Home Bibles ମାର୍କଲିଖିତ ସୁସମାଚାର 13:37 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 13:37 · ଓଡ଼ିଆ ବାଇବେଲ

ମୁଁ ତୁମ୍ଭକୁ ଯାହା କହୁଛି, ସମସ୍ତଙ୍କୁ ସହେି ଏକା କଥା କହୁଛି ଯେ ସର୍ବଦା ପ୍ରସ୍ତୁତ ରୁହ।

Cross references

ମାର୍କଲିଖିତ ସୁସମାଚାର 13:33

ସାବଧାନ, ସଦା ବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତବେେଳେ ପହଞ୍ଚିବ, ତାହା ତୁମ୍ଭମାନେେ ଜାଣିନାହଁ।

ମାର୍କଲିଖିତ ସୁସମାଚାର 13:35

ଏଣୁ ତୁମ୍ଭମାନେେ ମଧ୍ଯ ସର୍ବଦା ପ୍ରସ୍ତୁତ ହାଇେ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତବେେଳେ ଯେ ଆସି ପହଁଞ୍ଚିଯିବେ। ସନ୍ଧ୍ଯା ବେଳେ, ଅଧରାତି ରେ, ପାହାନ୍ତିଆ ରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି।

ଲୂକଲିଖିତ ସୁସମାଚାର 12:41

ପିତର ପଚାରିଲେ, ପ୍ରଭୁ! ଏହି ଦୃଷ୍ଟାନ୍ତ ଆପଣ ଆମ୍ଭ ପାଇଁ କହୁଛନ୍ତି ନା ସମସ୍ତଙ୍କ ପାଇଁ?

Interlinear

Choose Theme