Home Bibles ☰ Books ଲେବୀୟ ପୁସ୍ତକ 16:33 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 16:33 · ଓଡ଼ିଆ ବାଇବେଲ

ଆଉ ସେ ମହାପବିତ୍ର ସ୍ଥାନ, ସମାଗମ ତମ୍ବୁ ଓ ୟଜ୍ଞବଦେୀ ନିମନ୍ତେ ପ୍ରାଯଶ୍ଚିତ କରିବ। ଆଉ ମଧ୍ଯ ସେ ଯାଜକଗଣ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାଯଶ୍ଚିତ କରିବ।

Cross references

ଯାତ୍ରା ପୁସ୍ତକ 20:25

ଯବେେ ତୁମ୍ଭେ ଆମ୍ଭ ନିମନ୍ତେ ପ୍ରସ୍ତର ବଦେୀ ନିର୍ମାଣ କରିବ, ତବେେ ଖାଦେିତ ପ୍ରସ୍ତର ରେ ତାହା ନିର୍ମାଣ କରିବ ନାହିଁ। କାରଣ ତହିଁ ଉପରେ ଆପଣା ଅସ୍ତ୍ର ଉଞ୍ଚାଇଲେ, ତାହା ଅପବିତ୍ର ହବେ। ଏହା ଆଉ ଗ୍ରହଣ ଯୋଗ୍ଯ ହବେ ନାହିଁ।

ଲେବୀୟ ପୁସ୍ତକ 16:6

ତା'ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥି ରେ ପ୍ରାଯଶ୍ଚିତ କରିବ।

ଲେବୀୟ ପୁସ୍ତକ 16:11

ତା'ପରେ ହାରୋଣ ନିଜ ପାଇଁ ପାପାର୍ଥକ ବଳିର ଯେଉଁ ଗୋବତ୍ସ ଆଣିଥିଲେ, ନିଜ ପାଇଁ ଓ ନିଜ ଘର ପାଇଁ ପ୍ରାଯଶ୍ଚିତ କରିବ, ପୁଣି ନିଜ ପାପର୍ଥକ ବଳିର ସହେି ଗୋବତ୍ସକୁ ବଧ କରିବେ।

ଲେବୀୟ ପୁସ୍ତକ 16:16

ଏହିରୂପେ ହାରୋଣ ମହାପବିତ୍ର ସ୍ଥାନକୁ େଶୗଚ କରିବ। ଇଶ୍ରାୟେଲ ଲୋକମାନଙ୍କ ଅ େଶୗଚ ଓ ପାପ ପାଇଁ ସେ ପ୍ରାଯଶ୍ଚିତ କରିବ। ହାରୋଣ ସମାଗମ ତମ୍ବୁ ପାଇଁ ସହେିପରି କରିବ, କାରଣ ଏହା ଅ େଶୗଚ ମଧିଅରେ ସମାନଙ୍କେ ସହିତ ବାସ କରେ।

ଲେବୀୟ ପୁସ୍ତକ 16:18

ଆଉ ସେ ବାହାରକୁ ଆସି ସମ୍ମୁଖସ୍ଥିତ ୟଜ୍ଞବଦେୀ ପାଖକୁ ୟାଇ ତହିଁ ନିମନ୍ତେ ପ୍ରାଯଶ୍ଚିତ କରିବ। ପୁଣି ଗୋବତ୍ସ ଓ ଛାଗର କିଛି ରକ୍ତ ନଇେ ୟଜ୍ଞବଦେୀର ଶୃଙ୍ଗ ଉପରେ ଚାରିଆଡେ ଦବେ।

ଲେବୀୟ ପୁସ୍ତକ 16:24

ତା'ପରେ ସେ କୌଣସି ପବିତ୍ରସ୍ଥାନ ରେ ନିଜର ଶରୀରକୁ ଜଳ ରେ ଧେ ୗତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ, ପୁଣି ନିଜର ହାମବେଳି ଓ ଲୋକମାନଙ୍କର ହାମବେଳି ଉତ୍ସର୍ଗ କରି ନିଜ ପାଇଁ ଓ ଲୋକମାନଙ୍କ ପାଇଁ ପ୍ରାଯଶ୍ଚିତ କରିବ।

ଲେବୀୟ ପୁସ୍ତକ 23:28

ସହେିଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବ ନାହିଁ। କାରଣ ଏହା ପ୍ରାଯଶ୍ଚିତ୍ତର ଦିନ। ସଦେିନ ଯାଜକ ସଦାପ୍ରଭୁଙ୍କ ସମ୍ମୁଖକୁ ୟାଇ ତୁମ୍ଭମାନଙ୍କର ପ୍ରାଯଶ୍ଚିତ୍ତ କରିବ।

Interlinear

Choose Theme