Home Bibles ଲେବୀୟ ପୁସ୍ତକ 25:50 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 25:50 · ଓଡ଼ିଆ ବାଇବେଲ

ତହିଁରେ ତାହାର ବିକ୍ରଯ ବର୍ଷଠାରୁ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ସେ କ୍ରଯକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରଯ ବର୍ଷର ସଂଖ୍ଯା ଅନୁସାରେ ତାହାର ମୂଲ୍ଯ ହବେ; ବର୍ତ୍ତନଜୀବୀର ଦିନ ତୁଲ୍ଯ ତାହାର ଦାସତ୍ବ ହବେ।

Cross references

ଲେବୀୟ ପୁସ୍ତକ 25:40

ସେ ବର୍ତ୍ତନଜୀବୀ ଓ ପ୍ରବାସୀ ପରି ତୁମ୍ଭ ସହିତ ବାସ କରିବ ଓ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ତୁମ୍ଭର ଦାସ୍ଯକର୍ମ କରିବ।

ଲେବୀୟ ପୁସ୍ତକ 25:53

ମାତ୍ର ସହେି ବ୍ଯକ୍ତି ତା' ସହିତ ଜଣେ କ୍ଷଣସ୍ଥାଯୀ ଘରୋଇ ସାହାୟ୍ଯକାରୀ ହିସାବ ରେ ରହିବ। ତୁମ୍ଭ ସାକ୍ଷାତ ରେ ତାହା ଉପରେ କହେି କଠାେର କତ୍ତୃର୍ତ୍ବ କରିପାରିବେ ନାହିଁ।

ଦିତୀୟ ବିବରଣ 15:18

ତୁମ୍ଭେ ତାହାକକ୍ସ୍ଟ ମକ୍ସ୍ଟକ୍ତ କରି ବିଦାଯ କରିବା ବେଳେ ଏହା ତକ୍ସ୍ଟମ୍ଭ ଦୃଷ୍ଟି ରେ କଠିନ ବୋଧ ନ ହେଉ। କାରଣ ସେ ଛବର୍ଷ ଭିତ ରେ ଏକ ବତନଜେୀବିର ଦ୍ବିଗକ୍ସ୍ଟଣ ବତନରେ ଦାସ୍ଯକର୍ମ କରିଅଛି। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସକଳ କାର୍ୟ୍ଯ ରେ ତୁମ୍ଭକୁ ଆଶୀର୍ବାଦ କରିବେ।

ଆୟୁବ ପୁସ୍ତକ 7:1

ଆୟୁବ ଉତ୍ତର ଦଲୋ, ପୃଥିବୀ ରେ କ'ଣ ମନୁଷ୍ଯ ସଂଗ୍ରାମ କରେ ନାହିଁ? ତା'ର ଜୀବନ ହେଉଛି ଜଣେ ବତନେ ପାଉଥିବା ଶ୍ରମିକର ଜୀବନ ସଦୃଶ।

ଆୟୁବ ପୁସ୍ତକ 14:6

ତେଣୁ ହେ ପରମେଶ୍ବର ଆମ୍ଭକୁ ନିରୀକ୍ଷଣ କରିବା ବନ୍ଦ କର। ଆମ୍ଭର କ୍ଷଣିକ ଜୀବନ ଆମ୍ଭକୁ ଏକୁଟିଆ ଉପଭୋଗ କରିବା ପାଇଁ ଦିଅ। ଯେପରି ଦିନ ମଜୁରିଆ କାମ ଶଷେ ପରେ ତା'ର ମଜୁରିକୁ ଉପ ଭୋଗ କରିଥାଏ।

ଯିଶାଇୟ 16:14

ପୁଣି ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, ତିନି ବର୍ଷ ମଧିଅରେ ସହେି ସବୁ ଲୋକମାନେ ଓ ସମାନଙ୍କେର ଗର୍ବ କରୁଥିବା ଜିନିଷଗୁଡ଼ିକ ଲୋପ୍ ପାଇବ। ଅବଶିଷ୍ଟାଂଶ ଏତେ ଅଳ୍ପ ହବେ ଯେ ଗଣନା ୟୋଗ୍ଯ ହବେ ନାହିଁ।'

ଯିଶାଇୟ 21:16

ମାରେପ୍ରଭୁ ସଦାପ୍ରଭୁ ମାେତେ ସଗେୁଡ଼ିକ ଘଟିବ ବୋଲି କହିଲେ। ଏକ ବର୍ଷ ମଧିଅରେ ବତନେ ଜୀବିର ବର୍ଷ ପ୍ରମାଣେ କଦରରେ ସମସ୍ତ ଗୌରବ ଲୁପ୍ତ ହବେ।

Interlinear

Choose Theme