ଲେବୀୟ ପୁସ୍ତକ 8:19 · ଓଡ଼ିଆ ବାଇବେଲ
ତା'ପରେ ମାଶାେ ମଷେଟିକୁ ବଧ କଲେ ଓ ତା'ର ରକ୍ତ ନଇେ ୟଜ୍ଞବଦେୀର ଚାରିଆଡେ ଛିଞ୍ଚିଲେ।
Cross references
ଦିତୀୟ ବଂଶାବଳୀ 29:22
ତେଣୁ ଯାଜକମାନେ ବଳଦମାନଙ୍କୁ ହତ୍ଯା କଲେ ଓ ରକ୍ତକୁ ରଖିଲେ। ଆଉ ସମାନେେ ସହେି ବଳଦର ରକ୍ତକୁ ବଦେୀ ଉପରେ ସିଞ୍ଚିଲେ। ଏହାପରେ ଯାଜକମାନେ ମଷେମାନଙ୍କୁ ହତ୍ଯା କଲେ ଓ ମଷେମାନଙ୍କର ରକ୍ତ ୟଜ୍ଞବଦେୀ ଉପରେ ସିଞ୍ଚନ କଲେ।
ଏବ୍ରୀ 9:21
ମାଶାେ ପବିତ୍ର ତମ୍ବୁ ଉପରେ ସହେି ରକ୍ତ ଛିଞ୍ଚିଲେ। ଉପାସନା ପାଇଁ ଆବଶ୍ଯକ ହେଉଥିବା ପ୍ରେତ୍ୟକକ ବସ୍ତୁ ଉପରେ ମଧ୍ଯ ସେ ସହେି ରକ୍ତ ଛିଞ୍ଚିଲେ।