣୁ ସଦା ବେଳେ ପ୍ରସ୍ତୁତ ରୂହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣନାହିଁ।
ତେଣୁ ସଦା ବେଳେ ଜାଗ୍ରତ ରୁହ, କାରଣ ମନଷ୍ଯପୁତ୍ର କେଉଁଦିନ ଓ କେଉଁ ସମୟରେ ଆସିବେ, ତାହା ତୁମ୍ଭେ ଜାଣିନାହଁ।
ଯୀଶୁ ସମାନଙ୍କେୁ କହିଲେ, ମାରହେୃଦୟ ଏତେ ଦୁଃଖ ରେ ଭରି ଯାଇଛି ଯେ, ସତେ ଯେପରି ପ୍ରାଣ ବାହାରି ୟିବା ଉପରେ। ତୁମ୍ଭମାନେେ ମାେ ସହିତ ଏଠା ରେ ଚଇେଁ କରି ରୁହ ଓ ଅପେକ୍ଷା କର।
ସାବଧାନ, ସଦା ବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତବେେଳେ ପହଞ୍ଚିବ, ତାହା ତୁମ୍ଭମାନେେ ଜାଣିନାହଁ।
ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କ ପାଖକୁ ଫରେି ଆସିଲେ। ସେ ସମାନଙ୍କେୁ ଶାଇେ ପଡିଥିବାର ଦେଖିଲେ। ସେ ପିତରଙ୍କୁ କହିଲେ, ଶିମାନେ, ତୁମ୍ଭେ ଶାଇେ ପଡିଲ? ତୁମ୍ଭେ ଘଣ୍ଟାଏ ପାଇଁ ଚଇେଁ ରହି ପାରିଲ ନାହିଁ?
ସାବଧାନ ରୁହ। ତୁମ୍ଭମାନେେ ମଦ୍ଯପାନ କରି ମାତାଲ ହାଇେ ନିଜ ସମୟ ନଷ୍ଟ କରନାହିଁ। ସାଂସାରିକ ବସ୍ତୁଗୁଡିକ ବିଷୟ ରେ ଅତ୍ଯଧିକ ଚିନ୍ତିତ ହାଇେ ପଡନାହିଁ। ସଭେଳେ କଲେ ତୁମ୍ଭମାନେେ ଜଡ ହାଇଯେିବ ଓ ଉଚିତ କଥା କବେେ ଭାବି ପାରିବ ନାହିଁ। ଏବଂ ତୁମ୍ଭମାନେେ ପ୍ରସ୍ତୁତ ନଥିବା ବେଳେ ଅନ୍ତିମକାଳ ଆସି ଯାଇପା ରେ।
ତେଣୁ ସଦା ବେଳେ ପ୍ରସ୍ତୁତ ଥାଅ। ଯେଉଁସବୁ ଘଟଣା ଘଟିବାକୁ ଯାଉଅଛି, ସଗେୁଡିକ ମଧ୍ଯଦଇେ ନିରାପଦ ରେ ଗତି କରିବାକୁ ଶକ୍ତିଲାଭ ପାଇଁ ପ୍ରାର୍ଥନା କର। ତୁମ୍ଭମାନେେ ଆତ୍ମାବିଶ୍ବାସର ସହିତ ମନୁଷ୍ଯପୁତ୍ରଙ୍କ ଆଗ ରେ ଠିଆ ହାଇେ ପାରିବା ପାଇଁ ପ୍ରାର୍ଥନା କରା
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ କାହିଁକି ଶାଇେ ପଡିଛ? ଉଠ ଓ ପରୀକ୍ଷା ରେ ନ ପଡିବାକୁ ତଥା ଶକ୍ତିଲାଭ ପାଇଁ ପାର୍ଥନା କର।
ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ଭୁଖୀନ ହବୋ ବେଳେ ତୁମ୍ଭେ ର୍ଧୈୟ୍ଯ ଧର। ନିରନ୍ତର ପ୍ରାର୍ଥନା କର।
ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ବପୂର୍ଣ। ନିଦ୍ରାରୁ ଜାଗ୍ରତ ହବୋର ସମୟ ଉପସ୍ଥିତ ହାଇେଅଛି। ଆରମ୍ଭ କାଳ ରେ ବିଶ୍ବାସ କରିବା ତୁଳନା ରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହାଇେଛୁ।
ଭାଇ ଓ ଭଉଣୀମାନେ ! ମାରେ କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହାପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସମାନେେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସମାନଙ୍କେ ପତ୍ନୀ ନାହିଁ।
ତା'ପରେ ୟୁଗାନ୍ତ ହବେ। ସମସ୍ତ ଶାସକ, କ୍ଷମତା ଓ ଶକ୍ତିଗୁଡ଼ିକୁ ଲୋପ କରିବା ପରେ ଖ୍ରୀଷ୍ଟ ପିତା ପରମେଶ୍ବରଙ୍କ ରାଜତ୍ବ ସମର୍ପଣ କରିବେ।
ଆତ୍ମାଙ୍କ ସାହାୟ୍ଯ ରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ବରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର।
ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଆସୁଛନ୍ତି।
ସବୁବେଳେ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲା ବେଳେ ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ।
ଅତଏବ ଆମ୍ଭମାନେେ ଅନ୍ୟ ଲୋକମାନଙ୍କ ଭଳି ଶାଇେ ରହିବା ଉଚିତ୍ ନୁହେଁ। ଆମ୍ଭେ ଜାଗ୍ରତ ରହିବା ଦରକାର। ନିଜ ଉପରେ ଆମ୍ଭର ସଂୟମ ଥିବା ଆବଶ୍ଯକ।
କିନ୍ତୁ ତୁମ୍ଭେ ସର୍ବଦା ନିଜକୁ ସଂୟମ କର। କ୍ଲେଶ ଆସିଲେ ସଗେୁଡିକୁ ଗ୍ରହଣ କର। ସୁସମାଗ୍ଭର ପ୍ରଗ୍ଭର କାମ କରି ଗ୍ଭଲିଥାଅ। ପରମେଶ୍ବରଙ୍କ ଜଣେ ସବେକ ଭାବରେ ସମସ୍ତ କର୍ତ୍ତବ୍ଯ କରୁଥାଅ।
ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତମାେ ଓ ତୁଖିକଙ୍କୁ ପଠାଇବି। ସମାନଙ୍କେୁ ପଠାଇଲା ପରେ ତୁମ୍ଭେ ନିକପଲିଠା ରେ ମାେ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସଠାେରେ କଟାଇବି।
କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ଯାଗ କରନ୍ତି, ଆମ୍ଭେ ସପରେି ଏକାଠି ମିଳିତ ହବୋ ବନ୍ଦ କରିବା ଉଚିତ୍ ନୁହେଁ। ତା' ପରିବର୍ତେ, ସହେି ଦିନଟି ନିକଟତର ହେଉଛି ଦେଖି ଆମ୍ଭମାନେେ ଏକାଠି ମିଳିତ ହାଇେ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।
ଚାଷୀ ଯେପରି ନିଜ କ୍ଷତରେ ମୂଲ୍ଯବାନ ଶସ୍ଯ ବଢ଼ି ଉଠିବାକୁ ର୍ଧୈୟ୍ଯର ସହିତ ଆଶାରଖି, ଆରମ୍ଭ ଓ ଶଷେ ବର୍ଷା ପଡ଼ିବା ପର୍ୟ୍ଯନ୍ତ ର୍ଧୈୟ୍ଯର ସହିତ ଅପେକ୍ଷା କରେ, ତୁମ୍ଭମାନେେ ସହେିଭଳି ର୍ଧୈୟ୍ଯଶୀଳ ହବୋ ଉଚିତ୍। ନିଜର ଆଶା ଛାଡ଼ି ଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି।
ଆତ୍ମସଂୟମୀ ହୁଅ ଓ ନିଜ ମନକୁ ସବୋକାର୍ୟ୍ଯ ପାଇଁ ପ୍ରସ୍ତୁତ କର। ଯୀଶୁଖ୍ରୀଷ୍ଟ ଆସିବା ବେଳେ, ଯେଉଁ ଅନୁଗ୍ରହ ତୁମ୍ଭ୍ ପ୍ରତି ବର୍ତ୍ତିବ, ସେଥି ରେ ତୁମ୍ଭର ପୂର୍ଣ୍ଣ ଭରସା ରହିବା ଉଚିତ।
ଠିକ୍ ସହେିଭଳି ତୁମ୍ଭେ ପତିମାନେ ! ତୁମ୍ଭ ପତ୍ନୀମାନଙ୍କ ସହିତ ଭଲ ବୁଝାମଣା ରେ ଜୀବନଯାପନ କର। ତୁମ୍ଭମାନେେ ନିଜ ପତ୍ନୀକୁ ସମ୍ମାନ ଦଖାଇବୋ ଉଚିତ। ସମାନେେ ତୁମ୍ଭଠାରୁ ଦୁର୍ବଳ। କିନ୍ତୁ ପରମେଶ୍ବର, ତୁମ୍ଭ ଭଳି ସମାନଙ୍କେୁ ମଧ୍ଯ ଆଶୀର୍ବାଦ ଦାନ କରନ୍ତି, ଯାହାକି ପ୍ରକୃତ ଜୀବନ ଦାନ କରେ। ତୁମ୍ଭ ପ୍ରାର୍ଥନା ରେ କୌଣସି ଅସୁବିଧା ନ ଘଟିବା ଲାଗି ଏହାସବୁ କର।
ନିଜକୁ ସଂୟଜ କର ଓ ସାବଧାନ ରୁହ। ଶୟତାନ ହେଉଛି ତୁମ୍ଭର ଶତ୍ରୁ। ସେ ଗର୍ଜନ କରୁଥିବା ସିଂହ ଭଳି କାହାକୁ ମାରି ଖାଇବା ପାଇଁ ଚାରିଆଡ଼େ ଖାଜେି ବୁଲୁଛି।
ଯଦିଓ କିଛି ଲୋକେ ଏହାକୁ ଡରେି ବୋଲି ଭାବୁଛନ୍ତି, ତଥାପି ପରମେଶ୍ବର ନିଜ ପ୍ରତିଜ୍ଞା ପୂରଣ କରିବା ରେ ଡ଼ରେି କରିବେ ନାହିଁ। ବରଂ ପରମେଶ୍ବର ତୁମ୍ଭ ପ୍ରତି ର୍ଧୈୟ୍ଯବାନ ହେଉଛନ୍ତି। ପରମେଶ୍ବର କୌଣସି ଲୋକ ନଷ୍ଟ ହେଉ ବୋଲି ଚାହାଁନ୍ତି ନାହିଁ। ପରମେଶ୍ବର ଚାହାଁନ୍ତି ଯେ ପ୍ରେତ୍ୟକକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ ହେଉ।
ପିଲାମାନେ ! ବର୍ତ୍ତମାନ ଶଷେକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସହେିପରି ଅନକେ ସଂଖ୍ଯା ରେ ଖ୍ରୀଷ୍ଟ ବିରୋଧୀମାନେ ଦଖାେ ଦେଲଣେି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତ ରେ ଶଷେ କାଳ ଆସି ପହଞ୍ଚିଛି।
ଦେଖ ! ମୁଁ ଗୋଟିଏ ଚୋର ଭଳି ଆସିବି। ଯେ ମାେ ଅପେକ୍ଷା ରେ ଚାହିଁ ରହେ ଓ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସହେି ଲୋକ ସୁଖୀ। ତବେେ ତାହାକୁ ଉଲଗ୍ନ ହାଇେ ଚାଲିବାକୁ ପଡ଼ିବ ନାହିଁ ଓ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ।