ଲେବୀୟ ପୁସ୍ତକ 27:31 · ଓଡ଼ିଆ ବାଇବେଲ
ଯଦି କହେି ସେ ଦଶମାଂଶରୁ କିଛି ମୁକ୍ତ କରିବାକୁ ଇଚ୍ଛା କରେ ତବେେ ସେ ତହିଁର ମୂଲ୍ଯର ପଞ୍ଚମାଂଶ ଅଧିକ ହବେ।
Cross references
ଲେବୀୟ ପୁସ୍ତକ 5:16
ପୁଣି ପବିତ୍ର ବସ୍ତୁ ବିଷଯ ରେ ସେ ଯେଉଁ ପାପ କରିଅଛି ତାହା ପରିଶାଧେ କରିବ। ଏହା ବ୍ଯତୀତ ଏକ ପଞ୍ଚମାଂଶ ଯାଜକକୁ ଦବେ, ତହୁଁ ଯାଜକ ଦୋଷାର୍ଥକ ନବୈେଦ୍ଯ ଦ୍ବାରା ତା'ପାଇଁ ପ୍ରାଯଶ୍ଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହବେ।
ଲେବୀୟ ପୁସ୍ତକ 27:27
ମାତ୍ର ପ୍ରଥମଜାତ ପଶୁ ଯଦି ଅଶୁଚି ହୁଏ, ତବେେ ସେ ତୁମ୍ଭ ନିରୂପିତ ମୂଲ୍ଯ ଅସୁସା ରେ ତାହା ମୁକ୍ତ କରିବ ଓ ସହେି ମୂଲ୍ଯର ପଞ୍ଚମାଂଶ ଅଧିକ ଦବେ। ସେ ଯଦି ମୁକ୍ତ କରି ନ ପା ରେ ତବେେ ଯାଜକ ତାହା ନିରୂପିତ ମୂଲ୍ଯ ରେ ବିକ୍ରୀ କରିବ।
ଦିତୀୟ ରାଜାବଳୀ 12:4
ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, ସଦାପ୍ରଭୁଙ୍କ ମନ୍ଦିର ରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସମାନେେ ଜନ ଗଣନା ସମୟରେ ବର ଦେଲେ। ସମାନେେ ସମାନଙ୍କେର ଅନୁସାରେ ମୁଦ୍ରା ଦେଲେ।