Home Bibles ☰ Books ଯାତ୍ରା ପୁସ୍ତକ 22:1 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 22:1 · ଓଡ଼ିଆ ବାଇବେଲ

ଜଣେ ବ୍ଯକ୍ତି ପାଇଁ କ'ଣ ଦଣ୍ଡ ଅଛି ୟିଏ ଗୋରୁ କିମ୍ବା ମଷେ ଚୋରି କରେ, ଯଦି ସେ ତାକୁ ହତ୍ଯା କରେ କିମ୍ବା ବିକ୍ରୀ କରେ। ସେ ଏହାକୁ ଫରୋଇ ପାରିବ ନାହିଁ। ତେଣୁ ସେ ଏକ ଗୋରୁ ବଦଳ ରେ ପାଞ୍ଚଟି ଗୋରୁ, ଏବଂ ଏକ ମଷେ ବଦଳ ରେ ଚାରୋଟୀ ମଷେ ଦବେ।

Cross references

ଲେବୀୟ ପୁସ୍ତକ 6:1

ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

ଲେବୀୟ ପୁସ୍ତକ 6:5

ସେ ଯେଉଁଥିପାଇଁ ଗୋଟିଏ ମିଥ୍ଯା ଶପଥ କରିଥିଲା, ତାହାର ଏକ ପଞ୍ଚମାଂଶ ଅର୍ଥଦଣ୍ଡ ସହିତ ସପୂର୍ଣ୍ଣ ଫରୋଇ ଦବୋ ଉଚିତ୍। ଏସବୁ ସେ କରିବ ଯେଉଁଦିନ ସେ ଦୋଷୀ ବୋଲି ସାବ୍ଯସ୍ତ ହବେଓ ସହେିଦିନ ସେ ଗ୍ରହିତାକୁ ସେ ଦ୍ରବ୍ଯ ଦବେ।

ଗଣନା ପୁସ୍ତକ 5:7

ତେଣୁ ସେ ଲୋକ ଆପଣାକୃତ ପାପ ସ୍ବୀକାର କରିବ ଓ ସମ୍ପୂର୍ଣରୂପେ ଆପଣା ପାଇଁ କ୍ଷତିପୂରଣ ଦବେ ଓ ତହିଁରେ ପାଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧ ରେ ଦୋଷ କରିଛି ତାକୁ ପରିଶାଧେ କରିବ।

ଦିତୀୟ ଶାମୁୟେଲ 12:6

ସେ ଏପରି କର୍ମ କରିବାରକ୍ସ୍ଟ ଓ ସେ କିଛି ଦୟା ନକରିବାରକ୍ସ୍ଟ ସହେି ମେଣ୍ତାର ଗ୍ଭରିଗକ୍ସ୍ଟଣ ଫରୋଇ ଦବେ।

ହିତୋପଦେଶ 6:31

ମାତ୍ର ଯଦି ଧରାପଡ଼େ, ତବେେ ତାକୁ ସାତଗୁଣ ଫରୋଇବାକୁ ପଡ଼େ। ଆପଣା ଗୃହର ସର୍ବସ୍ବ ତାକୁ ଦବୋକୁ ହବେ।

ହିତୋପଦେଶ 14:4

ଯଦି ଗୋରୁଗୁଡ଼ିକ ସଠାେ ରେ ନାହାନ୍ତି, କାର୍ୟ୍ଯ ପାଇଁ ଶସ୍ଯ ଘର ଶୂନ୍ଯ ଅଟେ। ମାତ୍ର ଷଣ୍ଢମାନଙ୍କର ଶକ୍ତି ବଡ଼ ଅମଳ ଆଣିଥାଏ।

ଯିରିମିୟ 2:34

ତୁମ୍ଭ ହସ୍ତ ରେ ଦରିଦ୍ର ନିର୍ଦ୍ ଦୋଷ ପ୍ରାଣର ରକ୍ତ ଦଖାୟୋଏ। ଏହି ରକ୍ତ ସିନ୍ଧିକାଟିବା କୌଣସି ଲୁଣ୍ଠନକାରୀର ନୁହେଁ। ତୁମ୍ଭେ ବିନାକାରଣ ରେ ରକ୍ତପାତ କରିଛ।

ଲୂକଲିଖିତ ସୁସମାଚାର 19:8

ଜଖିୟ ପ୍ରଭୁଙ୍କୁ କହିଲେ, ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମାେ ଧନର ଅଧା ଗରିବଙ୍କୁ ବାଣ୍ଟି ଦବେି। ମୁଁ ଯଦି କାହାରିକୁ ଠକିଥାଏ, ତବେେ ସହେି ଲୋକକୁ ଚାରିଗୁଣ ଧନ ଫରୋଇ ଦବେି।

Interlinear

Choose Theme