Home Bibles ଲେବୀୟ ପୁସ୍ତକ 1:11 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 1:11 · ଓଡ଼ିଆ ବାଇବେଲ

ପୁଣି ସେ ୟଜ୍ଞବଦେୀର ଉତ୍ତର ପାଶର୍‌ବ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବ। ତା'ପରେ ଯାଜକ ହାରୋଣର ପୁତ୍ରମାନେ ୟଜ୍ଞବଦେୀର ଚତୁର୍ଦ୍ଦିଗ ରେ ତାହାର ରକ୍ତ ସିଞ୍ଚନ କରିବେ।

Cross references

ଯାତ୍ରା ପୁସ୍ତକ 40:22

ଏହାପରେ ମାଶାେ ପରଦା ବାହା ରେ ସମାଗମ ତମ୍ବୁର ଉତ୍ତର ପାଶର୍‌ବ ରେ ମଜେ ରଖିଲେ।

ଲେବୀୟ ପୁସ୍ତକ 1:5

ତା'ପରେ ସେ ଗୋଟିଏ ୟୁବା ଷଣ୍ଢ ସଦାପ୍ରଭୁଙ୍କ ସମ୍ମୁଖ ରେ ବଳିଦାନ କରିବ। ହାରୋଣର ଯାଜକ ପୁତ୍ରଗଣ ରକ୍ତ ଆଣିବେ ଏବଂ ସମାଗମ ତମ୍ବୁର ଦ୍ବାର ନିକଟସ୍ଥ ୟଜ୍ଞବଦେୀ ଉପରେ ଚାରିଆଡେ ଛିଞ୍ଚିବେ।

ଲେବୀୟ ପୁସ୍ତକ 1:7

ଅନନ୍ତର ଯାଜକ ହାରୋଣଙ୍କ ପୁତ୍ରଗଣ ସହେି ୟଜ୍ଞବଦେୀ ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଠ ସଜାଇବେ।

ଲେବୀୟ ପୁସ୍ତକ 6:25

ହାରୋଣ ଓ ତାଙ୍କ ପୁତ୍ରଗଣଙ୍କୁ କୁହ, ପାପରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ପଶୁବଳି ଉତ୍ସର୍ଗ କରିବାର ବ୍ଯବସ୍ଥା। ଯେଉଁ ସ୍ଥାନ ରେ ହାମବେଳି ଉତ୍ସର୍ଗ କରାୟାଏ, ସହେି ସ୍ଥାନ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ପାପମାଚେନ ପାଇଁ ପଶୁ ଉତ୍ସର୍ଗ କରାୟିବ। ଏହା ମହାପବିତ୍ର ଅଟେ।

ଲେବୀୟ ପୁସ୍ତକ 7:2

ଯେଉଁ ସ୍ଥାନ ରେ ଯାଜକ ହାମବେଳି ବଧ କରନ୍ତି, ସହେି ସ୍ଥାନ ରେ ସମାନେେ ଦୋଷାର୍ଥକ ବଳି ବଧ କରିବେ। ତା'ପରେ ଯାଜକ ସହେି ବଳିର ରକ୍ତ ନଇେ ୟଜ୍ଞବଦେୀ ଚାରିପାଖ ରେ ଛିଞ୍ଚିବ।

ଲେବୀୟ ପୁସ୍ତକ 9:12

ତାହାପରେ ହାରୋଣ ହାମବେଳି ପାଇଁ ଗୋବତ୍ସ ବଧ କଲେ। ତାଙ୍କର ପୁତ୍ରମାନେ ତାଙ୍କ ନିକଟକୁ ରକ୍ତ ଆଣିଲେ ଓ ହାରୋଣ ୟଜ୍ଞବଦେୀ ଉପରେ ଚାରିଆଡେ ସିଞ୍ଚନ କଲେ।

ଯିହିଜିକଲ 8:5

ତହୁଁ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଉତ୍ତର ଦିଗକୁ ଦେଖ। ତେଣୁ ମୁଁ ନିରୀକ୍ଷଣ କଲି ଏବଂ ଦେଖିଲି ଯେ, ୟଜ୍ଞବଦେୀ ଫାଟକର ଉତ୍ତର ଦିଗସ୍ଥ ପ୍ରବେଶ ପଥରେ ସହେି ମୂର୍ତ୍ତି ଥିଲା, ଯାହା ପରମେଶ୍ବରଙ୍କୁ କୋରଧିତ ଓ ଇର୍ଷାପରାଯଣ କରିଥିଲା।

Interlinear

Choose Theme