Home Bibles ☰ Books ଯିଶାଇୟ 16:14 · ଓଡ଼ିଆ ବାଇବେଲ
ଯିଶାଇୟ 16:14 · ଓଡ଼ିଆ ବାଇବେଲ

ପୁଣି ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, ତିନି ବର୍ଷ ମଧିଅରେ ସହେି ସବୁ ଲୋକମାନେ ଓ ସମାନଙ୍କେର ଗର୍ବ କରୁଥିବା ଜିନିଷଗୁଡ଼ିକ ଲୋପ୍ ପାଇବ। ଅବଶିଷ୍ଟାଂଶ ଏତେ ଅଳ୍ପ ହବେ ଯେ ଗଣନା ୟୋଗ୍ଯ ହବେ ନାହିଁ।'

Cross references

ଆଦି ପୁସ୍ତକ 31:1

ଦିନେ ଯାକୁବ, ଲାବନର ଓ ତା'ର ପୁତ୍ରମାନେ କଥାବର୍ତ୍ତା ହେଉଥିବାର ଶୁଣିଲେ। ସମାନେେ କହିଲେ, ଯାକୁବ ସବୁକିଛି ନଇେ ୟାଇଛି ଯାହା ତାଙ୍କର ପିତାଙ୍କର ଥିଲା। ଆମ୍ଭମାନଙ୍କ ପିତାଙ୍କଠାରୁ ସବୁ ନଇେ ସେ ଧନୀ ହାଇେଛି।

ଦିତୀୟ ବିବରଣ 15:8

ତୁମ୍ଭେ ସମାନଙ୍କେ ପ୍ରତି କୃପା ଦୃଷ୍ଟି ରଖିବ, ତାହାର ପ୍ରୟୋଜନ ଅନକ୍ସ୍ଟସା ରେ ତୁମ୍ଭେ ତାଙ୍କୁ ୟଥେଷ୍ଟ ରୂପେ ଋଣ ଦବେ।

ଏଷ୍ଟର ବିବରଣ 5:11

ଆଉ ହାମନ୍ ଆପଣା ଧନ ଓ ଐଶ୍ବର୍ୟ୍ଯର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦଇେଛନ୍ତି। ଏହିସବୁ ବିଷଯ ସମାନଙ୍କେୁ ଶୁଣାଇଲା।

ଆୟୁବ ପୁସ୍ତକ 7:1

ଆୟୁବ ଉତ୍ତର ଦଲୋ, ପୃଥିବୀ ରେ କ'ଣ ମନୁଷ୍ଯ ସଂଗ୍ରାମ କରେ ନାହିଁ? ତା'ର ଜୀବନ ହେଉଛି ଜଣେ ବତନେ ପାଉଥିବା ଶ୍ରମିକର ଜୀବନ ସଦୃଶ।

ଯିଶାଇୟ 7:16

ବାଳକଟି ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ଅଗ୍ରାହ୍ଯ କରିବା ଜାଣିବା ପୂର୍ବରୁ ତୁମ୍ଲଭମାଲନ ଇଫ୍ରଯିମକୁ ଓ ଅରାମକୁ ତ୍ଯାଗ କରିବା।

ଯିଶାଇୟ 15:5

ମାରହେୃଦଯ ମାୟୋବ ପାଇଁ ବିଳାପ କରୁଛି। ଲୋକମାନେ ଇଗ୍ନତ୍-ଶଲୀଶୀଯା ଓ ଦୂରସ୍ଥ ସୋଯରକୁ ନିରାପତ୍ତା ପାଇଁ ପଳାଯନ କରୁଛନ୍ତି। ସମାନେେ ରୋଦନ କରି କରି ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି। ହୋରୋନଯିମ ପଥରେ ଯାଉଥିଲା ବେଳେ ଉଚ୍ଚ ସ୍ବର ରେ ବିଳାପ କରୁଛନ୍ତି।

ଯିଶାଇୟ 17:4

ସହେି ସମୟରେ ଯାକୁବର ଗୌରବ ଲୋପ ପାଇବ। ଯାକୁବର ସ୍ଥୁଳତା ହ୍ରାସ ପାଇବ ଓ ସେ ଦୁର୍ବଳ ଓ କ୍ଷୀଣ ଦଖାୟିବେ।

ଯିଶାଇୟ 21:16

ମାରେପ୍ରଭୁ ସଦାପ୍ରଭୁ ମାେତେ ସଗେୁଡ଼ିକ ଘଟିବ ବୋଲି କହିଲେ। ଏକ ବର୍ଷ ମଧିଅରେ ବତନେ ଜୀବିର ବର୍ଷ ପ୍ରମାଣେ କଦରରେ ସମସ୍ତ ଗୌରବ ଲୁପ୍ତ ହବେ।

ଯିଶାଇୟ 23:9

ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ, ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି।

ଯିଶାଇୟ 25:10

ଏହି ପର୍ବତ ଉପ ରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହବେ। ମାତ୍ର ଖାତକୁଣ୍ଡ ରେ କୁଟା ଦଳିତ ହେଲାପରି ମାୟୋବ ନିଜ ସ୍ଥାନ ରେ ଦଳିତ ହବେ।

ଯିରିମିୟ 9:23

ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।

ଯିରିମିୟ 48:42

ମାୟୋବ ଲୁପ୍ତ ହବେ ଓ ସେ ଏକ ଗୋଷ୍ଠୀ ହାଇେ ରହିବ ନାହିଁ। କାରଣ ସେ ସଦାପ୍ରଭୁଙ୍କଠାରୁ ନିଜକୁ ବଡ଼ ମନେ କରେ।

ଯିରିମିୟ 48:46

ହେ ମାୟୋବ, ତୁମ୍ଭକୁ ଧିକ୍, କମାେଶର ଲୋକମାନେ ବିନଷ୍ଟ ହେଲେ। କାରଣ ତୁମ୍ଭର ପୁତ୍ରକନ୍ଯାମାନେ ବନ୍ଦୀ ହାଇେ ବନ୍ଦୀତ୍ବ ସ୍ଥାନକୁ ନୀତ ହେଲେ।

Interlinear

Choose Theme