ଯଦି ସେ ଲୋକ କୌଣସି ମତେ ତାକୁ ଫରୋଇ ନବୋକୁ ଇଚ୍ଛା କରେ, ତବେେ ସେ ନିରୂପିତ ମୂଲ୍ଯର ପଞ୍ଚମାଂଶ ଅଧିକ ହବେ।
Cross references
ପୁଣି ପବିତ୍ର ବସ୍ତୁ ବିଷଯ ରେ ସେ ଯେଉଁ ପାପ କରିଅଛି ତାହା ପରିଶାଧେ କରିବ। ଏହା ବ୍ଯତୀତ ଏକ ପଞ୍ଚମାଂଶ ଯାଜକକୁ ଦବେ, ତହୁଁ ଯାଜକ ଦୋଷାର୍ଥକ ନବୈେଦ୍ଯ ଦ୍ବାରା ତା'ପାଇଁ ପ୍ରାଯଶ୍ଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହବେ।
ଏହି ଦୋଷଗୁଡିକ ମଧ୍ଯରୁ ଯେ କୌଣସି ଗୋଟିଏ କରେ ସେ ପାପୀ ବୋଲି ବିବଚେିତ ହୁଏ। ସେ ନିଶ୍ଚଯ ଫରୋଇଦବେ, ଯାହା କିଛି ସେ ଚୋରି କରିଛି କିମ୍ବା ଅନ୍ଯାଯ ଭାବରେ ଗ୍ରହଣ କରିଛି କିମ୍ବା ତାକୁ କିଛି ବିଶ୍ବାସ ରେ ଦିଆୟାଇଛି କିମ୍ବା କିଛି ଗୋଟେ ଅଧିକାର କରିଥିବା ଦ୍ରବ୍ଯ ଯାହାକି ହଜି ୟାଇଛି।
ଯଦି କହେି ଅଜ୍ଞାତସାର ରେ ପବିତ୍ର ଖାଦ୍ୟ ଭୋଜନ କରିଥାଏ, ତବେେ ସେ ଦ୍ରବ୍ଯର ମୂଲ୍ଯର ଏକ ପଞ୍ଚମାଂଶ ଅଧିକ ମୂଲ୍ଯ ଯାଜକକୁ ପବତ୍ର ନବୈେଦ୍ଯ ରୂପେ ପରିଶାଧେ କରିବ।
କାରଣ ସହେି ପଶୁଟି ସଦାପ୍ରଭୁଙ୍କ ପାଇଁ ଉପହାର। ସେ ଅନ୍ୟ ଗୋଟିଏ ବଦଳ ରେ ତାକୁ ବଦଳ କରିବା ଉଚିତ୍ ନୁହେଁ। ଯଦି ଜଣେ ବ୍ଯକ୍ତି ଗୋଟିଏ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଜ୍ଞାରୂପେ ବଳିଦାନ କରେ, ତବେେ ସେ ତା' ବଦଳ ରେ ଅନ୍ୟ ପଶୁ ବଦଳାଇ ପାରିବ ନାହିଁ। ସେ ଭଲ ପଶୁ ବଦଳ ରେ ମନ୍ଦ ପଶୁ କି ମନ୍ଦ ବଦଳ ରେ ଭଲ ପଶୁ ବଦଳାଇବା ଉଚିତ୍ ନୁହେଁ। ଯଦି ସେ ବଦଳାଇବାକୁ ଚେଷ୍ଟା କରେ, ତବେେ ଦୁଇଟି ପଶୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର ହବେେ।
ଆଉ ଯଦି ଗୃହ ଉତ୍ସର୍ଗକାରୀ ନିଜ ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତବେେ ସେ ନିରୂପିତ ମୂଲ୍ଯର ଅଧିକ ଦବେ, ତା'ପରେ ସେ ଗୃହ ତା'ର ହବେ।
ଯଦି ସହେି ବ୍ଯକ୍ତି ତା'ର କ୍ଷେତ୍ର ମୁକ୍ତ କରିବାକୁ ଇଚ୍ଛା କରିବ, ତବେେ ସେ କ୍ଷେତ୍ରମୂଲ୍ଯ ସହିତ ଆଉ ପଞ୍ଚମାଂଶ ଅଧିକ ମୂଲ୍ଯ ୟୋଗ କରିବ। ତହିଁରେ ସେ କ୍ଷେତ୍ର ତାହାର ହବେ।
ମାତ୍ର ପ୍ରଥମଜାତ ପଶୁ ଯଦି ଅଶୁଚି ହୁଏ, ତବେେ ସେ ତୁମ୍ଭ ନିରୂପିତ ମୂଲ୍ଯ ଅସୁସା ରେ ତାହା ମୁକ୍ତ କରିବ ଓ ସହେି ମୂଲ୍ଯର ପଞ୍ଚମାଂଶ ଅଧିକ ଦବେ। ସେ ଯଦି ମୁକ୍ତ କରି ନ ପା ରେ ତବେେ ଯାଜକ ତାହା ନିରୂପିତ ମୂଲ୍ଯ ରେ ବିକ୍ରୀ କରିବ।