Home Bibles ଲେବୀୟ ପୁସ୍ତକ 14:30 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 14:30 · ଓଡ଼ିଆ ବାଇବେଲ

ପୁଣି ସେ ତା'ର ପ୍ରାପ୍ତିର ସାଧ୍ଯ ଅନୁସାରେ ସେ ଦୁଇ କପୋତ ବା ଦୁଇ ପାରା ଛୁଆ ମଧ୍ଯରୁ ଗୋଟିଏ ଉତ୍ସର୍ଗ କରିବ।

Cross references

ଲେବୀୟ ପୁସ୍ତକ 12:8

ଯାଜକ ସଗେୁଡିକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍ ଏବଂ ଏହି ପ୍ରକାର ତା'ର ପ୍ରଯଶ୍ଚିତ ହୁଏ ଏବଂ ତା'ର ଶୁଦ୍ଧି ହୁଏ। ପୁତ୍ର ବା କନ୍ଯା ପ୍ରସବକାରିଣୀ ସ୍ତ୍ରୀ ପ୍ରତି ଶୁଚି ନିମନ୍ତେ ଏହିସବୁ ବ୍ଯବସ୍ଥା ଅଟେ।

ଲେବୀୟ ପୁସ୍ତକ 14:22

ପୁଣି ସହେି ଦରିଦ୍ର ଲୋକର ପ୍ରାପ୍ତିର ସାଧ୍ଯ ଅନୁସାରେ ଦୁଇଟି କପୋତ କିମ୍ବା ଦୁଇଟି ପାରା ଆଣିବ। ଆଉ ସେଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହାମବେଳି ହବେ।

ଲେବୀୟ ପୁସ୍ତକ 15:14

ଅଷ୍ଟମ ଦିନ ରେ ସହେି ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେ ସମାଗମ ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ଯାଜକକୁ ଅର୍ପଣ କରିବ।

ଲେବୀୟ ପୁସ୍ତକ 15:15

ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଆଉ ସହେି ଲୋକ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ ହବେ। କାରଣ ତାଙ୍କର କ୍ଷରଣ ପାଇଁ।

ଲୂକଲିଖିତ ସୁସମାଚାର 2:24

ପ୍ରଭୁଙ୍କ ନିୟମ ରେ ଆହୁରି ମଧ୍ଯ ଲଖାେଅଛି: ତୁମ୍ଭକୁ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ମଧ୍ଯ ବଳି ଦବୋକୁ ହବେ। ତେଣୁ ଏହି ବ୍ଯବସ୍ଥା ଅନୁସାରେ ବଳି ଦବୋ ନିମନ୍ତେ ୟୋ ସଫେ ଓ ମରିୟମ ୟିରୂଶାଲମକୁ ଗଲେ।

ରୋମୀୟଙ୍କ ପ୍ରତି ପତ୍ର 8:3

ଆମ୍ଭର ପାପପୂର୍ଣ ସ୍ବଭାବ ଦ୍ବରା ବ୍ଯବସ୍ଥା ଶକ୍ତି ହୀନ ହାଇପୋ ରେ। କିନ୍ତୁ ବ୍ଯବସ୍ଥା ଯାହା କରି ପାରି ନଥିଲା, ତାହା ପରମେଶ୍ବର କଲେ। ପରମେଶ୍ବର ନିଜ ପୁତ୍ରକୁ ସଇେ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମ ରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ବର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ଯବହାର କଲେ।

Interlinear

Choose Theme