ରେରିତମାନଙ୍କ କାର୍ଯ୍ୟର ବିବରଣ 18:17 · ଓଡ଼ିଆ ବାଇବେଲ
ତା'ପରେ ସମାନେେ ସମାଜଗୃହର ପ୍ରଧାନ କର୍ତ୍ତା ସୋସ୍ଥନାଙ୍କୁ ଧରିନଇେ ଅଦାଲତ ସାମନା ରେ ପିଟିଲେ। କିନ୍ତୁ ଗାଲ୍ଲିଯୋନ ଏଥି ପ୍ରତି ମାଟେେ ଦୃଷ୍ଟି ଦେଲନୋହିଁ।
Cross references
ଆମୋଷ 6:6
ତୁମ୍ଭେ ଦ୍ରାକ୍ଷାରସ ସୁନ୍ଦର ପାତ୍ର ରେ ପାନ କରୁଛ। ଆଉ ମଧ୍ଯ ସୁନ୍ଦର ସୁବାସିତ ପଦାର୍ଥ ବ୍ଯବହାର କରୁଛ। କିନ୍ତୁ ଯୋଷଫେର ପରିବାର ଧ୍ବଂସ ପାଉଛନ୍ତି ସେଥିପାଇଁ ଟିକିଏ ହେଲେ ଦୁଃଖ କରୁନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:32
ଯେତବେେଳେ ସମାନେେ ଯୀଶୁ ମୃତ୍ଯୁରୁ ପୁନର୍ଜୀବିତ ହାଇେଥିବା ବିଷୟ ରେ ଶୁଣିଲେ, ସମାନଙ୍କେ ଭିତରୁ କେତଜେଣ ତାହାଙ୍କୁ ଉପହାସ କଲେ। ଆଉ କେତକେ କହିଲେ, ଆମ୍ଭେ ପରେ ଏ ବିଷୟ ରେ ତୁମ୍ଭଠାରୁ ଶୁଣିବୁ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:1
ପାଉଲ ଏହି ପତ୍ର ଲେଖିଛନ୍ତି। ମୁଁ ଖ୍ରୀଷ୍ଟଯୀଶୁଙ୍କର ଜଣେ ପ୍ ରରେିତ ରୂପେ ଆହୂତ ହଲିେ। ଏହା ପରମେଶ୍ବରଙ୍କ ଇଚ୍ଛା ରେ ସାଧିତ ହେଲା। ଆମ୍ଭର ଜଣେ ଭାଇ ସୋସ୍ଥିନା ମଧ୍ଯ ନମସ୍କାର ଜଣାନ୍ତି।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:23
କିନ୍ତୁ ଆମ୍ଭେ ପ୍ରଚାର କରୁଛୁ : ଖ୍ରୀଷ୍ଟ କୃଶ ରେ ମୃତ୍ଯୁ ବରଣ କଲେ। ଏକଥା ଯିହୂଦୀମାନଙ୍କ ଲାଗି ବାଧାଜନକ ଓ ଅଣଯିହୂଦୀମାନଙ୍କ ଲାଗି ମୂର୍ଖତା ଅଟେ।