ଯୀଶୁ କହିଲେ, ଯେଉଁ ପରମେଶ୍ବର ମାେତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ୟ୍ଯ ପୂର୍ଣ୍ଣ କରିବା ହେଉଛି ମାରେଆହାର।
Cross references
ମୁଁ ସବୁବେଳେ ପରମେଶ୍ବରଙ୍କ ଆଦେଶ ମାନିଛି। ମୁଁ ପରମେଶ୍ବରଙ୍କ ମୁଖରୁ ନିସୃତ ବାଣୀକୁ ମାରେ ପ୍ରିଯ ଖାଦ୍ୟଠାରୁ ଅଧିକ ଭଲ ପାଇଛି।
ହେ ମାରେ ପରମେଶ୍ବର, ତୁମ୍ଭେ ୟାହା ଚାହୁଁଛ, ମୁଁ ତାହା କରିବାକୁ ଚାହୁଁଛି। ତୁମ୍ଭର ନୀତିଶିକ୍ଷା ମାେ' ହୃଦଯରେ ଅଛି।
ସଦାପ୍ରଭୁଙ୍କର ସବେକ କୁହନ୍ତି, ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମାଠାେ ରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମାେତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦବୋକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଚାର କରିବା ନିମନ୍ତେ ମାେତେ ପ୍ ରରଣେ କରିଛନ୍ତି।
ଯୀଶୁ ଉଠିଲେ। ସେ ଅଧ୍ଯକ୍ଷଙ୍କ ସହିତ ସଠାେକୁ ବାହାରିଲେ। ତାହାଙ୍କ ଶିଷ୍ଯମାନେ ମଧ୍ଯ ତାହାଙ୍କ ସହିତ ସଠାେକୁ ଗଲେ।
ସମାନଙ୍କେ ପାଖରୁ କିଛି ଦୁରକୁ ଚାଲିକରି ୟିବାପରେ ଯୀଶୁ ତଳେ ଉବୁଡ଼ ହାଇେ ପଡ଼ିଲେ ଓ ପ୍ରାର୍ଥନା କଲେ, ହେ ପରମପିତା! ଯଦି ସମ୍ଭବ ହୁଏ, ତବେେ ୟନ୍ତ୍ରଣାର ଏହି ପାତ୍ରଟି ମାଠାରୁେ ଦୂର ହାଇଯୋଉ। କିନ୍ତୁ ମାେ ଇଚ୍ଛା ଅନୁସାରେ ନ ହାଇେ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।
ମନକରେ ତୁମ୍ଭମାନଙ୍କ ଭିତରୁ ଜଣକର ଶ ହଟେି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତବେେ ସେ ଅନେଶ୍ବତ ମେଣ୍ଢାଙ୍କୁ ଏକୁଟିଆ ଛାଡିଦଇେ ହଜି ଯାଇଥିବା ମେଣ୍ଢାଟିକୁ ଖାଜେିବା ପାଇଁ ବାହାରିପଡିବ ଓ ତାକୁ ପାଇବା ପର୍ୟ୍ଯନ୍ତ ସେ ଖାଜେିବାକୁ ଲାଗିବ।
ସହେିଭଳି ଜଣେ ପାପୀ ତା' ହୃଦୟ ପରିବର୍ତ୍ତନ କଲେ, ପରମେଶ୍ବରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।
ମନୁଷ୍ଯପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖାଜେିବାକୁ ଓ ସମାନଙ୍କେୁ ରକ୍ଷା କରିବାକୁ ଆସିଛନ୍ତି।
କିନ୍ତୁ ଯୀଶୁ ଉତ୍ତର ଦେଲେ, ମାେ ପାଖ ରେ ଏପରି ଖାଦ୍ୟ ଅଛି, ଯାହା ବିଷୟ ରେ ତୁମ୍ଭମାନେେ ଜାଣ ନାହିଁ।
ମୁଁ ଏକୁଟିଆ କିଛି କରିପାରିବି ନାହିଁ। ମୁଁ କବଳେ ପରମେଶ୍ବରଙ୍କ କହିବା ଅନୁସାରେ ବିଚାର କରେ। ତେଣୁ ମାରେ ବିଚାର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ୟିଏ ମାେତେ ପଠାଇଛନ୍ତି।
କିନ୍ତୁ ମାେ ପାଖ ରେ ମାେ ସମ୍ବନ୍ଧ ରେ ଗୋଟିଏ ପ୍ରମାଣ ଅଛି, ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ। ମୁଁ ଯାହା ସବୁ କରୁଛି, ତାହା ସବୁ ମାରେ ପ୍ରମାଣ। ପରମପିତା ମାେତେ ଏସବୁ କରିବା ପାଇଁ ଦଇେଥିଲେ। ଏହିସବୁ କାର୍ୟ୍ଯରୁ ଏହା ପ୍ରମାଣିତ ହୁଏ ଯେ ପରମପିତା ମାେତେ ପଠାଇଛନ୍ତି।
ପରମେଶ୍ବରଙ୍କର ଖାଦ୍ୟ କ'ଣ? ପରମେଶ୍ବରଙ୍କର ଖାଦ୍ୟ ହେଉଛି ଜଣେ ବ୍ଯକ୍ତି ୟିଏ ଜଗତକୁ ଜୀବନ ଦବୋ ପାଇଁ ସ୍ବର୍ଗରୁ ଓହ୍ଲାଇଛନ୍ତି।
ମୁଁ ପରମେଶ୍ବରଙ୍କର ଇଚ୍ଛା ଅନୁଯାଯୀ କାର୍ୟ୍ଯ କରିବାପାଇଁ ସ୍ବର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ଆସି ନାହିଁ।
ମ୍ଭେ ମାେତେ ଯେଉଁ କାମ ଦଇେଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାର ରେ ଗୌରବାନ୍ବିତ କରିଛି।
ଯୀଶୁ ତାହା ପାନ କରି କହିଲେ, ସମାପ୍ତ ହେଲା। ତା'ପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ଯାଗ କଲେ।
ମାରେ ସମସ୍ତ କାର୍ୟ୍ଯ ଦ୍ବାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦଖାଇେଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାୟ୍ଯ କରିବା ଉଚ଼ିତ। ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ଯ ମନେ ରଖିବା ଉଚ଼ିତ ଯେ, 'ଗ୍ରହଣ କରିବା ଅପେକ୍ଷା ଦାନ ଦବୋ ଅଧିକ ଶ୍ ରେଷ୍ଠ ଅଟେ।'
ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।