Home Bibles ଲେବୀୟ ପୁସ୍ତକ 16:6 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 16:6 · ଓଡ଼ିଆ ବାଇବେଲ

ତା'ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥି ରେ ପ୍ରାଯଶ୍ଚିତ କରିବ।

Cross references

ଲେବୀୟ ପୁସ୍ତକ 8:14

ତା'ପରେ ମାଶାେ ପାପାର୍ଥକ ବଳିର ଗୋବତ୍ସ ଆଣିଲେ। ତା'ପରେ ହାରୋଣ ଓ ତାଙ୍କର ପୁତ୍ରଗଣ ସହେି ପାପାର୍ଥକ ବଳିର ଗୋବତ୍ସ ମସ୍ତକ ଉପରେ ହସ୍ତ ରଖିଲେ।

ଲେବୀୟ ପୁସ୍ତକ 9:7

ତା'ପରେ ମାଶାେ ହାରୋଣଙ୍କୁ କହିଲେ, ୟଜ୍ଞବଦେୀ ନିକଟକୁ ଆସ ଓ ଲୋକମାନଙ୍କ ଦ୍ବାରା କରାୟାଇଥିବା ପାପର ପା୍ରଯଶ୍ଚିତ ପାଇଁ ପାପାର୍ଥକ ବଳି ଓ ହାମବେଳି ଉତ୍ସର୍ଗ କର। ତା'ପରେ ଲୋକମାନଙ୍କର ଉପହାର ଉତ୍ସର୍ଗ କର ଓ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ତୁମ୍ଭକୁ ଏହା କରିବା ପାଇଁ ଆଜ୍ଞା ଦଇେଛନ୍ତି।

ଏଜ୍ରା 10:18

ଯାଜକମାନଙ୍କ ବଂଶଗଣ ମଧ୍ଯରୁ ଯେଉଁମାନେ ଅନ୍ୟ ଦେଶୀଯା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନେେ ହେଲ ଯଥା:

ଆୟୁବ ପୁସ୍ତକ 1:5

ଆୟୁବ ଉତ୍ସବ ପରଦିନ ପ୍ରାତଃକାଳରୁ ଶୟ୍ଯା ତ୍ଯାଗ କରି ତା'ର ପ୍ରେତ୍ୟକକ ପୁଅର ମଙ୍ଗଳ ପାଇଁ ପରମେଶ୍ବରଙ୍କ ନିକଟରେ ହାମବେଳି ଅର୍ପଣ କରୁଥିଲା। ସେ ଭାବୁଥିଲା, ମାେ ପିଲାମାନେ ହୁଏତ ହୃଦଯ ରେ ପାପକରି ପରମେଶ୍ବରଙ୍କୁ ଶାପ ଦଇେଥାଇ ପାରନ୍ତି। ଆୟୁବ ପ୍ରେତ୍ୟକକ ଥର ଏପରି କଲେ।

ଯିହିଜିକଲ 43:19

ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ସାଦୋକ ବଂଶଜାତ ଯେଉଁ ଲବେୀୟ ଯାଜକଗଣ ଆମ୍ଭର ପରିଚର୍ୟ୍ଯା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି ସମାନଙ୍କେୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ୟୁବା ବୃଷଭ ଦବେ।'

ଯିହିଜିକଲ 43:27

ସାତଦିନ ପ ରେ ଅଷ୍ଟମ ଦିନରୁ ଯାଜକମାନେ ୟଜ୍ଞବଦେୀ ଉପ ରେ ତୁମ୍ଭମାନଙ୍କର ହାମାେର୍ଥକ ବଳି ଓ ସହଭାଗିତାର ବଳି ଉତ୍ସର୍ଗ କରିବେ। ତା'ପ ରେ ମୁଁ ତୁମ୍ଭକୁ ଗ୍ରହଣ କରିବି। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।

ଏବ୍ରୀ 5:2

ଅନ୍ୟ ଲୋକମାନଙ୍କ ଭଳି ମହାୟାଜକର ମଧ୍ଯ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦଖାଇବୋକୁ ସମର୍ଥ।

ଏବ୍ରୀ 7:27

ସେ ଅନ୍ୟ ଯାଜକମାନଙ୍କ ଭଳି ନୁହଁନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ଯକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସମାନଙ୍କେୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।

ଏବ୍ରୀ 9:7

କିନ୍ତୁ ଦ୍ବିତୀୟ ବଖରା ଭିତରକୁ କବଳେ ବର୍ଷ ରେ ଥରେ ମହାୟାଜକ ଯାଇ ପାରୁଥିଲେ। ମହାୟାଜକ ଉତ୍ସର୍ଗ କରିବାର ରକ୍ତ ନ ନଇେ କଦାପି ସଠାେରେ ପ୍ରବେଶ କରନ୍ତି ନାହିଁ। ଯାଜକ ନିଜର ଲୋକମାନଙ୍କ ଆଜ୍ଞାନକୃତ ପାପ ନିମନ୍ତେ ସହେି ରକ୍ତ ପରମେଶ୍ବରଙ୍କୁ ଅର୍ପଣ କରୁଥିଲେ।

Interlinear

Choose Theme