ପୁଣି ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର କନ୍ଯାଗଣ ଝୁଲାୟାଇଥିବା ବକ୍ଷ ଓ ଚଟୁଆ ନଇେ ଏକ ଶୁଚି ସ୍ଥାନ ରେ ଭୋଜନ କରିବ, ଯେ ହତେୁ ଇଶ୍ରାୟେଲ ସନ୍ତାନଗଣର ମଙ୍ଗଳାର୍ଥକ ନବୈେଦ୍ଯ ମଧ୍ଯରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ଯ ଅଂଶ।
Cross references
ଏହିସବୁ ନଇେ ହାରୋଣ ଏବଂ ତା'ର ପୁତ୍ରମାନଙ୍କ ସମ୍ମୁଖ ରେ ହାତ ରେ ଧରିବେ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବିଶିଷ୍ଟ ନବୈେଦ୍ଯ ହବେ।
ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଯେ କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ସେ ଆପଣା ସମାଗମ ବଳିରୁ ସଦାପ୍ରଭୁଙ୍କ ନିକଟକୁ ଆପଣା ନବୈେଦ୍ଯ ଆଣିବ।
ମୁଁ (ସଦାପ୍ରଭୁ) ଇଶ୍ରାୟେଲ ସନ୍ତାନଗଣର ମଙ୍ଗଳାର୍ଥକ ନବୈେଦ୍ଯରୁ ବକ୍ଷ ଓ ଚଟୁଆ ନଇେ ଚିରକାଳ ଦଯେ ରୂପେ ସେସବୁ ଯାଜକ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦଇେଅଛି।
ମାଶାଙ୍କେ ଆଜ୍ଞା ଅନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖ ରେ ବକ୍ଷ ଓ ଡାହାଣ ଚଟୁଆ ଦୋଳନୀଯ ନବୈେଦ୍ଯ ରୂପେ ଦୋଳନ କଲେ।
ମାତ୍ର ଯାଜକର କନ୍ଯା ଯଦି ବିଧବା ବା ପରିତ୍ଯକ୍ତା ହାଇେ ନିଃସନ୍ତାନ ହାଇେଥାଏ ଓ ପୁନର୍ବାର ଆସି ପିତୃଗୃହ ରେ ବାଲ୍ଯାବସ୍ଥାପରି ବାସ କରେ, ତବେେ, ସେ ଆପଣା ପିତାର ଅନ୍ନ ଭୋଜନ କରିବ, ମାତ୍ର ଭିନ୍ନ ବଂଶୀଯ ଲୋକେ ତାହା ଭୋଜନ କରିବେ ନାହିଁ।
ଇଶ୍ରାୟେଲର ଲୋକମାନେ ସମସ୍ତ ଦୋଳନୀଯ ନବୈେଦ୍ଯର ଦାନ ମଧ୍ଯରୁ ଉତ୍ତୋଳନୀଯ ଉପହାର ଆମ୍ଭେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣଙ୍କୁ ଓ ତୁମ୍ଭର କନ୍ଯାମାନଙ୍କୁ ଅନନ୍ତକାଳୀନ ଅଧିକା ରେର୍ଥେ ଦଲେୁ। ତୁମ୍ଭ ପରିବାରର ପ୍ରେତ୍ୟକକ ବିଧିସମ୍ମତ ଶୁଚି ଲୋକ ତାହା ଭୋଜନ କରିପାରିବେ।
ଯୀଶୁ କହିଲେ, ଯେଉଁ ପରମେଶ୍ବର ମାେତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ୟ୍ଯ ପୂର୍ଣ୍ଣ କରିବା ହେଉଛି ମାରେଆହାର।