Home Bibles ☰ Books ଲେବୀୟ ପୁସ୍ତକ 27:12 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 27:12 · ଓଡ଼ିଆ ବାଇବେଲ

ପୁଣି ସହେି ପଶୁ ଭଲ ହେଉ କି ମନ୍ଦ ହେଉ ଯାଜକ ତହିଁର ମୂଲ୍ଯ ନିରୂପଣ କରିବ। ଯାଜକର ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ହବେ।

Cross references

ଲେବୀୟ ପୁସ୍ତକ 27:23

ତବେେ ଯାଜକ ତା'ର ନିରୁପିତ ମୁଲ୍ଯ ଅନୁସାରେ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ତାହା ପାଇଁ ଗଣନା କରିବ, ପୁଣି ସେ ସହେିଦିନ ତା'ର ନିରୂପିତ ମୂଲ୍ଯ ଦବେ। ସହେି କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ବସ୍ତୁତୁଲ୍ଯ ହବେ।

ଦିତୀୟ ରାଜାବଳୀ 12:4

ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, ସଦାପ୍ରଭୁଙ୍କ ମନ୍ଦିର ରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସମାନେେ ଜନ ଗଣନା ସମୟରେ ବର ଦେଲେ। ସମାନେେ ସମାନଙ୍କେର ଅନୁସାରେ ମୁଦ୍ରା ଦେଲେ।

Interlinear

Choose Theme