ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତର ରେ ସାଦ୍ଦୁକୀମାନେ ଚୁପ୍ ହାଇଗେଲେ। ତା'ପରେ ସମାନେେ ସମସ୍ତେ ଏକାଠି ହେଲେ।
Cross references
ଦ୍ବୀପ ସମୂହ ଦେଖି ଭୟଭୀତ ହେଲେ, ପୃଥିବୀର ପ୍ରାନ୍ତ ସକଳ କମ୍ପିତ ହେଲେ, ସମାନେେ ନିକଟବର୍ତ୍ତୀ ହାଇେ ଆସିଲେ।'
କିନ୍ତୁ ଫାରୂଶୀମାନେ ସଠାରୁେ ବାହାରି ଗଲେ। ଯୀଶୁଙ୍କୁ ଜୀବନ ରେ ମାରିଦବୋ ପାଇଁ ସମାନେେ ଯୋଜନା କଲେ।
ବୋକୀ ଝିଅ ପାଞ୍ଚଜଣ ସମାନଙ୍କେ ସାଥିଲେ ଦୀପ ସିନା ନଇେଥିଲେ, କିନ୍ତୁ ଦୀପ ଜାଳିବାପାଇଁ ବେଶୀ ତଲେ ଆଣି ନଥିଲେ।
ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୁକୀ ଓ ଫାରୂଶୀମାନଙ୍କ ସହିତ ଯୀଶୁଙ୍କୁ ୟୁକ୍ତିତର୍କ କରୁଥିବାର ସେ ଶୁଣିଲେ। ସେ ଦେଖିଲେ ଯେ, ଯୀଶୁ ସମାନଙ୍କେ ପ୍ରଶ୍ନର ଯଥାର୍ଥ ଉତ୍ତର ଦଇେଛନ୍ତି। ତେଣୁ ସେ ଯୀଶୁଙ୍କୁ ପଚାରିଲେ, କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ?
ତା'ପରେ ମୁଖ୍ଯ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସମାନେେ କହିଲେ, ଆମ୍ଭର କ'ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛି।
ଏକଥା ଶୁଣି ମନ୍ଦିରର ସନୋପତି ଓ ମହାୟାଜକ ବିବ୍ରତ ହାଇପେଡ଼ିଲେ ଓ ଏହାର ପରିଣାମ କ'ଣ ହବେ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।
ସେସମୟରେ 'ପରମେଶ୍ବରଙ୍କ ପଥ' ବିଷୟ ରେ ଗୋଟିଏ ବଡ଼ ଧରଣର ଆନ୍ ଦୋଳନ ହେଲା।
ସମାନେେ ଖୁବ୍ ଜାରେ ରେ ଚ଼ିତ୍କାର କରି କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ, ଆମ୍ଭକୁ ସାହାୟ୍ଯ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ, ଆମ୍ଭ ବ୍ଯବସ୍ଥା ଓ ଏହି ସ୍ଥାନ ବିରୁଦ୍ଧ ରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତକେ ଗ୍ରୀକ୍ ଲୋକମାନଙ୍କୁ ମଧ୍ଯ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।