Home Bibles ଲେବୀୟ ପୁସ୍ତକ 3:14 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 3:14 · ଓଡ଼ିଆ ବାଇବେଲ

ତା'ପରେ ସେ ସହଭାଗିତାର ନବୈେଦ୍ଯରୁ ଏକ ଅଂଶ ସଦାପ୍ରଭୁଙ୍କ ଉପହାର ରୂପେ ଦବେ। ସେ ଅନ୍ତ ଆଚ୍ଛାଦକ ମଦେ ଓ ଅନ୍ତ ଉପରିସ୍ଥ ମଦେ ସବୁ ଉତ୍ସର୍ଗ କରିବ।

Cross references

ଲେବୀୟ ପୁସ୍ତକ 3:3

ସେ ମଙ୍ଗଳାର୍ଥକ ନବୈେଦ୍ଯର କିଛି ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଯାଜକ-ଅନ୍ତ ଆଚ୍ଛାଦକ ମଦେ ଓ ଅନ୍ତ୍ର-ଉପରିସ୍ଥ ମଦେ ଉତ୍ସର୍ଗ କରିବ।

ଲେବୀୟ ପୁସ୍ତକ 3:9

ଏହାପରେ ସହେି ମଙ୍ଗଳାର୍ଥକ ନବୈେଦ୍ଯରୁ ଏକ ଅଂଶ ନବୈେଦ୍ଯ ସଦାପ୍ରଭୁଙ୍କ ପାଇଁ ଉପହାର ରୂପେ ହବେ। ସେ ତା'ର ମଦେ, ସମସ୍ତ ମଦମେଯ ଲାଙ୍ଗୁଳ, ମରେୁଦଣ୍ଡ ନିକଟରୁ କାଟି ନବେ। ସମସ୍ତ ମଦେ ଉପରିସ୍ଥ ଅଂଶ ଏବଂ ଏହାର ଅନ୍ତ ଅଂଶଗୁଡିକ ନବୈେଦ୍ଯ ହବେ।

ଲେବୀୟ ପୁସ୍ତକ 4:31

ପୁଣି ସହଭାଗିତାର ନବୈେଦ୍ଯରୁ ନଇେଥିବା ମଦତେୁଲ୍ଯ ତାହାର ସମସ୍ତ ମଦେ ନବେ, ଆଉ ସହେି ଯାଜକ ସୁବାସିତ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ୟଜ୍ଞବଦେୀ ଉପରେ ତାକୁ ଦଗ୍ଧ କରିବ। ଏହିରୂପେ ଯାଜକ ପାପୀମାନଙ୍କୁ ପ୍ରାଯଶ୍ଚିତ କରାଇବା ଓ ସେଥି ରେ ସେ ପରମେଶ୍ବରଙ୍କ ଦ୍ବାରା କ୍ଷମା ପ୍ରାପ୍ତ ହବେ।

ଲେବୀୟ ପୁସ୍ତକ 9:20

ଏହି ସବୁ ମଦେ ସମାନେେ ଗୋରୁ ଓ ମଷେର ବକ୍ଷ ଉପରେ ରଖିଲେ ଓ ହାରୋଣ ସେ ସମସ୍ତ ବଦେୀ ଉପରେ ଦଗ୍ଧ କଲେ।

ଗୀତସଂହିତା 22:14

ମାରେ ବଳ କ୍ରମେ କ୍ଷୀଣ ହାଇେ ଆସୁଛି, ପାଣି ଭୂମିରେ ଶୋଷିତ ହେଲାପରି ମାରେ ଶକ୍ତି ଚାଲି ଯାଉଛି। ମାରେ ଅସ୍ଥିସବୁ ଭାଙ୍ଗି ଯାଉଛି। ମାରେ ସାହାସ କ୍ରମେ କ୍ଷୀଣ ହାଇେ ଆସୁଛି।

ହିତୋପଦେଶ 23:26

ହେ ମାରେ ପୁତ୍ର, ତୁମ୍ଭର ହୃଦଯ ମାେତେ ଦିଅ। ତୁମ୍ଭର ଚକ୍ଷୁ ମାେ ପଥରେ ତୁଷ୍ଟ ହେଉ।

ଯିରିମିୟ 20:18

ମୁଁ କାହିଁକି ଜନ୍ମ ହଲିେ ? ଲଜ୍ଜା ଓ ଦୁଃଖ ରେ ମାରେ ସମସ୍ତ ଜୀବନ ଅତିବାହିତ ହେଲା।

ମାଥିଉଲିଖିତ ସୁସମାଚାର 22:37

ଯୀଶୁ କହିଲେ, ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦଇେ ପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ପ୍ ରମେ କରିବ।'

ମାଥିଉଲିଖିତ ସୁସମାଚାର 26:38

ଯୀଶୁ ସମାନଙ୍କେୁ କହିଲେ, ମାରହେୃଦୟ ଏତେ ଦୁଃଖ ରେ ଭରି ଯାଇଛି ଯେ, ସତେ ଯେପରି ପ୍ରାଣ ବାହାରି ୟିବା ଉପରେ। ତୁମ୍ଭମାନେେ ମାେ ସହିତ ଏଠା ରେ ଚଇେଁ କରି ରୁହ ଓ ଅପେକ୍ଷା କର।

ରୋମୀୟଙ୍କ ପ୍ରତି ପତ୍ର 12:1

ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।

Interlinear

Choose Theme