Home Bibles ଲେବୀୟ ପୁସ୍ତକ 27:11 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 27:11 · ଓଡ଼ିଆ ବାଇବେଲ

କେତକେ ପ୍ରାଣୀ ଅଛନ୍ତ ଯାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରାୟାଇ ପାରିବ ନାହିଁ। ସପରେି ଅଶୁଚି ପଶୁ ହାଇେଥିଲେ ଯାଜକ ସମ୍ମୁଖକୁ ଅଣାୟିବ।

Cross references

ଦିତୀୟ ବିବରଣ 23:18

ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ଯାର ବତନେ କିଅବା କକ୍ସ୍ଟକକ୍ସ୍ଟରର ମୂଲ୍ଯ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଗୃହକକ୍ସ୍ଟ ଆଣିବ ନାହିଁ। କାରଣ ସେ ଉଭୟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଘୃଣ୍ଯ ଅଟନ୍ତି।

ମଲାଖୀ 1:14

କେତକେ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦବୋ ପାଇଁ, କିନ୍ତୁ ଶଷେ ରେ ସମାନେେ ରୁଗ୍ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସମାନେେ ଅଭିଶପ୍ତ ହବେେ। ଆମ୍ଭେ ଜଣେ ମହାନ୍ ରାଜା ଅଟୁ। ଆମ୍ଭକୁ ତୁମ୍ଭମାନେେ ସମ୍ମାନ କରିବା ଉଚିତ ଓ ସମଗ୍ର ବିଶ୍ବ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍। ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।

Interlinear

Choose Theme