ଲେବୀୟ ପୁସ୍ତକ 25:53 · ଓଡ଼ିଆ ବାଇବେଲ
ମାତ୍ର ସହେି ବ୍ଯକ୍ତି ତା' ସହିତ ଜଣେ କ୍ଷଣସ୍ଥାଯୀ ଘରୋଇ ସାହାୟ୍ଯକାରୀ ହିସାବ ରେ ରହିବ। ତୁମ୍ଭ ସାକ୍ଷାତ ରେ ତାହା ଉପରେ କହେି କଠାେର କତ୍ତୃର୍ତ୍ବ କରିପାରିବେ ନାହିଁ।
Cross references
ଲେବୀୟ ପୁସ୍ତକ 25:43
ତୁମ୍ଭେ ତାକୁ ଜଣେ ନିଷ୍ଠୁର ସ୍ବାମୀରୂପେ ବ୍ଯବହାର କରିବ ନାହିଁ। ତୁମ୍ଭେ ତୁମ୍ଭର ପରମେଶ୍ବରଙ୍କୁ ଭକ୍ତି କରିବ।
ଲେବୀୟ ପୁସ୍ତକ 25:46
ତୁମ୍ଭମାନେେ ନିଜ ଅନ୍ତେ ଆପଣା ଭବିଷ୍ଯତ ସନ୍ତାନଗଣ ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତିରୂପେ ସମାନଙ୍କେୁ ଦଇପୋରିବ। ସମାନେେ ତୁମ୍ଭମାନଙ୍କର ଓ ତୁମ୍ଭର ପରିବାରର ସବୁଦିନ ପାଇଁ ଦାସ ହାଇେ ରହିବେ। ମାତ୍ର ତୁମ୍ଭମାନେେ ନିଜ ଭ୍ରାତା ଇଶ୍ରାୟେଲ ଲୋକମାନଙ୍କ ଉପରେ କଠାେର କତ୍ତୃର୍ତ୍ବ କରିବ ନାହିଁ।