ଆଉ ଏମାନଙ୍କ ଦ୍ବାରା ତୁମ୍ଭମାନେେ ଅଶୁଚି ହବେ, ୟିଏ କହେି ସମାନଙ୍କେର ଶବ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
Cross references
କିମ୍ବା ଯଦି କୌଣସି ବ୍ଯକ୍ତି କିଛି ଅଶୁଚି ଦ୍ରବ୍ଯ ସ୍ପର୍ଶ କରେ ଅର୍ଥାତ୍ ଅଶୁଚି ପଶୁର ଶବ, କି ଅଶୁଚି ଗୋମଷୋଦି ଶବ କି ଅଶୁଚି ଉ ରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ ଓ ଯଦି ସେ ଏହା ଅଜାଣତ ରେ କରିଥାଏ ତଥାପି ସେ ଅପରାଧୀ ହବେ।
ଯଦି କୌଣସି ବ୍ଯକ୍ତି ଅଶୁଚି ବସ୍ତୁ କିମ୍ବା ଅଶୁଚି ପ୍ରାଣୀ କିମ୍ବା କୌଣସି ଘୃଣା ଯୋଗ୍ଯ ଅଶୁଚି ବସ୍ତୁ ସ୍ପର୍ଶ କରେ ତବେେ ସେ ଅପବିତ୍ର ହୁଏ ଓ ଯଦି ସେ ସଦାପ୍ରଭୁଙ୍କ ସମ୍ବନ୍ଧୀଯ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ ତବେେ ସହେି ବ୍ଯକ୍ତି ଆପଣା ଲୋକମାନଙ୍କଠାରୁ ପୃଥକ୍ ରହିବ।
ତୁମ୍ଭମାନେେ ସମାନଙ୍କେର ମାଂସ ଭକ୍ଷଣ କରିବ ନାହିଁ କି ସମାନଙ୍କେର ଶବ ସ୍ପର୍ଶ କରିବ ନାହିଁ। ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି।
ପୁଣି ଚାରିଗୋଡିଆ ବନ୍ଯଜନ୍ତୁମାନଙ୍କ ମଧିଅରେ ଯେଉଁମାନେ ତଳିପାଦ ରେ ଚାଳନ୍ତି, ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି। ୟିଏ କହେି ସମାନଙ୍କେ ଶବ ସ୍ପର୍ଶ କରିବ, ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ଏହି ଉରୋଗାମୀ ଜନ୍ତୁଗୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେେ। ଯେ କହେି ସମାନଙ୍କେର ଶବକୁ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ମାତ୍ର ଯଦି ବିହନ ପାଣି ରେ ଥିବ, ଯବେେ ସମାନଙ୍କେର ଶବର କିଛି ଅଂଶ ପଡେ, ସେସବୁ ବିହନ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେ।
ସହେି ଗୃହ ରୁଦ୍ଧ ଥିଲା ବେଳେ ଯଦି କହେି ସହେି ଘର ଭିତ ରେ ପ୍ରବେଶ କରିଥାଏ, ସହେି ଲୋକ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ଯଦି କୌଣସି ବ୍ଯକ୍ତି ସହେି ବ୍ଯକ୍ତିର ବିଛଣାକୁ ଛୁଏଁ, ତବେେ ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ଆଉ ଯେ କୌଣସି ବସ୍ତୁ ଉପରେ ସହେି କ୍ଷରଣକାରୀ ବସିଥାଏ, ଯଦି ସହେି ବସ୍ତୁ ଉପରେ ଯେ କହେି ବସିବ ସେ ନିଜର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ସନ୍ଧ୍ଯା ପର୍ୟ୍ଯନ୍ତ ସେ ମଧ୍ଯ ଅଶୁଚି ରହିବ।
ଆଉ ଯଦି କହେି କ୍ଷରଣକାରୀଙ୍କୁ ଛୁଇଁବ ତବେେ ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
କ୍ଷରଣକାରୀ ବ୍ଯକ୍ତି ଯଦି ଶୁଚି ଲୋକ ଉପରେ ଛପେ ପକାଏ ତବେେ ସେ ବ୍ଯକ୍ତି ନିଜର ବସ୍ତ୍ର ଧୋଇବ, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ଆଉ ଯଦି କହେି ତାହାର ତଳସ୍ଥ କୌଣସି ବସ୍ତୁକୁ ଛୁଏଁ, ତବେେ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ପୁଣି ୟିଏ କହେି ତାହା ବହନ କରିବ, ସେ ନିଜର ବସ୍ତ୍ର ଧୋଇବ, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ପୁଣି କ୍ଷରଣକାରୀ ନିଜର ହାତ ଜଳ ରେ ନ ଧୋଇ ଯଦି ଅନ୍ୟକୁ ଛୁଏଁ, ତବେେ ସେ ଛୁଇଁଥିବା ଲୋକ ନିଜର ବସ୍ତ୍ର ଧୋଇବ, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଆଉ ସହେି ଲୋକ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ ହବେ। କାରଣ ତାଙ୍କର କ୍ଷରଣ ପାଇଁ।
ଯଦି କୌଣସି ବ୍ଯକ୍ତି ତା'ର ଶୟ୍ଯା ଛୁଇଁବ ସେ ତା'ର ବସ୍ତ୍ର ଧୋଇବ ଓ ସେ ଜଳ ରେ ସ୍ନାନ କରିବ। ଆଉ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ପୁଣି ୟିଏ କହେି ତା'ର ବସିବା ଆସନ ରେ ବସିବ, ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ଆଉ ମଧ୍ଯ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ଆଉ ତା'ର ଶୟ୍ଯା କିମ୍ବା ଆସନ ଉପରେ ଥିବା ଯେକୌଣସି ଜିନିଷ ଜଣେ ଛୁଇଁବ, ତବେେ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ପୁଣି ୟିଏ କହେି ସହେିସବୁ ଜିନିଷ ଛୁଇଁବ, ସେ ଅଶୁଚି ହବେ, ସେ ନିଜର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ପୁଣି ଯେଉଁ ଲୋକ ତ୍ଯାଗର (ଅଜାଜଲେ ରେ) ଛାଗକୁ ନଇେ ଛାଡିଥାଏ ସେ ନିଜର ବସ୍ତ୍ର ଧୋଇ ଜଳ ରେ ସ୍ନାନ କରିବା ଉଚିତ୍। ତା'ପରେ ଛାଉଣୀ ରେ ପ୍ରବେଶ କରିବ।
ଯେଉଁ ଲୋକ ସଗେୁଡିକୁ ଦଗ୍ଧ କରିବ, ସେ ତା'ର ବସ୍ତ୍ର ଧୋଇବା ଉଚିତ୍ ଓ ତା'ର ସମସ୍ତ ଶରୀର ଜଳ ରେ ଭଲ ଭାଗ ରେ ଧୋଇବ ଏବଂ ତା'ପରେ କବଳେ ସେ ଛାଉଣୀ ରେ ପ୍ରବେଶ କରିବ।
ଆଉ ତୁମ୍ଭେ ନିଜ ଲୋକ କି ବିଦେଶୀ ମଧ୍ଯରୁ ଯେ କହେି ସ୍ବଯଂ ମୃତ କିମ୍ବା ପଶୁ ଭୋଜନ କରେ, ତବେେ ସେ ନିଜର ବସ୍ତ୍ର ଧୋଇବା ଉଚିତ୍, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ, ତାହାପରେ ସେ ଶୁଚି ହବେ।
ଅବା ସେ ଯାହା ଦ୍ବାରା ଅଶୁଚି ହାଇପୋ ରେ ଏପରି କୌଣସି ଉରୋଗାମୀ ଜନ୍ତୁକୁ କି କୌଣସି ପ୍ରକାର ଅଶୁଚି ମନୁଷ୍ଯକୁ ଛୁଁଏ।
ଯଦି ସେ ସହେିସବୁ ଦ୍ରବ୍ଯ ଛୁଁଏ ତବେେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ସେ ଆପଣା ଶରୀରକୁ ଜଳ ରେ ନ ଧୋଇବ ପର୍ୟ୍ଯନ୍ତ କୌଣସି ପବିତ୍ର ଖାଦ୍ୟ ଖାଇବ ନାହିଁ।
ତା'ପରେ ସେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ତା'ପରେ ସେ ଛାଉଣୀକି ଆସିବ। ପୁଣି ଯାଜକ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ସଦାପ୍ରଭୁ ସର୍ବଶକ୍ତିମାନ ସ୍ବଯଂ ମାରେକର୍ଣ୍ଣ ରେ ପ୍ରକାଶ କଲେ, ତୁମ୍ଭମାନଙ୍କର ଅପରାଧ ମୃତ୍ଯୁ ପର୍ୟ୍ଯନ୍ତ କ୍ଷମା ପାଇବ ନାହିଁ।' ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।
ମୂର୍ଖଙ୍କ ଭଳି ଆଚରଣ କର ନାହିଁ। ମନ୍ଦ ସଙ୍ଗୀମାନେ ଭଲ ଅଭ୍ଯାସଗୁଡ଼ିକୁ ନଷ୍ଟ କରି ଦବେେ।
ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11
ପୂର୍ବରୁ ତୁମ୍ଭର ପାପ ହତେୁ ଓ ପରମେଶ୍ବରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ୟ୍ଯ ହତେୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା।
ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର।
ତେଣୁ ୟିହୁଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ)289 ବିଷୟ ରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ।
ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁ ବରଣ କରିଛ ଓ ଜଗତର ଅସାର ନିୟମଗୁଡ଼ିକରୁ ମୁକ୍ତ କରାଯାଇଛ। ତଥାପି ତୁମ୍ଭେ ନିଜକୁ ଜଗତର ଲୋକ ବୋଲି ଭାବି କାହିଁକି ଏବେ ମଧ୍ଯ ଏପରି ବ୍ଯବହାର କରୁଛ ? ତୁମ୍ଭେ ନିମ୍ନ ନିୟମଗୁଡ଼ିକ କ'ଣ ପାଇଁ ପାଳନ କରୁଛ :
ଯଦି ଖ୍ରୀଷ୍ଟ ନିଜକୁ ଅନକେ ଥର ସମର୍ପଣ କରି ଥାଆନ୍ତେ, ତା' ହେଲେ ଜଗତ ସୃଷ୍ଟି ହବୋ ଦିନଠାରୁ ତାହାଙ୍କୁ ଅନକେ ଥର ଯାତନା ସହିବାକୁ ପଡ଼ିଥାନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ୟୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ବାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।
ପରମେଶ୍ବର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ଯ ଆଲୋକରେ ବାସ କରିବା ଉଚିତ। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତବେେ ଆମ୍ଭେ ପରସ୍ପର ସହଭାଗୀ ହାଇପୋରିବା। ଯଦି ଆମ୍ଭମାନେେ ଆଲୋକରେ ରହୁ, ତବେେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।