Home Bibles ☰ Books ଲେବୀୟ ପୁସ୍ତକ 14:22 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 14:22 · ଓଡ଼ିଆ ବାଇବେଲ

ପୁଣି ସହେି ଦରିଦ୍ର ଲୋକର ପ୍ରାପ୍ତିର ସାଧ୍ଯ ଅନୁସାରେ ଦୁଇଟି କପୋତ କିମ୍ବା ଦୁଇଟି ପାରା ଆଣିବ। ଆଉ ସେଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହାମବେଳି ହବେ।

Cross references

ଲେବୀୟ ପୁସ୍ତକ 5:7

ଯଦି ସେ ମଷେ ଶାବକ ଦବୋକୁ ଅକ୍ଷମ ଦବେେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହାମବେଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।

ଲେବୀୟ ପୁସ୍ତକ 15:14

ଅଷ୍ଟମ ଦିନ ରେ ସହେି ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେ ସମାଗମ ତମ୍ବୁ ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖ ରେ ଯାଜକକୁ ଅର୍ପଣ କରିବ।

ଗୀତସଂହିତା 68:13

ଘରେ ରହୁଥିବା ଲୋକମାନେ ମଧ୍ଯ ଧନ ଭାଗ ପାଇବେ। ସମାନେେ ରେ ୗପ୍ୟ ମଣ୍ଡିତ କପୋତର ଡ଼ଣୋ ପାଇବେ। ସମାନେେ ସୁବର୍ଣ୍ଣରେ ଝଲମଲ କରୁଥିବା ଡ଼ଣୋ ପାଇବେ।

ପରମଗୀତ 2:14

ହେ ମାରେ କପୋତି, ତୁମ୍ଭେ ଶୈଳର ଫାଟ ରେ ଗଡ଼ନ୍ତି ସ୍ଥାନର ଅନ୍ତରାଳ ରେ ଅଛ। ମାେତେ ତୁମ୍ଭ ରୂପ ଦେଖିବାକୁ ଦିଅ। ମାେତେ ତୁମ୍ଭ ରବ ଶୁଣିବାକୁ ଦିଅ। କାରଣ ତୁମ୍ଭର ରବ ସୁମିଷ୍ଟ ଓ ତୁମ୍ଭର ରୂପ ମ ନୋହର।

ଯିଶାଇୟ 38:14

ମୁଁ କପୋତ, ଚାତକ ଓ ସାରସ ପକ୍ଷୀପରି ଶବ୍ଦ କଲି। ଉପରକୁ ଦୃଷ୍ଟି କରି କରି ମାରଚେକ୍ଷୁ କ୍ଲାନ୍ତ ହାଇଗେଲା। ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ, ତୁମ୍ଭେ ମାେତେ ସାହାୟ୍ଯ କର।'

ଯିଶାଇୟ 59:11

ଆମ୍ଭମାନେେ ନ୍ଯାଯ ପାଇଁ ଭାଲୁପରି ଗର୍ଜନ କରୁ ଓ କପୋତ କରି ଅତିଶଯ ବିଳାପ କରୁ। ଆମ୍ଭମାନେେ ନ୍ଯାଯକୁ ଅପେକ୍ଷା କରୁଁ ମାତ୍ର ତାହା ନ ଥାଏ। ପୁଣି ପରିତ୍ରାଣକୁ ଅପେକ୍ଷା କରୁ ମାତ୍ର ତାହା ଆମ୍ଭଠାରୁ ଦୂ ରଇେ ଥାଏ।

ଯିରିମିୟ 48:28

ହେ ମାୟୋବ ନିବାସୀଗଣ, ତୁମ୍ଭମାନେେ ତୁମ୍ଭମାନଙ୍କ ନଗରସବୁ ତ୍ଯାଗ କରି ଶୈଳମାନଙ୍କ ରେ ବାସ କର। ଏବଂ ଏକ କପୋତ ପରି ହୁଅ ୟିଏକି ତା'ର ବସା ଗିରିପଥର ମୁହଁ ପାଶର୍‌ବ ରେ ତିଆରି କରେ।

ଯିହିଜିକଲ 7:16

କିନ୍ତୁ ସମାନଙ୍କେ ମଧ୍ଯରୁ ଯେଉଁମାନେ ରକ୍ଷା ପାଇବେ, ସମାନେେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସମାନେେ ସମାନଙ୍କେର ପାପ ପାଇଁ ଶାେକ କରିବେ ଓ ପର୍ବତ ଉପ ରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକା ରେ କପୋତ ବାହୁନିବା ପରି।

Interlinear

Choose Theme