Home Bibles ମାର୍କଲିଖିତ ସୁସମାଚାର 10:3 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 10:3 · ଓଡ଼ିଆ ବାଇବେଲ

ଯୀଶୁ କହିଲେ, ମାଶାେ ତୁମ୍ଭମାନଙ୍କୁ କ'ଣ ଆଜ୍ଞା ଦଇେଛନ୍ତି?

Cross references

ଯିଶାଇୟ 8:20

ତୁମ୍ଭମାନେେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭମାନେେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତବେେ ତୁମ୍ଭମାନେେ ଭୁଲ୍ ପଥରେ ୟିବ। ସହେି ଭୁଲ ଆଦେଶ ଆଗତ ଭବିଷ୍ଯତ୍ କହୁଥିବା ବ୍ଯକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭମାନେେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହବେ ନାହିଁ।

ଲୂକଲିଖିତ ସୁସମାଚାର 10:25

ତା'ପରେ ଜଣେ ଧର୍ମଶାସ୍ତ୍ରୀ ଠିଆ ହେଲେ। ସେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଚାରିଲେ, ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ'ଣ କରିବି?

ଯୋହନଲିଖିତ ସୁସମାଚାର 5:39

ତୁମ୍ଭମାନେେ ଯତ୍ନ ସହକା ରେ ଧର୍ମ ଶାସ୍ତ୍ରଗୁଡିକ ଅଧ୍ଯୟନ କରୁଛ। କାରଣ ତୁମ୍ଭମାନେେ ବିଶ୍ବାସ କର ଯେ, ସହେି ଧର୍ମଶାସ୍ତ୍ର ଦ୍ବାରା ହିଁ ତୁମ୍ଭମାନେେ ଅନନ୍ତ ଜୀବନ ପାଇବ। ସହେି ଧର୍ମଶାସ୍ତ୍ରଗୁଡିକ ମାେ ବିଷୟ ରେ କହନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 4:21

ଏବେ ମଧ୍ଯ ତୁମ୍ଭମାନଙ୍କ ଭିତରୁ କେତକେ ବ୍ଯବସ୍ଥା ଅଧିନ ରେ ରହିବାକୁ ଇଚ୍ଛା କରୁଛ। ତୁମ୍ଭମାନେେ ଜାଣ କି ବ୍ଯବସ୍ଥା କ'ଣ କୁ ହେ ?

Interlinear

Choose Theme