ଲେବୀୟ ପୁସ୍ତକ 27:4 · ଓଡ଼ିଆ ବାଇବେଲ
ଆଉ କୋଡିଏରୁ ଷାଠିଏ ବର୍ଷ ପର୍ୟ୍ଯନ୍ତ ସ୍ତ୍ରୀ ଲୋକର ନିରୂପିତ ମୂଲ୍ଯ ତିରିଶ ଶକେଲ ରୂପା ହବେ।
Cross references
ଯିଖରିୟ 11:12
ତା'ପ ରେ ମୁଁ କହିଲି, ଯଦି ତୁମ୍ଭମାନେେ ମାେତେ ମାରେ ବତନେ ଦବୋକୁ ଇଚ୍ଛା କରୁଛ ତବେେ ଦିଅ, ନଚେତ୍ ସେଥିରୁ ନିବୃତ୍ତ ହୁଅ। ତେଣୁ ସମାନେେ ମାରେ ମଜୁରି ତିରିଶ ରେ ୗପ୍ୟ ମୁଦ୍ରା ଦେଲେ।
ମାଥିଉଲିଖିତ ସୁସମାଚାର 26:15
ସେ କହିଲା, ମୁଁ ତୁମ୍ଭମାନଙ୍କ ହାତ ରେ ଯୀଶୁଙ୍କୁ ଧ ରଇେ ଦବେି। ଏହା କରିବା ପାଇଁ ତୁମ୍ଭମାନେେ ମାେତେ କ'ଣ ଦବେ? ଯାଜକମାନେ ୟିହୂଦାଙ୍କୁ ତିରିଶଟି ରୂପା ଟଙ୍କା ଦେଲେ।
ମାଥିଉଲିଖିତ ସୁସମାଚାର 27:9
ଏଭଳି ଭାବରେ ଭବିଷ୍ଯଦ୍ବକ୍ତା ୟିରିମିୟଙ୍କ ମାଧ୍ଯମ ରେ କୁହାୟାଇଥିବା ବାଣୀ ସଫଳ ହେଲା। ୟିରିମିୟ କହିଥିଲେ,