ଯାତ୍ରା ପୁସ୍ତକ 29:15 · ଓଡ଼ିଆ ବାଇବେଲ
ଏହାପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କୁହ ସମାନେେ ତାଙ୍କର ହସ୍ତ ଏକ ଅଣ୍ଡିରା ମଷେର ମସ୍ତକ ଉପରେ ରଖିବେ।
Cross references
ଯାତ୍ରା ପୁସ୍ତକ 29:3
ଏହି ପିଠା ଓ ରୋଟୀତକ ଡାଲା ରେ ରଖ। ଏହାପରେ ସହେି ଡାଲା ସହିତ ଏକ ଗୋବତ୍ସ ଓ ଦୁଇଟି ଅଣ୍ଡିରା ମଷେ ସମାଗମ ତମ୍ବୁ ନିକଟକୁ ଆଣ।
ଯାତ୍ରା ପୁସ୍ତକ 29:10
ତା'ପରେ ସହେି ବାଛୁରୀକୁ ସମାଗମ ତମ୍ବୁ ନିକଟକୁ ଆଣ। ହାରୋଣ ଏବଂ ତା'ର ପୁତ୍ରମାନେ ସହେି ଗୋବତ୍ସ ମସ୍ତକରେ ହାତ ରଖିବେ।
ଯାତ୍ରା ପୁସ୍ତକ 29:19
ହାରୋଣକୁ ଏବଂ ତାଙ୍କର ପୁତ୍ରମାନଙ୍କୁ ଅନ୍ୟ ଅଣ୍ଡିରା ମଷେ ମୁଣ୍ଡ ଉପରେ ହାତ ରଖିବାକୁ କୁହ।
ଲେବୀୟ ପୁସ୍ତକ 1:4
ପୁଣି ସେ ହାମବେଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସହେି ବଳି ତାହାର ପ୍ରାଯଶ୍ଚିତ ରୂପେ ଗ୍ରାହ୍ଯ ହବେ।
ଲେବୀୟ ପୁସ୍ତକ 3:2
ପୁଣି ସେ ସମାଗମ-ତମ୍ବୁର ଦ୍ବାର ଦେଶ ରେ ଆପଣା ବଳିର ମସ୍ତକ ଉପରେ ହାତ ରଖି ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ୟଜ୍ଞବଦେୀ ଉପରେ ଚାରିଆଡେ ସିଞ୍ଚନ କରିବେ।
ଲେବୀୟ ପୁସ୍ତକ 8:18
ତା'ପରେ ସେ ହାମବେଳି ପାଇଁ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକରେ ହସ୍ତ ରଖିଲେ।