Home Bibles ଲେବୀୟ ପୁସ୍ତକ 23:22 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 23:22 · ଓଡ଼ିଆ ବାଇବେଲ

ଆଉ ତୁମ୍ଭମାନେେ ଶସ୍ଯ କାଟିଲା ବେଳେ, କ୍ଷେତ୍ରରୁ ସମସ୍ତ ଶସ୍ଯ ନିଃଶଷେ କରି କାଟିବ ନାହିଁ। ଆଉ ତଳେ ପଡିଥିବା ଶସ୍ଯକୁ ସାଉଁଟିବ ନାହିଁ। ତୁମ୍ଭମାନେେ ସେସବୁ ଦୁଃଖୀ ଓ ବିଦେଶୀମାନଙ୍କ ପାଇଁ ଛାଡିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

Cross references

ଲେବୀୟ ପୁସ୍ତକ 19:9

ତୁମ୍ଭମାନେେ ଅମଳ ସମୟରେ ଯବେେ ଶସ୍ଯ କାଟୁଛ ତବେେ କ୍ଷେତ୍ରକୁ ନିଃଶଷେ କରି ଶସ୍ଯ କାଟିବ ନାହିଁ। କିମ୍ବା ନିତ ଶସ୍ଯକ୍ଷେତ୍ରରୁ ତ୍ଯକ୍ତ ଶସ୍ଯ ସାଉଣ୍ଟିବା ନାହିଁ।

ଲେବୀୟ ପୁସ୍ତକ 19:10

ପୁଣି ତୁମ୍ଭର ଦ୍ରାକ୍ଷାକ୍ଷେତ୍ରରୁ ସଂପୂର୍ଣ୍ଣ ଦ୍ରାକ୍ଷା ଖୁଣ୍ଟି ତୋଳିବ ନାହିଁ କିମ୍ବା କ୍ଷେତ୍ର ରେ ପଡିଥିବା ଫଳ ସାଉଣ୍ଟିବ ନାହିଁ। ସଗେୁଡିକୁ ଦରିଦ୍ର ଓ ବିଦେଶୀମାନଙ୍କ ପାଇଁ ଛାଡିଦବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଦିତୀୟ ବିବରଣ 16:11

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମ ପାଇଁ ଯେଉଁ ସ୍ଥାନ ନିର୍ଣଯ କରିବେ, ସହେି ସ୍ଥାନ ରେ ତାଙ୍କ ସମ୍ମକ୍ସ୍ଟଖ ରେ ତୁମ୍ଭେ ଓ ତକ୍ସ୍ଟମ୍ଭ ପକ୍ସ୍ଟତ୍ର ତୁମ୍ଭର କନ୍ଯା ଓ ତୁମ୍ଭର ଦାସ ଦାସୀ, ତକ୍ସ୍ଟମ୍ଭ ନଗର ଦ୍ବାରର ଲବେୀୟ ଲୋକ ଓ ତକ୍ସ୍ଟମ୍ଭ ମଧିଅରେ ଥିବା ବିଦେଶୀଯ ଲୋକ, ପିତୃହୀନ, ବିଧବା ସମସ୍ତେ ଆନନ୍ଦ କରିବ।

ଦିତୀୟ ବିବରଣ 24:19

ତୁମ୍ଭେ ଆପଣା କ୍ଷେତ୍ର ରେ ଶସ୍ଯ କାଟିବା ବେଳେ ଗୋଟିଏ ବିଡା କ୍ଷେତ୍ର ରେ ପାସୋରି ଆସିଲେ ତାହା ଆଣିବା ପାଇଁ ଫରେିୟିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହବେ। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତକୃତ ସମସ୍ତ କର୍ମ ରେ ତୁମ୍ଭକୁ ଆଶୀର୍ବାଦ କରିବେ।

ରୂତର ବିବରଣ 2:3

ତେଣୁ ଋତ କ୍ଷତକେକ୍ସ୍ଟ ଗଲା। ସେ ଶ୍ରମିକମାନଙ୍କୁ ଅନକ୍ସ୍ଟସରଣ କରି ସମସ୍ତ ଶସ୍ଯ ସାଉଁଟିବାକକ୍ସ୍ଟ ଲାଗିଲା। ଯେଉଁ ସବୁକକ୍ସ୍ଟ ଶ୍ରମିକମାନେ ଛାଡି ୟାଇଥିଲେ, ସହେି ଶସ୍ୟଗୁଡ଼ିକ ସେ ସଂଗ୍ରହ କରୁଥିଲେ। ଏହି ଘଟଣା ବୋୟଜର କ୍ଷତେ ରେ ଘଟିଥିଲା ୟିଏକି ଏଲିମଲକରେ ପରିବାରର ଥିଲା।

ରୂତର ବିବରଣ 2:15

ଏହାପରେ ଋତ ଉଠି କାର୍ୟ୍ଯକକ୍ସ୍ଟ ଗଲା।

ଆୟୁବ ପୁସ୍ତକ 31:16

ମୁଁ କବେେ ଗରିବ ଲୋକକୁ ସାହାୟ୍ଯ କରିବାକୁ ମନା କରିନାହିଁ। ବିଧବାମାନଙ୍କୁ ସମାନଙ୍କେ ଦରକାର ମୁତାବକ ଦଇେଛି।

ଗୀତସଂହିତା 41:1

ଯେଉଁ ବ୍ଯକ୍ତି ଗରିବ ଲୋକମାନଙ୍କୁ ସାହାୟ୍ଯ କରେ, ସେ ଅନକେ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ। ଯେତବେେଳେ ବିପଦ ଆସେ ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି।

ଗୀତସଂହିତା 112:9

ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ, ତା'ର ଧର୍ମ ଏକ। ଚିରକାଳସ୍ଥାଯୀ। ସେ ବିଜଯ ଏବଂ ସମ୍ମାନ ପାଇବ।

ହିତୋପଦେଶ 11:24

କହେି କହେି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କହେି କହେି ଉଚିତ୍ ବ୍ଯଯ ଅସ୍ବୀକାର କଲେ ହେଁ ତହିଁରୁ କବଳେ ଅଭାବ ଜନ୍ମେ।

ଯିଶାଇୟ 58:7

ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦବୋର ଓ ତୁମ୍ଭର ନିଜ ବଂଶୀଯ ଲୋକଠାରୁ ନିଜକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?'

ଯିଶାଇୟ 58:10

ପୁଣି ଯଦି ତୁମ୍ଭେ କ୍ଷୁଧିତକୁ ତୁମ୍ଭର ଖାଦ୍ୟ ଦଇେଥିବ ଓ ଦୁଃଖିତର ପ୍ରାଣକୁ ତୃପ୍ତ କରିଥିବ ତବେେ ତୁମ୍ଭେ ଅନ୍ଧକାର ରେ ଦୀପ୍ତିମାନ ହବେ ଏବଂ ତୁମ୍ଭ ଚାରିଦିଗ ରେ ଥବା ଗାଢ଼ ଅନ୍ଧକାର ଦ୍ବିପହରର ସୂର୍ୟ୍ଯ ପରି ଦଖାୟିବେ।

ଲୂକଲିଖିତ ସୁସମାଚାର 11:41

ଏଣୁ ତୁମ୍ଭମାନଙ୍କ ଭିତ ରେ ଥିବା ବିଷୟଗୁଡିକ ପ୍ରତି ଦୃଷ୍ଟି ଦିଅ। ଯେଉଁ ଲୋକମାନେ ସାହାୟ୍ଯ ଲୋଡନ୍ତି, ସମାନଙ୍କେୁ ସାହାୟ୍ଯ କର। ତା ହେଲେ ତୁମ୍ଭମାନେେ ସମ୍ପୂର୍ଣ୍ଣରୂପେ ପରିଷ୍କାର ଓ ପବିତ୍ର ହାଇଯେିବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 9:5

ସେଥିପାଇଁ ମୁଁ ଭାବିଲି ଯେ, ତୁମ୍ଭମାନେେ ଆସିବା ପୂର୍ବରୁ ମୁଁ ସହେି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ୟିବାପାଇଁ କହିବି। ତାହାହେଲେ ତୁମ୍ଭମାନେେ ଯେଉଁ ଦାନ ଦବୋପାଇଁ ପ୍ରତିଶ୍ରୁତି ଦଇେଥିଲ, ତାହା ସମାନେେ ପ୍ରସ୍ତୁତ କରି ରଖିବେ। ଆମ୍ଭେ ଆସିଲା ବେଳେ ସହେି ଦାନଗୁଡ଼ିକ ପ୍ରସ୍ତୁତ ଥିବ। ତୁମ୍ଭମାନଙ୍କ ଏହି ଦାନ ସ୍ବେଚ୍ଛାକୃତ ହେଉ, କୃପଣମୂଳକ ନ ହେଉ।

Interlinear

Choose Theme