ପରମେଶ୍ବର ପ୍ରତିଜ୍ଞା ଅନୁସାରେ ଅବ୍ରହାମ ସହେି ସ୍ଥାନ ରେ ରହିଲେ। ସେ ଜଣେ ଯାତ୍ରୀ ଭଳି ରହିଲେ, ଜଣେ ବାସିନ୍ଦା ଭଳି ନୁହେଁ। ବିଶ୍ବାସ ଥିବା ହତେୁ ସେ ଏପରି କଲେ। ଇସ୍ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁ ରେ ରହିଲେ। ଇସ୍ହାକ ଓ ଯାକୁବ ମଧ୍ଯ
Cross references
ଏହାପରେ ଅବ୍ରାମ ସହେି ସ୍ଥାନ ଛାଡ଼ି ବୈଥଲରେ ପୂର୍ବ ଆଡ଼େ ପର୍ବତକୁ ୟାଇ ନିଜର ତମ୍ବୁ ସ୍ଥାପଲ କଲେ। ସଠାେରେ ପଶ୍ଚିମ ରେ ବୈଥେଲ୍ ଓ ପୂର୍ବ ଦିଗ ରେ ଅଯ ନଗର ଥିଲା। ଏବଂ ସହେିଠା ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ନିର୍ମାଣ କରି ସଦାପ୍ରଭୁଙ୍କ ନାମ ରେ ପ୍ରାର୍ଥନା କଲେ।
ଅବ୍ରାମ ତାଙ୍କର ୟାତ୍ରା ଚ଼ାଲୁ ରଖିଥିଲେ। ସେ ଦକ୍ଷିଣରୁ ବୈଥଲେ ଆଡ଼କୁ ଗଲେ। ସେ ବୈଥଲେ ଓ ଅଯର ମଧ୍ଯବର୍ତ୍ତୀ ଯେଉଁ ସ୍ଥାନ ରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପନ ହାଇେଥିଲା ସହେିଠାକୁ ଗଲେ।
ତେଣୁ ଅବ୍ରାମ ତାଙ୍କର ତମ୍ବୁକୁ ସ୍ଥାନାନ୍ତର କଲେ। ସେ ହିବ୍ରୋଣ ନିକଟସ୍ଥ ମମ୍ରି ରେ ଆଲୋନ୍ ବୃକ୍ଷମୂଳକୁ ୟାଇ ସଠାେରେ ବାସ କଲେ। ସହେି ସ୍ଥାନ ରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା ପାଇଁ, ଗୋଟିଏ ୟଜ୍ଞବଦେୀ ସ୍ଥାପନ କଲେ।
ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶ ରେ ଅସ୍ଥାଯୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହବେ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦବେି ଏବଂ ମୁଁ ସମାନଙ୍କେର ପରମେଶ୍ବର ହବେି।
ଏହାପରେ, ପୁନଃର୍ବାର ସଦାପ୍ରଭୁ ଅବ୍ରହାମଙ୍କୁ ମମ୍ରିର ଆଲୋନ ବୃକ୍ଷ ନିକଟରେ ଦଖାଦେେଲେ। ମଧ୍ଯାନ୍ନ ସମୟରେ ଅବ୍ରହାମ ତାଙ୍କର ଦମ୍ବୁର ଦ୍ବାର ଦେଶ ରେ ବସିଥିଲେ।
ଅବ୍ରହାମ ଶିଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, ତିନି ସରେ ଉତ୍ତମ ମଇଦା ନଇେ ଛାଣି ଶିଘ୍ର ରୋଟି ପ୍ରସ୍ତୁତ କର।
ଏହାପରେ ସହେି ଲୋକମାନେ ପଚାରିଲେ, ତୁମ୍ଭର ସ୍ତ୍ରୀ ସାରା କେଉଁଠା ରେ?
ଏବଂ ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶ ରେ ବହୁଦିନ ବାସ କଲେ।
ମୁଁ ତୁମ୍ଭମାନଙ୍କ ଦେଶ ରେ ଏକା ବିଦେଶୀ ଅଟେ। ମାରେ ସ୍ତ୍ରୀକୁ କବର ଦବୋପାଇଁ ସ୍ଥାନ ମାରେ ନାହିଁ। ଦୟାକରି ମାେତେ ମାରେ ସ୍ତ୍ରୀ ପାଇଁ କବର ସ୍ଥାନ ରେ ଅଧିକାର ଦିଅନ୍ତୁ।
ଏହାପରେ ବାଳକମାନେ ବଢ଼ିଲେ ଏବଂ ଏଷୌ ମୃଗଯା ରେ ଜଣେ ନିପୁଣ ଓ ବନବିହାରୀ ହେଲା। ଯାକୁବ ଜଣେ ମୃଦୁ ମନୁଷ୍ଯ ବ୍ଯକ୍ତି ତମ୍ବୁ ରେ ବାସ କଲା।
ତୁମ୍ଭେ ଏହି ଦେଶ ରେ ପ୍ରବାସ କର। ତହିଁରେ ମୁଁ ତୁମ୍ଭକୁ ସାହାୟ୍ଯ ଓ ଆଶୀର୍ବାଦ କରିବି। ପୁଣି ମୁଁ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦବେି। ତୁମ୍ଭ ପିତା ଅବ୍ରାହାମଙ୍କ ନିକଟରେ କରିଥବା ଶପଥ ମୁଁ ସଫଳ କରିବି।
ପରମେଶ୍ବର ଅବ୍ରହାମଙ୍କୁ ସେ ଆଶୀର୍ବାଦ କଲା ପରି ତୁମ୍ଭଠା ରେ ଓ ତୁମ୍ଭ ବଂଶକୁ ଆଶୀର୍ବାଦ ଦେଉ। ତହିଁରେ ପରମେଶ୍ବର ତୁମ୍ଭର ପ୍ରବାସ ସ୍ଥାନ ଯେଉଁଠା ରେ ତୁମ୍ଭେ ବାସ କରୁଛ। ବର୍ତ୍ତମାନ, ତାହା ପରମେଶ୍ବର ଅବ୍ରହାମଙ୍କୁ ଦଇେଥିଲେ।
ଏବଂ ଯାକୁବ ଦେଖିଲେ ସଦାପ୍ରଭୁ ସହେି ସିଢ଼ି ପାଖ ରେ ଛିଡ଼ା ହାଇେଛନ୍ତି। ସଦାପ୍ରଭୁ କହୁଥିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ବର, ମଧ୍ଯ ଇସ୍ହାକର ପରମେଶ୍ବର। ତୁମ୍ଭେ ଶାଇେଥିବା ଭୂମି ଆମ୍ଭେ ତୁମ୍ଭକୁ ଦବୋ। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ତାହା ଦବୋ।
ତା' ପରଦିନ ଲାବନ ଯାକୁବକୁ ଧରିଲେ। ଯାକୁବ ପର୍ବତ ଉପରେ ତାଙ୍କର ତମ୍ବୁ ପକାଇଲେ। ତେଣୁ ଲାବନ ଏବଂ ତାଙ୍କର ସମସ୍ତ ଲୋକମାନେ ପର୍ବତମଯ ଦେଶ ଗିଲିଯଦ ରେ ଛାଇଣୀ ପକାଇଲେ।
ଏହାପରେ ସେ କିରିଯଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନ ରେ ଅବ୍ରହାମ ଓ ଇସ୍ହାକ ପ୍ରବାସ କରିଥିଲେ, ସହେି ସ୍ଥାନ ରେ ଯାକୁବ ଆପଣା ପିତା ଇସ୍ହାକ୍ ନିକଟରେ ଉପସ୍ଥିତ ହେଲେ।
ଏହାପରେ ଇଶ୍ରାୟେଲ ଯୋଷଫଙ୍କେୁ କହିଲେ, ସର୍ବଶକ୍ତିମାନ ପରମେଶ୍ବର କିଣାନ ଦେଶର ଲୃସ୍ ନାମକ ସ୍ଥାନ ରେ ମାେତେ ଦର୍ଶନ ଦେଲେ, ପରମେଶ୍ବର ସଠାେରେ ମାେତେ ଆଶୀର୍ବାଦ କଲେ।
ପରମେଶ୍ବର ତାହାଙ୍କୁ କିଛି ଦେଲେ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ଯ ନୁହେଁ। ସେତବେେଳେ ତାହାଙ୍କର କିଛି ପିଲାପିଲି ନଥିଲା। ପରମେଶ୍ବର ତାହାଙ୍କୁ ଓ ତାହାଙ୍କର ଭବିଷ୍ଯତ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦବୋପାଇଁ ପ୍ରତିଜ୍ଞା କରିଥିଲେ।
ପରମେଶ୍ବର ନିଜ ପ୍ରତିଜ୍ଞାର ସତ୍ଯତା ପ୍ରମାଣିତ କରିବା ପାଇଁ ଇଚ୍ଛା କଲେ। ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଇଚ୍ଛା କଲେ। ସେ ସମାନଙ୍କେୁ ସ୍ପଷ୍ଟ ଭାବରେ ବୁଝାଇ ଦବୋକୁ ଚାହିଁଲେ ଯେ ତାଙ୍କର ଯୋଜନା ରେ କୌଣସି ପରିବର୍ତ୍ତନ ଘଟେ ନାହିଁ। କାରଣ ପରମେଶ୍ବର ଯାହା କହନ୍ତି, ତାହା ନିଶ୍ଚିତ ହବେ ଏବଂ ଏହା ପ୍ରମାଣିତ କରିବାକୁ ସେ ପ୍ରତିଜ୍ଞା ସହ ଶପଥ ମଧ୍ଯ କରନ୍ତି।